ହୁସିଆର୍ ହ’ ହୋ’ ଗାଁ ମାଁର୍ ଲୁକେ
ବଲାଙ୍ଗିର, (କେପିଏନ୍ଏସ୍) : ଅପରାଧୀ ମାନ୍କେ ସାବାଡ୍ କର୍ବାର୍ ଲାଗି ଡେନାବାହାଁ ବର୍କସ୍ କରିଛେ ବଲାଙ୍ଗିର୍ ପୁଲିସ୍ । ଅପରାଧୀ ମାନ୍କେ ନୁରି ନୁରି ଜେଲ୍ ହାଜତ୍ କେ ପଠଉଛେ । ସେଥି ଫେର୍ ଘର୍ ଭଂଗା ଜେସିବି ଧରି ସହର ସାରା କିନ୍ଦ୍ରୁଛେ ବଲାଙ୍ଗିର୍ ପୁଲିସ୍ ।!-->…
Read More...
Read More...