Yearly Archives

2022

ଟୁର୍ ଡି କଳିଙ୍ଗ ଟିମକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଜାତୀୟ ତଥା ବିଶ୍ୱ ସ୍ତରରେ ପରିଚିତ କରାଇବା ସହ ବିଭିନ୍ନ ସଚେତନତା ବାର୍ତ୍ତା ନେଇ ସାରା ରାଜ୍ୟ ଭ୍ରମଣ କରୁଛି ଟୁର୍ ଡି କଳିଙ୍ଗ ଟିମ୍ । ପ୍ରକୃତି ଓ ଆଡଭେଞ୍ଚର ପ୍ରେମୀ ୨୦ ଜଣିଆ ଯୁବଗୋଷ୍ଠୀ ସାଇକେଲ୍
Read More...

ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ୩୪୦ ଲିଟର ଦେଶୀ ମଦ ଜବତ

ବେଗୁନିଆ : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଅସରଳା ଓ କୋଟସିଂ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ପାଇଁ ଥିବା ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା ସହ ୩୪୦ ଦେଶୀ ରନ୍ଧା ମଦ ସହିତ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି । ଏହାର
Read More...

କାଣିଗୁମା ଏବଂ ବାଗଡିଆଣିରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟିତ

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ଥୁଆମୂଳ ରାମପୁର ବ୍ଲକ ଗସ୍ତରେ ଆସି ବିଧାୟକ ପ୍ରଦୀପ କୁମାର ଦିଶାରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଧାୟକ ଶ୍ରୀ ଦିଶରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋମବାର ବ୍ଲକର କାଣିଗୁମା ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ
Read More...

ଭୁବନେଶ୍ୱର ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ କାର୍ଯ୍ୟ ତଦାରଖ ପାଇଁ କ୍ୟାମ୍ପ ଅଫିସ୍ ଆରମ୍ଭ

ଭୁବନେଶ୍ୱର, (କେପିଏନଏସ୍‌) : ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ
Read More...

ରଘୁନାଥ ନୋଡାଲ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ଭୋଗରାଇ : ଦେଶ ଗଠନ ଓ‌ ବିକାଶରେ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ଯେତେ ଅଗ୍ରଣୀ ସେହି ଅଞ୍ଚଳ ସେତେ ଉନ୍ନତ ଓ ବିକଶିତ । ଏଣୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ସୁଦୃଢ କରିବା ଆବଶ୍ୟକ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର
Read More...

୫ ଦଫା ଦାବୀ ନେଇ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରିର ରାଜ୍ୟ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ଦୀର୍ଘଦିନ ଧରି ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଉଛି । କିନ୍ତୁ ସେଗୁଡିକ ପୂରଣ ହେଉ ନଥିବାରୁ ରାଜ୍ୟ ସଂଘର ଆବାହନ କ୍ରମେ ମାଲକାନଗିରି ଜିଲ୍ଲା ସଂଘ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ୫
Read More...

ପକ୍ଷାଘାତରେ ଶିକାର ହୋଇଥିବା ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପକ୍ଷାଘାତରେ ଶିକାର ହୋଇଥିବା ନିଜ ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରତାଖଣ୍ଡି ଗ୍ରାମର ଜନକ ବାରିକ । ଜନକ ବାରିକଙ୍କ କହିବାନୁସାରେ, ସ୍ତ୍ରୀ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ବେଳେ ଏ ବୃଦ୍ଧ ବୟସରେ
Read More...

ନିଆଁ ଲାଗି ଜଳିଗଲା ବସ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ବସ (ନଂ ଓଆାର ୦୫ଇ୨୨୬୫)ରେ ନିଆଁ ଲାଗି ଜଳିଯାଇଥିବା ସୂଚନା ମିଳିଛି । ବସରେ ନିଆଁ ଲାଗିଥିବା ଖବର ପାଇ ସଚିବାଳୟ ଅଗ୍ନିଶମ ବାହିନୀ ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିଳିତ ଭାବେ
Read More...

ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର କରି ୨ ଗିରଫ

ସମ୍ବଲପୁର : ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର । ବାଘ ମୁଣ୍ଡ ଜବତ ସହ ୨ ଜଣ ଗିରଫ ହୋଇଛନ୍ତି । ରେଢ଼ାଖୋଲ ବନ ବିଭାଗ ଚଢ଼ାଉ କରି ଖୋଲ ଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାର ହୋଇଥିବା ଏକ ବାଘର ଗଳିତ ମୁଣ୍ଡକୁ ଜବତ କରାଯାଇଛି । ଏ ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ଗଞ୍ଜାମ ଏନଏସି କାଉନସିଲର ବୈଠକ ବାତିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାଉନସିଲର ବୈଠକ ସୋମବାର ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏନଏସି ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଛତ୍ରପୁର ବିଧାୟକ ମଧ୍ୟ ବୈଠକରେ ଯୋଗ ଦେବା ପାଇଁ
Read More...