Yearly Archives

2022

ସନ ରାଇଜ ସ୍ପୋର୍ଟସ କ୍ଲବ ତରଫରୁ ଖେଳକୁଦ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲ୍ ରୋଡ଼ଠାରେ ସନ ରାଇଜ ସ୍ପୋର୍ଟସ କ୍ଲବ ଛତ୍ରପୁର ଆନୁକୂଲ୍ୟରେ ଶନିବାର ଏକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କ ମଧ୍ୟରେ ଜୁନିୟର ଦୌଡ଼ ପ୍ରତିଯୋଗିତାରେ ଛାତ୍ରଦଳରେ କୃଷ୍ଣସ୍ୱାଇଁ ଓ
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ

ଠାକୁରଙ୍କ ରଥ ବିଜେନଗର ପରିକ୍ରମା ବେଳେ ଉଦଣ୍ଡକୀର୍ତ୍ତନରେ ଛତ୍ରପୁର ସହର ମୁଖରୀତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସତସଙ୍ଘବିହାର ପରିସରରେ ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ବିଧିବଦ୍ଧ ଭାବେ ରବିବାର ପ୍ରତ୍ୟୁଷରୁ
Read More...

କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶନିବାର ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ଗ୍ରାମର ଶ୍ରୀ ଚନ୍ଦ୍ରଶେଖର
Read More...

ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’ରେ ସମ୍ବର୍ଦ୍ଧିତ

ଢେଙ୍କାନାଳ : ସାଂସ୍କୃତିକ ଅନୁଷ୍ଠାନ 'ଦେବାଂଶୀ ଡ୍ୟାନ୍ସ ଏକାଡେମୀ' ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି 'ସପ୍ତଶଯ୍ୟା ମହୋତ୍ସବ' । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ, ରାଣୀ ସାବିତ୍ରୀ ଦେବୀ ଅତିଥି ଭାବେ ଯୋଗଦେଇ ଏହାକୁ
Read More...

ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି
Read More...

ଡାକ୍ତରଖାନା ଆଗରେ ନିର୍ମିତ୍ତ ଉଠା ଦୋକାନ ଗୃହକୁ ଉଦ୍‌ଘାଟନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ, (କେପିଏନ୍‌ଏସ୍‌) : ଉପଖଣ୍ଡ ଡାକ୍ତରଖାନା ଗେଟ୍‌ ଆଗରେ ଥିବା ଉଠା ଦୋକାନୀମାନଙ୍କ ଥଇଥାନ ପାଇଁ ନିର୍ମିତ୍ତ ଉଠା ଦୋକାନ ଗୃହକୁ ପାଟଣାଗଡ ବିଧାୟକ ସରୋଜ ମେହେର ଉଦ୍‌ଘାଟନ କରିଥିଲେ । ଏଥିରେ ପାଟଣାଗଡ ଏନ୍‌ଏସିର ଅଧ୍ୟକ୍ଷା ମାନସୀ ବିଶ୍ୱାଲ, ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର,
Read More...

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମ କରଣବନ୍ଧ ସାହି ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଡାବରଚୁଆ ଗ୍ରାମର ସୁକୁଟା ସର୍ଦ୍ଦାର(୩୭) ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ କରଣବନ୍ଧ ସାହି ନିକଟରେ
Read More...

ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସର ଚଢାଉ

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୋରିଆଁ ଅଞ୍ଚଳର ଏକ ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସ ସେଠାରେ ଅତର୍କିତ ଚଢ଼ଉ କରି ୪ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାରର ମଙ୍ଗୁଳିଆ
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ ଘୁରି ବୁଲୁଛି । ଗୋବିନ୍ଦ ସାହୁକୁ ଉଦ୍ଧାର କରାଯାଇ ଡାକ୍ତରଖାନା ନେବା ବେଳେ ସେ ବଂଚିଥିଲା ଓ ତାର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା ବୋଲି
Read More...

ପ୍ରଥମ କରି ବଲାଙ୍ଗିର ସହରରେ ଆରମ୍ଭ ହେଲା ଓପନ୍‌ ଜୁମ୍ବା : ଯୋଗ ଦେଲେ ଶତାଧିକ ଯୁବପିଢି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରଥମ କରି ବିଙ୍ଗ ଷ୍ଟ୍ରଙ୍ଗ ଫିଟ୍‌ନେସ କ୍ଲବ ପକ୍ଷରୁ ସ୍ଥାନୀୟ ଜୋଗର୍ସ ପାର୍କରେ ଓପନ ଜୁମ୍ବା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଓପନ ଜୁମ୍ବାରେ ସହରର ଶତାଧିକ ଯୁବପିଢି ସାମିଲ ହୋଇଥିଲେ । ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ୍‌ର ପରିଚାଳକ ଶୁଭମ
Read More...