Monthly Archives

February 2023

ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ ଉଦ୍‌ଯାପନୀ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ହିଲପାଟଣା ସ୍ଥିତ ଏସ୍‌ଏମ୍‌ଆଇଟି ପରିସରରେ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ, ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଦୈନିକ ଆଶାର ମିଳିତ ଆନୁକୂଲ୍ୟରେ ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦ୍‌ଯାପନୀ ଉତ୍ସବ ପାଳିତ ହୋଇଯାଇଛି ।
Read More...

ଟ୍ରକ୍‌ ଧକ୍କାରେ ୫ ବର୍ଷର ନାବାଳିକା ମୃତ

ନୂଆପଡା, (ନିରାକାର ମେହେର) : ଟ୍ରକ୍‌ ଧକ୍କାରେ ୫ ବର୍ଷର ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥ ସାନମହେଶ୍ୱର ଗାଁ ନିକଟରେ ଏହି ଅଘଟଣ ଘଟିଛି । ମୃତ ନାବାଳିକା ଜଣକ ହେଲେ ହର ସୁନାନୀଙ୍କ ଝିଅ ଡିମ୍ପଲ ସୁନାନୀ । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ
Read More...

ଗତ ଉପନିର୍ବାଚନରେ ଲୋକେ ଦେଇଥିବା ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୬୪ କୋଟି ମଞ୍ଜୁର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ଉପନିର୍ବାଚନରେ ଲୋକେ ଦେଇଥିବା ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ₹୬୪ କୋଟି ମଞ୍ଜୁର କରିଛନ୍ତି । ଏଥିରେ ପ୍ରତି ପଞ୍ଚାୟତ, ଏନ୍‌ଏସି ଓ ୱାର୍ଡର ବିକାଶକୁ ଗୁରୁତ୍ଵ ମିଳିଛି । ଲୋକଙ୍କ ପ୍ରସ୍ତାବକୁ ଭିତ୍ତିକରି ଟଙ୍କା ମଞ୍ଜୁର କରାଯିବା, ଓଡ଼ିଶା
Read More...

ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟର ପ୍ରଶଂସା କରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଋଣ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ପାଇକମାଲ ପିଏଚ୍‌ସି ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ୧୩୩/୧୧ କେଭି ସବଷ୍ଟେସନ ପାଇଁ ଜମି ଚିହ୍ନଟ ସରିଛି । ଏହି ଅବସରରେ ମିଶନ ଶକ୍ତି ମା'ମାନଙ୍କ କାର୍ଯ୍ୟର ପ୍ରଶଂସା କରି ₹୧.୨୩ କୋଟି ଋଣ
Read More...

ପଦ୍ମପୁର ବିକାଶକୁ ମିଳୁଛି ନୂଆ ଦିଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶଧାରାକୁ ନୂଆ ଦିଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରବନ୍ଧ, ପାଇକମାଲ ଓ ପଦ୍ମପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଆଗାମୀ ୧ ବର୍ଷ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ସହ
Read More...

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର କରଞ୍ଜିଆ ଗସ୍ତରେ ଦେଓ ଡ୍ୟାମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଡ୍ୟାମ କାର୍ଯ୍ୟ ଶେଷ ହୋଇଛି ଓ ମାର୍ଚ୍ଚ ମାସ
Read More...

ବାଇକ୍‌ରୁ ପଡି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବୁର୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡି ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲଛିପୁର ଗ୍ରାମର ସୁଜନ ରଣା(୨୩) ଗତ ରାତିରେ ନିଜ ଗ୍ରାମରୁ କୌଣସି କାମ ପାଇଁ ବଲାଙ୍ଗିର ଆସିଥିଲେ । ନିଜ ଘରକୁ ଫେରିବା ସମୟରେ
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବାଲେଶ୍ବର ରେଳ ଷ୍ଟେସନ ଠାରୁ ହରିଦ୍ଵାର ଓ ଋଷିକେଶ ଅଭିମୁଖେ ରେଳଯାତ୍ରାର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସରକାରଙ୍କ ପକ୍ଷରୁ ‘ମିଶନ ଶକ୍ତି କାଫେ’ ଖୋଲାଯାଇଛି । ବ୍ଲକ ସଦରମହକୁମାକୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ଏହି ‘କାଫେ’ରେ ଉଚିତ ମୂଲ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇପାରୁଛନ୍ତି । ସ୍ଥାନୀୟ ଏସ୍‌ଏଚ୍‌ଜି
Read More...

ଆଇଆରଇ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର ପରିସରରେ ମହାଶିବରାତ୍ରୀ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୂର୍ତ୍ତିକା କମ୍ପାନୀ ଆଇ.ଆର.ଇ.ଏଲ୍.ଇଣ୍ଡିଆ ଲିଃ. କଲୋନୀ ପରିସରରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାଶିବରାତ୍ରୀ ଓ ଜାଗର ମେଳା ସମାରୋହ ବର୍ଣ୍ଣାଢ଼୍ୟ ଓ ନିଆରା ପରମ୍ପରା
Read More...