Monthly Archives

February 2023

୨୬ରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୬ ତାରିଖ ସ୍ଥାନୀୟ ଯାଦବ ଭବନଠାରେ ମାହେଶ୍ୱରୀ ସଂଗଠନ ଓ ସମ୍ବାଦ-ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରଙ୍ଗ : ଡମଣା ହାଇସ୍କୁଲ ପାଖରେ ଥିବା ଏକ ଆପାର୍ଟମେଣ୍ଟ ନିକଟରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ପୋଲିସର କହିବାନୁଯାୟୀ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ
Read More...

ଜଙ୍ଗଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଲିଭାଇଲା ଦମକଳ ବାହିନୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହାଲି ନିକଟରେ ଥିବା ଜଙ୍ଗଲରେ କେହି ଜଣେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ରେଲ୍ ଲାଇନଠାରୁ ଆରମ୍ଭ କରି କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତା ପର୍ଯ୍ୟନ୍ତ ହୁହୁ ହୋଇ ନିଆଁ ଜଳି ଉଠିଥିଲା ।
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ମୃତ

ମନମୁଣ୍ଡା : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ମନୁପାଲି ପଞ୍ଚାୟତ କୁଆଘରା ବନ୍ଧ ନିକଟରେ ଘଟିଥିବା ଜଣାପଡିଛି । ମିଳିଥିବା ମିଳିଥିବା ସୂଚନ ଅନୁସାରେ, ମନୁପାଲି
Read More...

ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତାର ଉନ୍ନତିକରଣ ନିମନ୍ତେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ଏହା ଦ୍ୱାରା କଟକର ବାରଙ୍ଗ ଏବଂ ଜଟଣୀର ରେତଙ୍ଗ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ହୋଇପାରିବ । ଏଥିସହ କଟକ ପୁରୀ ରୋଡଠାରୁ ରବି ଟକିଜ ଏବଂ ଜୟଦେବ ବିହାର
Read More...

ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର : ୭ ମୃତ

ବଡ଼ଚଣା : ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର । ସୂଚନା ମୁତାବକ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଇଛି ଆଇଚର । ଆଜି ଭୋର ୫ଟା ସମୟରେ କଲିକତା ପଟୁ ଆସୁଥିବା ଏକ
Read More...

ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୭,୯୧୪ କୋଟି ବ୍ୟୟବରାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର Budget4NewOdisha ରେ ₹୭,୯୧୪ କୋଟି ବ୍ୟୟବରାଦ କରିଛନ୍ତି । ଉନ୍ନତି ଯୋଜନା ପାଇଁ ₹୬୦୦ କୋଟି, ମୁକ୍ତା ଯୋଜନା ପାଇଁ ₹୪୧୪ କୋଟି ସହ ନୂତନ ସହର ବିକାଶ ପାଇଁ ₹୩୦୦ କୋଟି ବ୍ୟବସ୍ଥା ହୋଇଥିବା
Read More...

ବିବାହ କରିବାକୁ ଯାଉଥିବା ବରଗାଡ଼ି ତଳେ ଚାପିହୋଇ ଜଣଙ୍କ ମୃତ୍ୟୁ : ୧୦ ଗୁରୁତର, ଡ୍ରାଇଭର ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରନ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ବାଗଝରନ ଗ୍ରାମର ହୋତାସନ ବରିହାଙ୍କ ବାହାଘର ହିର୍ଲିଠାରେ ଠିକ୍‌ ହୋଇଥିଲା । ଶୁକ୍ରବାର ରାତିରେ
Read More...

ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ । ୯୨୯ଟି କେନ୍ଦ୍ରରେ ୧ ଲକ୍ଷ ୭୩ ହଜାର ୧୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
Read More...

ମୁରିବାହାଲ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ପ୍ରଥମ ବୈଠକ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଜାମପଦରଠାରେ ଗତକାଲି ନବ ଗଠିତ ମୁରିବାହାଲ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି
Read More...