Yearly Archives

2022

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ

ନୂଆଦିଲ୍ଲୀ : କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଭାରତ ଯୋଡୋ ଯାତ୍ରା ଏବେ ୭ଟି ରାଜ୍ୟ ଅତିକ୍ରମ କରି ସାରିଲାଣି । ଏଥି ମଧ୍ୟରେ ରହିଛି
Read More...

ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମଳଛିଟା ପଡ଼ିବା ଭଳି ଅଦ୍ଭାବନୀୟ ଘଟଣାକୁ ବିତିଲା ଆଠ ଦିନ

ଆଜି ସୁଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଘଟଣାର ତଦନ୍ତ ସ୍ଥଳ ପରିଦର୍ଶନ କରିନଥିବା ଏକ ବିଡ଼ମ୍ବନାର ବିଷୟ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମଳଛିଟା ପଡ଼ିବା ଭଳି ଏକ ଅଦ୍ଭାବନୀୟ ଘଟଣା ଖୁବ ଆଲୋଡନ ସୃଷ୍ଟି କରିଛି । ଘଟଣାର ଆଠଦିନ ବିତିଗଲା,
Read More...

ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ରାସ୍ତାର ଫାସଡ ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍‌ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ରାତି ୧୨ଟାରେ ବିଶାଖାପାଟଣାରୁ ରାୟଗଡ଼
Read More...

ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ହାଇସ୍କୁଲ ଖେଳ ପଡିଆ ଠାରେ ହାଇସ୍କୁଲ ପକ୍ଷରୁ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଶିକାନ୍ତ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଇଓ ଲୋକନାତ ସୁନା, ଏବିଡିଓ ଉପେନ୍ଦ୍ର ମାଝୀ,
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୦ରୁ ଅଧିକ ଯାତ୍ରୀ ଆହତ

କୁଳିଅଣା : ୧୮ ନଂ ଜାତୀୟ ରାଜପଥର ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଛକ ନିକଟରେ ଶୁକ୍ରବାର ରାସ୍ତା କଡ଼କୁ ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌ । ଗୌରୀ ନାମକ ଏହି ଘରୋଇ ବସ୍‌ଟି ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ
Read More...

ସାରଳା ଶକ୍ତିପୀଠରେ ନାଗପୂଜା ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଗାମୀ ୧୯ ତାରିଖରେ ଢୋଲମହୁଲ ସ୍ଥିତ ସାରଳା ଶକ୍ତିପୀଠରେ ନାଗପୂଜା ପାଇଁ ପୀଠଧୀଶ ମୁରଲୀ ବାବାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟରେ ଗୁରୁବରଣ, ନାଗ ବରଣ, ପୀଠ ମଣ୍ଡଳୀ ପୂଜା, ଦେବତା ବରଣ, ସନ୍ଧ୍ୟା
Read More...

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍‌ଘାଟିତ

ଯାଜପୁର : ବୌଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୌଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୌଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ
Read More...

ନୂଆପଡାରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅଧୀନସ୍ଥ ନୂଆପଡା ଗାଁରେ ସରପଞ୍ଚ ଜ୍ୟୋସ୍ନାରାଣୀ ସାହୁଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ମୁଣ୍ଡରେ ଥିବା ହଳଦୀଗୁଣ୍ଡି ପୋଖରୀ ରାସ୍ତା ମଇଳା ଆବର୍ଜନାରେ ପୂରି ରହିଥିଲା । ଗାଁର ମହିଳା
Read More...

ପାଟଣାଗଡରେ ମିଶନ ଶକ୍ତି ଋଣମେଳା

ପାଟଣାଗଡ (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ମିଶନ ଶକ୍ତିର ଋଣମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଅନୁଷ୍ଠିତ ମେଳାରେ ପାଟଣାଗଡ ଅନ୍ତର୍ଗତ ବହୁ ଏସ୍‌ଏଚ୍‌ଜିର ସଦସ୍ୟା ଯୋଗ ଦେଇଥିଲେ । ପ୍ରଥମ ପର୍ୟ୍ୟାୟରେ ୮ଟି ଏସ୍‌ଏଚ୍‌ଜିକୁ ୧୮ ଲକ୍ଷ ଟଙ୍କା ଋଣ
Read More...

ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନକୁ ‘ଆପ୍‌’ର ସମର୍ଥନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଆଇସିଡିଏସ୍‌ ଅଫିସ ଆଗରେ ୮ ଦଫା ଦାବୀ ନେଇ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ ଜାରି ରହିଛି । ଏଥିରେ ବ୍ଲକର ସମସ୍ତ ୨୧୩ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇ କର୍ମୀ ଓ ସହାୟିକାମାନେ ସାମିଲ ହୋଇଛନ୍ତି । ଗୁରୁବାର ୨୫ତମ ଦିନରେ କଣ୍ଟାବାଞ୍ଜି
Read More...