Monthly Archives

February 2023

ସୁଶୀଳ ବେହେରା ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆକ୍ରମଣର ଶିକାର ହୋଇଥିବା ସୁଶୀଳ ବେହେରା(୨୨)ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଅଭିଯୁକ୍ତକୁ ପୋଲିସ ଖୋଜୁଛି ବୋଲି କୁହାଯାଇଛି । ପ୍ରକାଶ ଥାଉକି, ଛତ୍ରପୁର ଥାନା ଅନ୍ତର୍ଗତ ଛତ୍ରପୁର ସଦର
Read More...

ଟିଟିଲାଗଡଠାରେ ଲାୟନ୍ସ କ୍ଲବର ଦୁଇ ଦିନିଆ ୩୨ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ ୩୨୨ସି୨ର ବାର୍ଷିକ ସମ୍ମିଳନୀ ଚଳିତ ବର୍ଷ ଟିଟିଲାଗଡଠାରେ ଆୟୋଜିତ ହୋଇଯାଇଛି । ଲାୟନ୍ସ କ୍ଲବ ଟିଟିଲାଗଡର ଆୟୋଜନରେ ସ୍ଥାନୀୟ ଡିଏନ୍‌ ରିସର୍ଟ ଠାରେ ଏହି ଦୁଇ ଦିନିଆ ବାର୍ଷିକ ସମ୍ମିଳନୀରେ ୪୯ଟି କ୍ଲବରୁ ୪୧୩ ସଦସ୍ୟ ଆସି
Read More...

ରାମଜୀପଡା ରାମଲୀଳା ଏକ ବର୍ଷ ପରେ ପୁଣି ଝଲସିବ

ରାବଣ ଅଭିନୟରେ ପୁଣି ମନ ମୋହିବେ ଡା. ପଟେଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଜୀପଡା ରାମଲୀଳା, ବଲାଙ୍ଗିରକୁ ନେଇ ପୁଣି ଏ ବର୍ଷ ରାମ ନବମୀରୁ ଆରମ୍ଭ ହେବ । ଏଥର ପୁରାତନ କଳାକାର ଓ ନୂତନ ଗାଁର କଳାକାର କଳା ପ୍ରଦର୍ଶନ କରିବେ । କଳାକାର ଅଭିନୟ ବାଦ୍ୟକାର ଗୁରୁ ବାଲମୁକୁନ୍ଦ
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ସ୍ଥାନୀୟ ଯାଦବ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବନ କୁମାର ତିୱାରୀ ୧୮୯ ବାଟାଲିୟନ ସିଆରପିଏଫ୍‌ କମାଣ୍ଡେଣ୍ଟ ବଲାଙ୍ଗିର,
Read More...

ବଲାଙ୍ଗିର ଯୁବ କୁଲୁତା ସମାଜର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଡୁଙ୍ଗୁରିଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସାଧାରଣ ସଭା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ଅମିତ ବାରିକ ବାର୍ଷିକ ବିବରଣୀ ପଠନ
Read More...

ମାର୍ଚ୍ଚ ୧ରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଜିଆରସି ଶିକ୍ଷା ଓ ତାଲିମ ଶିବିର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ (ଜିଆରସି) ଶିକ୍ଷା ଓ ତାଲିମ ଶିବିର-୨୦୨୩ ଆଗାମୀ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଜୟାନନ୍ଦ ହାଇସ୍କୁଲ ବେଲଗାଁଠାରେ ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଉଚ୍ଚ
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଙ୍ଗଳାଚରଣ ପାଠ ପରେ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ସତ୍ୟବନ୍ତ ବେଦବାକ ଭାଗବତ ଗୀତାର
Read More...

ଚଳିତ ଶିକ୍ଷାବର୍ଷର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର, ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦୀକ୍ଷାନ୍ତ ଉତ୍ସବ ତଥା ସତ୍ୟନାରାୟଣ ପୂଜା ଅନୁଷ୍ଠିତ
Read More...

ବନଭାରତୀ ଫାଉଣ୍ଡେସନ ଦ୍ଵାରା ବାଇକ୍ ଆମ୍ବୁଲାନ୍ସ ସେବା ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ପଞ୍ଚାୟତର ଆରୁହାବୃତ୍ତି ଗ୍ରାମରେ ପ୍ରଥମ କରି ବନଭାରତୀ ଫାଉଣ୍ଡେସନ ତରଫରୁ ବାଇକ୍ ଆମ୍ବୁଲାନ୍ସ ସେବା ସର୍ମପିତ ହୋଇଯାଇଛି । ସାମଲ ପରିବାର ତରଫରୁ ରବୀନ୍ଦ୍ର, ଖଗେନ୍ଦ୍ର, ନଗେନ୍ଦ୍ର ଓ
Read More...

ଘର ହିଁ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ପାଇଁ ଇଛୁକ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ.
Read More...