Yearly Archives

2022

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ୪୦ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଉଦ୍‌ଘାଟକ ଭାବେ
Read More...

କୋରାପୁଟ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ : କୋରାପୁଟ ଗସ୍ତରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୀରାଖଣ୍ଡ ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ କୋରାପୁଟ ରେଳ ଷ୍ଟେସନରେ ପହଞ୍ଚିବା ପରେ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଭବ୍ୟ ସ୍ଵାଗତ କରିଛନ୍ତି । ପାରମ୍ପରିକ ନାଚ ସହ
Read More...

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଖଡଙ୍ଗ ନଦୀର ଗୁଦଗୁଦା ଠାରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଗୋପବନ୍ଧୁନଗରର ତ୍ରିନାଥ ପ୍ରଧାନ ବୋଲି ଜଣାପଡିଛିି । ସୂଚନା ଯୋଗ୍ୟ ଯେ, ବଣଭୋଜି କରିବା ପାଇଁ ସେ କାମ
Read More...

ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ଦେଖିବାକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାରେ ମୁରିବାହାଲ ବ୍ଲକ ଗଂରେଇ ହାଇସ୍କୁଲର ଶିକ୍ଷକ ତରୁଣ ପୋଢ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେ ମୁରିବାହାଲ ସ୍ଥିତ ନିଜ ଘରୁ ଶନିବାର ବାଇକ୍‌ ଯୋଗେ ସ୍କୁଲକୁ ଯାଉଥିଲେ ।
Read More...

କୋରାପୁଟର ନମିତା ଗାଇବେ ହକି ବିଶ୍ୱକପ୍‌ ପାଇଁ ଜାତୀୟ ସଙ୍ଗୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ବର୍ଷ ଜାନୁୟାରୀ ୧୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେଉଛି । ଏଥିପାଇଁ ଜାତୀୟ ସଙ୍ଗୀତ ରେକର୍ଡ କରିବେ ନମିତା ମେଲେକା । କୋରାପୁଟ ଜିଲ୍ଲାର ବନ୍ଧୁଗାଓଁ ବ୍ଲକ୍‌ ବାସିନ୍ଦା ନମିତା ଓଡ଼ିଆ, ହିନ୍ଦୀ ସହ ସ୍ଥାନୀୟ କୁଇ ଭାଷାରେ ଗୀତ ଗାଆନ୍ତି ।
Read More...

ଗମ୍ଭାରି ଗ୍ରାମରେ ପଞ୍ଚାୟତସ୍ତରୀୟ ଫୁଟବଲ ଓ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଚୟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରି ପଞ୍ଚାୟତରେ ସରପଞ୍ଚ କୁଳମଣି କୁମ୍ଭାରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତସ୍ତରୀୟ ୧୭ ବର୍ଷରୁ କମ୍‌ ଛାତ୍ରମାନଙ୍କୁ ନେଇ ଫୁଟବଲ ଓ ଖୋ ଖୋ ପ୍ରତିଯୋଗିତା ଶନିବାର ଚୟନ ପ୍ରକ୍ରିୟା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଦିବ୍ୟାଂଶୀ

ବାଲେଶ୍ୱର : ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ ୫ମାସର ହୋଇଥିବା ବେଳେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ସେ ଶରୀରର ୧୪ଟି ଅଙ୍ଗର ନାମ ସହିତ ଏଟୁ ଜେଡ୍‌ର ଅନୁରୂପ
Read More...

ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ : ଘର ଭିତରୁ ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ବାରଙ୍ଗ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ ଅଶୋକ ପ୍ରଧାନ । ସୂଚନା ଅନୁସାରେ, ନନ୍ଦନକାନନ ପଦାସାହି ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟର କାରଣ ଅସ୍ପଷ୍ଟ ରହିଛି ।
Read More...

ଭାଲୁ ଆକ୍ରମଣରେ ଅସ୍ଥାୟୀ ବନ କର୍ମଚାରୀ ଆହତ

ବାରିପଦା : ଶିମିଳିପାଳରେ ଭାଲୁ ଆକ୍ରମଣରେ ଜଣେ ଅସ୍ଥାୟୀ ବନ କର୍ମଚାରୀ ଆହାତ ହୋଇଥିବା ଜଣାପଡିଛି । ଆହତ ବନ ସୁରକ୍ଷା ସହାୟକ ଜଣକ ହେଲେ ବୁଧରାଇ ହେମ୍ବ୍ରମ୍ । ସୂଚନା ଅନୁସାରେ, ପିଠାବଟା ଗେଟ୍ ଲୁଲୁଙ୍ଗ ନିକଟସ୍ଥ ଶିଆଳିଘାଟି -ନମତି ନିକଟରେ ତିନୋଟି ଭାଲୁ ବନ କର୍ମଚାରୀଙ୍କୁ ଆକ୍ରମଣ
Read More...

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ନୂତନ ପେନସନ୍‌ ଭୁକ୍ତ ଶିକ୍ଷକ ସଂଘର ସଭାପତି ବିଶ୍ୱରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱଭଧାନରେ ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପଠାରେ ଅବସର ଗ୍ରହଣ କରିଥିବା ସଂଘର ଶିକ୍ଷକ ଧନୁର୍ଦ୍ଦର ନାୟକଙ୍କ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ
Read More...