Monthly Archives

February 2023

ଖେଳ ପଡ଼ିଆରୁ ଉଦ୍ଧାର ହୋଇଥିବା ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଛତ୍ରପୁର ପିଲିବନ୍ଧ କଡ଼ରେ ଥିବା ଖେଳ ପଡିଆ ନିକଟରୁ ଏକ ନବଜାତ ଶିଶୁ ବୁଧବାର ଅପରାହ୍ନରେ ଉଦ୍ଧାର ହୋଇଥିଲା । ପ୍ରଥମେ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍‌କେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର
Read More...

ଗୁଜରାଟର ଅମରେଲିରେ ଭୂମିକମ୍ପ ଅନୁଭୂତ

ଗାନ୍ଧୀନଗର : ଗୁଜରାଟର ଅମରେଲିରେ ଗୁରୁବାର ଭୂମିକମ୍ପର ହାଲୁକା ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ସାବରକୁଣ୍ଡଲା ତାଲୁକରେ ୩.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି । ସିସମୋଲଜି ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ଏସଆରଆଇ) ଏହି ସୂଚନା ଦେଇଛନ୍ତି । ତେବେ କମ୍ପନ ସୃଷ୍ଟି
Read More...

ଇଣ୍ଡୋନେସିଆରେ ଭୂମିକମ୍ପ

ଜାକର୍ତ୍ତା : ଇଣ୍ଡୋନେସିଆର ତୋବେଲୋରେ ଏକ ଭୂମିକମ୍ପ ଆସିଥିବା ସୂଚନା ମିଳିଛି । ୟୁଏସ ସିସମୋଲଜିକାଲ ସର୍ଭେ କହିଛି ଶୁକ୍ରବାର ସକାଳେ ଇଣ୍ଡୋନେସିଆର ତୋବେଲୋରେ ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୩ । ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିଲୋମିଟର
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୧ ମୃତ

ରାୟପୁର : ଛତିଶଗଡର ଭଟ୍ଟାପାରର ଗାଁ ଖାମରିଆ ନିକଟରେ ଏକ ଟ୍ରକ୍‌ ଏବଂ ପିକଅପ୍‌ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଟ୍ଟାପାର ଏବଂ ବାଲୋଡା ବଜାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା
Read More...

ଖପ୍ରାଖୋଲରେ କୃଷି ସମ୍ପର୍କିତ କୃଷକ ତାଲିମ ଶିବିର : ମାଟି ପରୀକ୍ଷାକୁ ଗୁରୁତ୍ଵ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତାଲିମ ଗୃହଠାରେ କୃଷି ବିଭାଗ ତରଫରୁ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା ରୂପେ
Read More...

ଫୋକ୍‌ ନାଚ ଓ ଗୀତ ପାଇଁ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ପକ୍ଷରୁ ସମ୍ମାନିତ ହେବେ ସୁଦାମ ବିଶି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କଳା ଓ ସଂସ୍କୃତି ସଂଘର ଉପସଭାପତି ତଥା ବରିଷ୍ଠ କିର୍ତ୍ତନ୍ୟ ଗୁରୁ ସୁଦାମ ବିଶି ଆସନ୍ତା ୧ ତାରିଖ ଦିନ ଓଡ଼ିଶା ସରକାରଙ୍କ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ପକ୍ଷରୁ ଗ୍ରାଉଣ୍ତ ୟୁନିଟ(୧) ଭୁବନେଶ୍ୱରରେ ପ୍ରଦର୍ଶିତ ହେଉଥିବା ପ୍ରଦର୍ଶନୀର
Read More...

ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସଚେତନତା

ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ବନାଞ୍ଚଳ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସଚେତନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛଞ୍ଚନବାହାଲି, ଦୁଡୁମଦର୍ହା, ସିନ୍ଧବାହାଲି, କର୍ଲାମାଲ, ଗୁଣ୍ଡୁରୁପାଲି,
Read More...

ବାବା ବଣିବକ୍ରେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ବାବା ବଣିବକ୍ରେଶ୍ୱର ଦେବଙ୍କ ପବିତ୍ର ପୀଠ ସ୍ଥଳୀରେ ଗୁରୁବାର ସନ୍ଧ୍ୟାରେ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୂତି ହୋଇଯାଇଛି । ଆଠଦେଶ ଠାକୁର ତଥା ଆମ ଅଞ୍ଚଳର ଇଷ୍ଟ ଦେବ ବାବା ବଣିବକ୍ରେଶ୍ୱର
Read More...

ଟିଟିଲାଗଡ ଆଦର୍ଶ ଥାନା ସମ୍ମିଳନୀ କକ୍ଷରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନ ଥିଲା ପୋଲିସକୁ ଲୋକ ଭୟ କରୁଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ୫ଟି ଆସିଲା ଦିନଠାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ନ ହୋଇ ସାଧାରଣ ଜନତା ନିଜର ସୁବିଧା ଅସୁବିଧା ବିଷୟରେ କିପରି ନିର୍ଦ୍ଵନ୍ଦରେ କହିପାରିବେ ପୋଲିସ ତଥା ଥାନାକୁ କୌଣସି ଲୋକ ଅଭିଯୋଗ ନେଇ
Read More...

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ଜିଲ୍ଲାସ୍ତରୟ ଖେଳ ପ୍ରତିଯୋଗିତା ନେହେରୁ ଯୁବକେନ୍ଦ୍ର ସହାୟତାରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଗତକାଲି ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଗୋବିନ୍ଦ
Read More...