Daily Archives

ଚାନ୍ଦିଲି ପାହାଡ ମହୋତ୍ସବରେ ଯୋଗ ଦେଲେ ନରସିଂହ

ଭୀମପାହାଡ ସଦୃଶ ବିକଶିତ ହେବ ଚାନ୍ଦିଲି ପାହାଡ : ନରସିଂହ୭୨ ଏକର ପରିମିତ ଭୁଲିଆକଟାଁର ହେବ ବିକାଶପାହାଡ ରାସ୍ତା ପାଇଁ ବିଧାୟକ ପାଣ୍ଠିରୁ ଦେଲେ ୧୦ଲକ୍ଷ ଅନୁଦାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାକୃତିକ ପରିବେଶ ଭରା ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ
Read More...

ଆସନ୍ତାକାଲି କଳା ଉତ୍ସବ ୨୦୨୨କୁ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ୩-୭ ଜାନୁୟାରୀ ୨୦୨୩ ପର୍ୟ୍ୟନ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ବର
Read More...

ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ କାଳୁଆ ବାଡି ରାସ୍ତା ପାର୍ଶ୍ବରେ ଥିବା ଏକ ଧାନ ବିଲରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତଦେହ ଜଣେ ପୁରୁଷର ବୋଲି ଘଟଣା ସ୍ଥଳରେ ପୁରୁଷ ଚପଲ ପଡ଼ିଥିବା ଦେଖି ଅନୁମାନ କରାଯାଇଛି । ହେଲେ
Read More...

ଓଡିଶାରେ ଭିଣ୍ଟେଜ୍‌ ଯାନ ପାଇଁ ନୂତନ ପଞ୍ଜିକରଣ

ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟନୂତନ ପଞ୍ଜିକରଣ ପ୍ରାପ୍ତ ଭିଣ୍ଟେଜ ଯାନ ଗୁଡିକୁ ଭିଏ (ଭିଣ୍ଟେଜ୍‌) ଠାରୁ ଆରମ୍ଭ କରି ଏକ ସ୍ୱତନ୍ତ୍ର ପଞ୍ଜିକରଣ ମାର୍କ ଦିଆଯିବ କଟକ : ଭିଣ୍ଟେଜ୍‌ ଯାନ ସଂଗ୍ରହକାରୀଙ୍କ ପାଇଁ ଏକ ଖୁସି ଖବର, ନୂତନ ବର୍ଷ ଠାରୁ, ୫୦
Read More...

ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡ଼ିଶା ରେଳ ସମନ୍ୱୟ କମିଟିର କର୍ମକର୍ତ୍ତାମାନେ ବନ୍ଧମୁଣ୍ଡା ସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ରାଜକିଶୋର ମହାନ୍ତିଙ୍କୁ ସାକ୍ଷାତ କରି ରାଉରକେଲାରୁ ବାଲେଶ୍ଵର ଭାୟା ଚକ୍ରଧରପୁର ବଡ଼ବିଲ ଯାଜପୁର ଭଦ୍ରକ ବାଲେଶ୍ୱର ଇଣ୍ଟରସିଟି ଚଳାଚଳ ପାଇଁ ଅଗ୍ରଗତି
Read More...

ନୃସିଂହନାଥ ପୀଠରେ ଗଣ୍ତ ସମାଜର ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ବୁଢାଦେଓ ମଣ୍ତପ ପ୍ରାଙ୍ଗଣ ଠାରେ ଆଜି ଗଣ୍ତ ସମାଜର ବୁଢାଦେଓ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଣ୍ତପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ
Read More...

ଷଷ୍ଠ ଦିନରେ ବରଗଡ ଧନୁଯାତ୍ରା ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହର ଆଜି ଷଷ୍ଠ ଦିନରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଛି । ସହରର ୫ କିଲୋମିଟର ପରିଧି ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମୁକ୍ତାକାଶ ମଞ୍ଚରେ ପ୍ରତ୍ୟେକ ଲୋକ ନିଜକୁ ଅଭିନୟରେ ସାମିଲ କରିଥାନ୍ତି ।
Read More...

ରନ୍‌ ଫର୍‌ ହକି ଉପଲକ୍ଷେ କଣ୍ଟାବାଞ୍ଜି ଏନ୍‌ଏସି ଦ୍ୱାରା ମିନି ମାରାଥନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସି ଦ୍ୱାରା ସୋମବାର ଦିନ ସକାଳ ସାଢେ ଛଅଟାରେ ମିନି ମାରାଥନ ରେସ୍‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ଏନ୍‌ଏସି କାର୍ଯ୍ୟାଳୟ ଯାଏଁ ମାରାଥାନ ରେସ ହୋଇଥିଲା । ଏହି
Read More...

‘ଘାଏ ଦେଖତ କଲାପଟା’ର ବାର୍ଷିକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଠାରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଓ 'ଘାଏ ଦେଖତ କଲାପଟା'ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୮ ବର୍ଷ ଧରି ଏହି ଉତ୍ସବ କଲଙ୍ଗାପାଲି ଗ୍ରାମବାସୀଙ୍କ ବିଶେଷ ଭାବରେ ଭୂମିକା ରହି
Read More...

ଶିକ୍ଷା ମନ୍ଦିରର ନୂତନ ଗୃହ ପ୍ରବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର ବିଦ୍ୟାଳୟର ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସୋମବାର ଦିନ ବିଦ୍ୟାଳୟ କମିଟିର ସଭାପତି ଲିଙ୍ଗରାଜ ପୁଟେଲଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
Read More...