Daily Archives

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୂହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲିଲି ପଟେଲ ଯୋଗଦେଇ ଶିଶୁମାନଙ୍କ ଭବିଷ୍ୟତ ପାଇଁ ମାଆ ମାନଙ୍କ ଭୂମିକା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ଅତିଥି ପରିଚୟ ଓ
Read More...

ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ

ପାଟଣାଗଡ, (ସଦାଶିବ ସରାଫ୍‌) : ସମଗ୍ର ପାଟଣାଗଡ଼ ଉପଖଣ୍ଡରେ ନୂତନ ଭୋଟର ତାଲିକାରେ ସଂଯୋଗ ପାଇଁ ବେଶ ଆଗେଇ ନେଇଥିବାରୁ ତଥା ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀଙ୍କ ଅଭିନବ ପ୍ରୟାସ ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଶଂସିତ ହେବା ସଙ୍ଗେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ
Read More...

ସାଧାରଣତନ୍ତ୍ର ଦିବସରେ ୧୦୮ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଞ୍ଜାମ ବ୍ଲକର ଇକୋ ୱାରିୟର ପାରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ବୈଠକ ଗୃହଠାରେ ଗୁରୁବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିଠାରେ ଅମ୍ଳାନ କାର୍ଯ୍ୟକ୍ରମ

ଦମକିପାଲି, (କେପିଏନ୍‌ଏସ୍‌) : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିଠାରେ ଅମ୍ଳାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଅଧ୍ୟକ୍ଷତା କରି ସୁସ୍ଥ ମଣିଷ ପାଇଁ ରକ୍ତର ଆବଶ୍ୟକତା ଓ ରକ୍ତହୀନତା ସମ୍ବନ୍ଧରେ ସଚେତନ କରିଥିଲେ । ମହିଳା ସ୍ୱାସ୍ଥ୍ୟ
Read More...

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ

କେପଟାଉନ୍‌/ନୂଆଦିଲ୍ଲୀ : ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି । ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରଣାଳୟ କହିଛି । ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ
Read More...

କୂଅ ଭିତରୁ ଗାଡ଼ ଭାଲୁ ଉଦ୍ଧାର

ଟାଙ୍ଗୀ : କୂଅ ଭିତରୁ ଗାଡ଼ ଭାଲୁ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କାଶୀପୁର ଗାଁର ଜଣେ ବ୍ୟକ୍ତିଙ୍କ କୂଅରୁ ଜୀବନ୍ତ ଅବସ୍ଥାରେ ଏକ ଗାଡ଼ ଭାଲୁ ଉଦ୍ଧାର ହୋଇଥିବା ଜଣାପଡିଛି । ଟାଙ୍ଗୀ ବନ ବିଭାଗ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ ଭାଲୁକୁ ଉଦ୍ଧାର କରିଛନ୍ତି । ଗାଡ଼
Read More...

ବ୍ରାଉନସୁଗାର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍‌ଟିଏଫ୍ ଟିମ୍‌

ଭୁବନେଶ୍ୱର : ୫ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍‌ଟିଏଫ୍ ଟିମ୍‌ । ୫ ହଜାର ୨ ଶହ ୬୯ କିଲୋଗ୍ରାମ ଗଞ୍ଜେଇ ଏବଂ ୧ କିଲୋ ୩୨ ଗ୍ରାମ ଜବତ ବ୍ରାଉନସୁଗାରକୁ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଟାଙ୍ଗିଆପଡ଼ାଠାରେ ଥିବା ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡରେ ପୋଡି
Read More...

ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀପଞ୍ଚମୀ ବେଣ୍ଟ ନିତୀ, ମହାପ୍ରଭୁଙ୍କର ହେବ ଚାଚେରୀ ବେଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ପରମ୍ପରାରେ ଶ୍ରୀପଞ୍ଚମୀ ବେଣ୍ଟ ନିତୀ । ବସନ୍ତଗୁଣ୍ଡିଚା ଦିନ ମଧ୍ୟାହ୍ନ ଧୂପ ବଢିବା ପରେ ପୁଷ୍ପାଳକମାନେ ଶ୍ରୀଜିଉଙ୍କୁ ଲାଲବର୍ଣ୍ଣର ବସ୍ତ୍ରରେ ବିମଣ୍ଡିତ କରନ୍ତି । ଏହାପରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ହେବା ପରେ ଚାଚେରୀ ବେଶ
Read More...

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ କଡା ସୁରକ୍ଷା ମଧ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଓଡ଼ିଶାର ଶ୍ରମ, ବୀମା ଏବଂ ନିଯୁକ୍ତି ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର
Read More...

ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ସାମିଲ ହେଲେ ପିସିସି ସଭାପତି

କୋରାପୁଟ : କୋରାପୁଟରେ କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଏମ୍‌ପି ଶପ୍ତଗିରି ଉଲାକା, କୃଷ୍ଣ କୁଳଦୀପ, ନିମାଇ ସରକାର, ମନୋଜ ଆଚାର୍ଯ୍ୟଙ୍କ ସମେତ ଶତାଧିକ ଦଳୀୟ କର୍ମୀ
Read More...