Daily Archives

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଐତିହ୍ୟ, ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର
Read More...

ଜମି ଡିମାର୍କେସନ ବେଳେ ହିଂସାକାଣ୍ଡ, ସଦେଇପାଲିରେ ଫୁଟିଲା ଗୁଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ଡିମାର୍କେସନ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ଏହି ହିଂସାକାଣ୍ଡରେ ଜଣଙ୍କ ଦେହରେ ଗୁଳି ଲାଗିଥିବା ବେଳେ ଅନ୍ୟ କିଛି ଜଣ ଲହୁଲୁହାଣ ହୋଇଥିବା ଜଣାପଡିଛି । ତେବେ ଆହତଙ୍କ ମଧ୍ୟରେ ମହିଳାମାନେ ମଧ୍ୟ
Read More...

ଅଯୋଧ୍ୟାରେ ମୂର୍ତ୍ତି ତିଆରି କରିବେ ସୁଦର୍ଶନ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ପାଇଁ ଗର୍ବ ଆଉ ଖୁସିର ଖବର । ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରରେ ମୂର୍ତ୍ତି ତିଆରି କରିବେ ଓଡ଼ିଶାର ପଦ୍ମ ବିଭୂଷଣ ସୁଦର୍ଶନ ସାହୁ । ଏଥିପାଇଁ ସେ ପ୍ରସ୍ତାବିତ ମନ୍ଦିରସ୍ଥଳୀ ପରିଦର୍ଶନ କରି ଫେରିଛନ୍ତି । ତାଙ୍କୁ ମହାପ୍ରଭୁ
Read More...

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ

ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ କେନ୍ଦୁଝର : ଓଡ଼ିଶାର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ
Read More...

ରେଳ ଧାରଣାରୁ ଗଳିତ ମୃତଦେହ ଉଦ୍ଧାର

ବାଲୁଗାଁ : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୌଣସି କାରଣବଶତଃ ବ୍ୟକ୍ତି ଜଣକ ଟ୍ରେନ୍‌ରେ କଟିଯାଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ଘଟଣା ପରେ ତୁରନ୍ତ ଷ୍ଟେସନ
Read More...

ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ ଅଭିଯୋଗ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କୋଟଗଡ଼ ଥାନା ଝରିଆପଦାରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ହୋଇଥିବା ଜଣାପଡ଼ିଛି । ଘଟଣା ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ କୋଟଗଡ଼ ଝରିଆପଦା ସାହିରେ ରହୁଥିବା ଗେଟାବାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦ୍ମଚରଣ ରଥ
Read More...

ବିଦ୍ୟୁତ୍ ଆଘାତ ଲାଗି ଦନ୍ତା ହାତୀ ମୃତ

ଚୌଦ୍ୱାର/ଗୁରୁଡ଼ିଝାଟିଆ : ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ । ଖୁଣ୍ଟୁଣୀ ରେଞ୍ଜ ଗୁରୁଡ଼ିଝାଟିଆ ଥାନା ସାଉରିଆ ଗ୍ରାମ ସ୍ଥିତ ଚାଷ ଜମିରେ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ବନକର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Read More...

ନାଟକ ‘ଅନ୍ଧାରର ଆର୍ତ୍ତନାଦ’କୁ ଶ୍ରେଷ୍ଠ ପ୍ରଯୋଜନା ପୁରସ୍କାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନାଟକ 'ଅନ୍ଧାରର ଆର୍ତ୍ତନାଦ'କୁ ଶ୍ରେଷ୍ଠ ପ୍ରଯୋଜନା ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ଦ୍ୱାରା ବ୍ରହ୍ମପୁର କଳାକାର ଏକତା ମଞ୍ଚ ସହାୟତାରେ ଅନୁଷ୍ଠିତ ଷଷ୍ଠ ରାଜ୍ୟସ୍ତରୀୟ ତଥା ୩୨ତମ ଦକ୍ଷିଣ ଓଡ଼ିଶା ନାଟକ
Read More...

ମକର ସଂକ୍ରାନ୍ତି ଉପଲକ୍ଷେ ଶୀତବସ୍ତ୍ର ବଣ୍ଟନ କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥାନୀୟ ମନ୍ଦିର ପରିସରରେ ମକର ସଂକ୍ରାନ୍ତି ଅବସରରେ ସହରର ଭିନ୍ନକ୍ଷମ ଅସହାୟମାନଙ୍କୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଶୀତବସ୍ତ୍ର ବଣ୍ଟନ କରିଥିଲେ । ବଣ୍ଟନ ବେଳେ ସ୍ଥାନୀୟ ସମାଜସେବୀମାନେ ଉପସ୍ଥିତ ଥିଲେ ।
Read More...

ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଯୁବକ ସଂଘ ପକ୍ଷରୁ ରଚନା ପ୍ରତିଯୋଗିତା

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଶ୍ରୀ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଏମ୍‌ଇ ସ୍କୁଲ ଠାରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରେମା ନନ୍ଦ ବାଗଙ୍କ ସଭାପତିତ୍ୱରେ
Read More...