Daily Archives

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବାଲେଶ୍ବର ରେଳ ଷ୍ଟେସନ ଠାରୁ ହରିଦ୍ଵାର ଓ ଋଷିକେଶ ଅଭିମୁଖେ ରେଳଯାତ୍ରାର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସରକାରଙ୍କ ପକ୍ଷରୁ ‘ମିଶନ ଶକ୍ତି କାଫେ’ ଖୋଲାଯାଇଛି । ବ୍ଲକ ସଦରମହକୁମାକୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ଏହି ‘କାଫେ’ରେ ଉଚିତ ମୂଲ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇପାରୁଛନ୍ତି । ସ୍ଥାନୀୟ ଏସ୍‌ଏଚ୍‌ଜି
Read More...

ଆଇଆରଇ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର ପରିସରରେ ମହାଶିବରାତ୍ରୀ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଭାରତୀୟ ବିରଳ ମୂର୍ତ୍ତିକା କମ୍ପାନୀ ଆଇ.ଆର.ଇ.ଏଲ୍.ଇଣ୍ଡିଆ ଲିଃ. କଲୋନୀ ପରିସରରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମହାଶିବରାତ୍ରୀ ଓ ଜାଗର ମେଳା ସମାରୋହ ବର୍ଣ୍ଣାଢ଼୍ୟ ଓ ନିଆରା ପରମ୍ପରା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଇଲାକା ମରାତିରା ହାଟଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ମରାତିରା ଗ୍ରାମର ମୂଳିଆ ସାହୁ (୭୮) ବୋଲି ଜଣାପଡିଛି । ସୂଚନାନୁଯାୟୀ, ମରାତିରା ଗ୍ରାମର ମୂଳିଆ ସାହୁ ଆଜି
Read More...

ସତ୍ୟନଗର ରେଳୱେ ଓଭରବ୍ରିଜ ତଳୁ ଅଜଣା ମୃତଦେହ ଠାବ

ଭୁବନେଶ୍ୱର : ଭୁବନେଶ୍ୱର ସତ୍ୟନଗର ଓଭରବ୍ରିଜ ତଳ ରେଳ ଲାଇନ୍‌ରେ ଠାବ ହେଲା ଅଜଣା ମୃତଦେହ । ମୃତକ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ମୃତ୍ୟୁର କାରଣ ସୁଇସାଇଡ କିମ୍ୱା ମର୍ଡର ତାହା ବି ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ଜିଆର୍‌ପି ପୋଲିସ ପହଞ୍ଚି ତଦନ୍ତ
Read More...

ମହାଶିବରାତ୍ରି ଅବସରରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମହାଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ବିରେଶ୍ୱର ମନ୍ଦିର ନିକଟରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସଲମନ ବାଙ୍ଗାରିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବିଷାକ୍ତ ଫଳ ଖାଇ ମହିଳାଙ୍କ ମୃତ୍ୟୁ

କୋକସରା : କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟ୍ରା ପଂଚାୟତ କନ୍ଦାବୁଟ୍ରା ଗ୍ରାମର ଭଜନ ଛତ୍ରିଆଙ୍କ ସ୍ତ୍ରୀ ହୀମାଦ୍ରି ଛତ୍ରିଆ(୫୬) ବିଷାକ୍ତ ଫଳ ଖାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ କିଛି ମାସ ହେବ ସେ ମାନସିକ ରୋଗରେ ଆକ୍ରାନ୍ତ ରହିଥିବା ପରିବାର ପକ୍ଷରୁ ସୂଚନା
Read More...

ଆଜିଠୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୩

ନୃତ୍ୟ ଓ ଗୀତରେ ଦୁଲୁକିବ ଅଞ୍ଚଳ : କିଣାବିକା ପାଇଁ ଖୋଲିବ ୧୨୧ଟି ଷ୍ଟଲ୍‌ ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୩ । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ସୂଚନା ମିଳିଛି । ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ
Read More...

ବାଇକ୍‌କୁ ଧକ୍କାଦେଲା ପିକଅପ୍‌ ଭ୍ୟାନ, ୨ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ବ୍ରିଜ ନିକଟରେ ବାଇକ୍‌କୁ ପଛପଟୁ ଆସୁଥିବା ଏକ ପିକଅପ୍ ଗାଡ଼ି ଧକ୍କାଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ୨ ଜଣ ହେଲେ ବୁଲୁ ବେନିଆ(୩୭) ଓ ମନୋଜ ବେନିଆ(୨୫) । ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।
Read More...

ଆଜି ବସିବ ସର୍ବଦଳୀୟ ବୈଠକ : ଗୃହର ସୁପରିଚାଳନା ପାଇଁ ବୈଠକରେ ହେବ ଆଲୋଚନା

ଭୁବନେଶ୍ୱର : ବିଧାନସଭାର ବଜେଟ୍‌ ଅଧିବେଶନରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ ହେବ । ତେବେ ବଜେଟ୍‌ ଅଧିବେଶନ ପୂର୍ବରୁ ବିଧାନସଭାର ସର୍ବଦଳୀୟ ନେତାଙ୍କର ଏକ ବୈଠକ ଆଜି ସକାଳ ୧୧ଟା ୩୦ରେ ବିଧାନସଭା ସଚିବାଳୟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଗୃହକାର୍ଯ୍ୟର
Read More...