Yearly Archives

2022

ରାଜପୁତ ସମାଜର ଚେରି ଟେବୁଲ ଟ୍ରଷ୍ଟ ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଡୋଶୀ ଗାଇସିଲେଟ ବ୍ଲକ ଜାମୁଟବାହାଲ ଗ୍ରାମର ପୂର୍ଣ୍ଣନନ୍ଦ ଠାକୁରଙ୍କ ଆବାହକତ୍ୱରେ ପଦ୍ମପୁର ଉପଖଣ୍ଡସ୍ତରୀୟ ରାଜପୁତ ସମାଜର ଏକ ବୈଠକ ନୃସିଂହନାଥରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ଶ୍ରୀ ଠାକୁର ସଭାପତିତ୍ୱ କରିଥିଲେ । ରାଜପୁତ ସମାଜର ସାମୁହିକ
Read More...

ଜଲିଆ ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀଙ୍କ ଜଳ ସତ୍ୟାଗ୍ରହ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଜଲିଆ ଗାଁରେ ଥିବା ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀମାନେ ଜଳ ସତ୍ୟାଗ୍ରହ କରିଛନ୍ତି । ସୋମବାର ଶିପୁନ ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପ୍ରଥମେ ଏକ ଶୋଭାଯାତ୍ରରେ ଆସି ଓସ୍ତାଲି ଡ୍ୟାମ ନିକଟରେ
Read More...

ପଦ୍ମପୁର ଉପନିର୍ବାଚନ : ନାମାଙ୍କନ ପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ, ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ଭରିଲେନି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନକୁ ନେଇ ଉଠୁଛି ପଡୁଛି ଅଞ୍ଚଳ । ଆଜି ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦଳ ବଳ ସହିତ ଠାଟ ପଟୁଆରରେ ଦୋରା ପେଟ୍ରୋଲ ପମ୍ପ ପଡିଆରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।
Read More...

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ୪ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି କରାଇ ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ନେଇ ଠକେଇ କରିବା ସହ ଧମକଚମକ ଦେବା ଅଭିଯୋଗରେ ବଲାଙ୍ଗିର ଟାଉନ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ଛତ୍ରିଆ(୩୩),
Read More...

ତାଲୁକ ଆଇନ ସେବା ପକ୍ଷରୁ ଶିଶୁ ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ତାଲୁକ ଆଇନ ସେବା ସହାୟତା ସମିତିର ଅଧ୍ୟକ୍ଷତାରେ ସ୍ଥାନୀୟ ରମାଇଁ ହାଇସ୍କୁଲ ଠାରେ ଶିଶୁ ଦିବସ ଅବସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ସିଭିଲଜଜ୍ ଅରୁଣ କୁମାର ପଟ୍ଟନାୟକ,
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଓ ଶିଶୁ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି ।
Read More...

ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବରେ ଘୋଷଣା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସଞ୍ଚୟ ପକ୍ଷ-୨୦୨୨ର ଅନ୍ତିମ ଦିନରେ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ବା ସଂମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମ ଭାବରେ ଘୋଷଣା କରାଯାଇଛି । ଗ୍ରାମରେ ଥିବା ଜନ୍ମରୁ ୧୦ ବର୍ଷ ପର୍ଯ୍ୟନ୍ତ ବୟସର ସମସ୍ତ ୧୧୬ ଜଣ କନ୍ୟା
Read More...

ଡୁମ୍ବେରବାହାଲ ସ୍କୁଲରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଶିଶୁ ହେଉଛି ଭବିଷ୍ୟତର ନାଗରିକ । ତେଣୁ ଶିଶୁର ଉନ୍ନତି ହେଲେ ଦେଶର ଉନ୍ନତି ହେବ ଓ ଶିକ୍ଷାର ଉନ୍ନତି ହେଲେ ଶିଶୁମାନଙ୍କ ଉନ୍ନତି ହେବ ବୋଲି ଡୁମ୍ବେରବାହାଲ ସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ପାଳନ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
Read More...

୧୦ତମ ମାଣବସା ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗ୍ରାମର ପ୍ରହରୀ ମଣ୍ଡପ ଠାରେ ଆଜି ମାଣବସା ଲକ୍ଷ୍ମୀ ପୂଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶଙ୍କର ନାଗଙ୍କ ସଭାପତିତ୍ୱରେ
Read More...

୫୬ତମ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ଅନ୍ତର୍ଗତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁଦିବସ ଅବସରରେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ
Read More...