ବଲାଙ୍ଗିରରେ ସ୍କୁଲ ଯାଇ ୨ ଜଣ ଛାତ୍ର ନିଖୋଜ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କଂସାରୀପଡାର ବାସୁଦେବ ନାଗଙ୍କ ପୁଅ ୱାସିମ ସ୍କୁଲ ଯାଇ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ବାସୁଦେବ ଆଜି ଟାଉନ ଥାନାରେ ଅଭିଯୋଗ କରି ପୁଅକୁ ଖୋଜିବାକୁ ଦାବୀ କରିଛନ୍ତି । ୱାସିମ ଓ ତାଙ୍କ ସାଙ୍ଗ ବିଟୁ ପିପି ଏକାଡେମୀକୁ ଆସୁଥିଲେ । ହେଲେ!-->…
Read More...
Read More...