Daily Archives

ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବେଲପଡା ଏବିଇଓ
Read More...

ସିନଖମନଠାରେ ସଡ଼କ ଦୁର୍ଘଟଣା : ବସ ଧକ୍କାରେ ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠସ୍ଥ ସିନଖମନ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗଣପତି ନାମକ ଏକ ଘରୋଇ ବସ ଧକ୍କାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତେ ବିବାହ ଉତ୍ସବରେ ଯୋଗଦେବା ପାଇଁ ଟିଟିଲାଗଡ଼ରୁ ଖୁଜେନପାଲି ଆସୁଥିଲେ । ଆହତଙ୍କ ମଧ୍ୟରେ
Read More...

୧୫ତମ କିକ୍ରେଟ୍ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ

କୁଡାସିଂହା, (କେପିଏନ୍‌ଏସ୍‌) : ଟିକ୍ରାପଡା ଗ୍ରାମ ପଞ୍ଚାୟତର କୁଡାସିଂହା ଗ୍ରାମରେ ସପ୍ନେଶ୍ୱର ବାବା କିକ୍ରେଟ୍ କ୍ଲବ ଆନୁକୂଲ୍ୟରେ ୧୫ତମ କିକ୍ରେଟ୍ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଟାମେଣ୍ଟ ୫ ଦିନ ଧରି ଚାଲିଥିବା ବେଳେ ଗତକାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା
Read More...

ଭାଜାପା ଦଳ ପକ୍ଷରୁ ତାଳଚେର ଉପଖଣ୍ଡ ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ବିଜେଡି ଚଞ୍ଚକତା କରି ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରାଫେରି କରିଥିବା ଅଭିଯୋଗ ନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ କାଳିନ୍ଦୀ ଚରଣ ସାମଲଙ୍କ ନେତୃତ୍ୱରେ ଆଜି ତାଳଚେର ବହୁ ପୁରୁଖା
Read More...

ଯୁବ ରେଡକ୍ରସର ୩ ଦିନିଆ କର୍ମଶାଳା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସର ୩ ଦିନିଆ କର୍ମଶାଳା ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାଠାରେ ଉଦ୍‌ଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ
Read More...

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ

ନିଜର ସୁରକ୍ଷା ପ୍ରତି ଛାତ୍ରୀମାନେ ସଚେତନ ହୁଅନ୍ତୁ ଖପ୍ରାଖୋଲ (ଅଶୋକ ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆତ୍ମରକ୍ଷା କୌଶଳ ଶିବିର ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ନାରୀ ମାତୃଶକ୍ତିର ପ୍ରତୀକ ଅଟେ । ମାତ୍ର ଆଜିର ସମାଜରେ ନାରୀ ଭୋଗ୍ୟ ବସ୍ତୁ
Read More...

ସ୍ୱସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ ତାରିଖରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକୋତ୍ସବ ଅବସରରେ କଥା କବିତାୟନ ୨୦୨୩ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସଂସଦର ସଭାପତି
Read More...

ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସ୍ଥିତ ସର୍ବପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ସ୍କୁଲର ସଭାପତି ତଥା ଲାୟନ୍ସ କ୍ଲବର ସଭାପତି କେଶବ ଛାପାଡ଼ିଆ
Read More...

ନିର୍ମାଣ ସାମଗ୍ରୀ ଲୁଟ୍‌ ନେଇ ଫାଣ୍ଡିରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଘନିପୁର ଗ୍ରାମର ଉଜ୍ଜିର ମହମ୍ମଦଙ୍କ ଗୋପପାଟଣା ମୌଜାରେ ନିର୍ମାଣାଧୀନ ଘରର କାନ୍ଥ, ସୁରକ୍ଷା ଖୁଣ୍ଟ ଭାଙ୍ଗିବା ସହ ଜମା ରଖିଥିବା ଲକ୍ଷାଧିକ ଟଙ୍କାର ଲୁହା ରଡ଼ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଚୋରି କରିଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ
Read More...

ପାଟଣାଗଡ଼ରେ ନୂତନ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଉଦ୍‌ଘାଟିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସହରରେ ଏକ ନୂତନ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ଏହି ନୂତନ ଶାଖାକୁ ପାଟଣାଗଡ଼ ବିଡ଼ିଓ ସୁମନ୍ତ କୁମ୍ଭାର ଫିତା କାଟିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଶାଖା ଓଡ଼ିଶାର ୧୯୭ତମ ବ୍ରାଞ୍ଚ ହୋଇଥିବା
Read More...