Yearly Archives

2022

ଉତ୍ତରାଖଣ୍ଡରେ ଓଲଟିଲା ସ୍କୁଲ ବସ୍‌ : ୨ ଛାତ୍ରୀ ମୃତ, ଅନେକ ଆହତ

ସିତାରଗଞ୍ଜ : ଉତ୍ତରାଖଣ୍ଡର ସିତାରଗଞ୍ଜରେ ଏକ ସ୍କୁଲ ବସ୍ ଓଲଟିବା କାରଣରୁ ୨ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଅନେକ ଆହତ ହୋଇଛନ୍ତି । ଯେଉଁ ସମୟରେ ଦୁର୍ଘଟଣା ହୋଇଥିଲା ସେତେବେଳେ ବସ୍‌ରେ ୫୧ ଜଣ ଛାତ୍ରୀ ଓ ୭ ଜଣ ସ୍କୁଲ କର୍ମଚାରୀ ଥିଲେ । ପୋଲିସର ତଦନ୍ତ ଅନୁସାରେ, ବସ୍‌
Read More...

ଅଟୋ ଓଲଟି ୩ ଗୁରୁତର

କୋକସରା : କୋକସରା ବ୍ଲକ କାଉଡୋଳାରୁ ଲଡୁଗାଁ ରାସ୍ତାର କୁସୁମଖୁଣ୍ଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ହୋଇ ଏଥିରେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସମସ୍ତେ ଏକ ଦଶାହ କାର୍ଯ୍ୟକୁ ଜୟପାଟଣା ବ୍ଲକ ଧନସୁଲି ଗ୍ରାମକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର
Read More...

ବାଉଁଶଡିହା ସମିତିରେ ୬୯ତମ ସେବା ସମବାୟ ଦିବସ ପାଳିତ

ଭୋଗରାଇ : ଭୋଗରାଇ ବ୍ଲକ ଅନ୍ତର୍ଗତ ବାଉଁଶଡିହା ସମବାୟ ସମିତି ପକ୍ଷରୁ ୬୯ତମ ସେବା ସମବାୟ ଦିବସ ପାଳିତ ହୋଇଯାଇଛି । ସମିତି ପରିସରରେ ପରିଚାଳନା ପରିଷଦର ଉପସଭାପତି ଗଣେଷ ଚନ୍ଦ୍ର ଖଟୁଆ ସମବାୟ ପତାକା ଉତ୍ତୋଳନ କରିଥିଲେ । ସମିତିର ପରିଚାଳନା ପରିଷଦ ସଦସ୍ୟ ଅମରେଶ ଚନ୍ଦ୍ର ଦାସ, ଅଜିତ କୁମାର
Read More...

ବ୍ରାଉନସୁଗାର ଜବତ : ୫ ଗିରଫ

ଖୋର୍ଦ୍ଧା : ଟାଉନ ଥାନା ପୋଲିସ ସୋମବାର ପାନ ବରଜ ନିକଟରେ ଅବସ୍ଥିତ ଏକ ଘରୋଇ ସ୍କୁଲ ନିକଟରୁ ୫ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଓ ଦୁଇ ବାଇକ୍ ଜବତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଥାନା
Read More...

ଭର୍ଜିନିଆ ବିଶ୍ୱ ବିଦ୍ୟାଳୟ ପରିସରରେ ଗୁଳିକାଣ୍ଡ, ୩ ମୃତ ଅଭିଯୁକ୍ତ ଗିରଫ

ନ୍ୟୁୟର୍କ : ଆମେରିକାର ଭର୍ଜିନିଆ ବିଶ୍ୱ ବିଦ୍ୟାଳୟ ପରିସରରେ ରବିବାର ରାତିରେ ଗୁଳିକାଣ୍ଡ ହୋଇଛି । ଏହି ସମୟରେ ଭର୍ଜିନିଆ ବିଶ୍ୱ ବଦ୍ୟାଳୟ ଫୁଟବଲ ଟିମ୍‌ର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପୋଲିସ ପକ୍ଷରୁ ଏହି ସୂଚନା
Read More...

ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେବ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଅନୁଷ୍ଠିତ ହେବାକୁ ଯାଉଛି । ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ । ଏଥିରେ କଳା, ଚଳଚ୍ଚିତ୍ର
Read More...

ଭୁବନେଶ୍ୱରରେ ଆୟୋଜିତ ହେବ ଜନଜାତୀୟ ଗୌରବ ଦିବସ

• ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ
Read More...

ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ…

ପେଟ୍ରୋଲ / ଡିଜେଲ କାରକୁ ବୈଦ୍ୟୁତିକ କାରରେ ବଦଳାଇବା ଦ୍ୱାରା ଅଙ୍ଗାରକ ର୍ନିଗମନ ହ୍ରାସ ପାଇବ : ଡକ୍ଟର ଏଲ ମୁରୁଗାନ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗାନ ଆଜି ପିଆଇବିର ବୈଦ୍ୟୁତିକ କାର୍
Read More...

ଗୌରବ ଦ୍ୱିବେଦୀ ପ୍ରସାର ଭାରତୀର ନୂତନ ସିଇଓ

ନୂଆଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପତି ଚୟନ କମିଟିର ସୁପାରିଶ୍ କ୍ରମେ ଗୌରବ ଦ୍ୱିବେଦୀଙ୍କୁ ଦାୟିତ୍ୱ ଗ୍ରହଣ କରିବା ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରସାର ଭାରତୀର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଭାବରେ ନିଯୁକ୍ତ କରିଛନ୍ତି ।ଶ୍ରୀ ଦ୍ୱିବେଦୀ ଭାରତୀୟ ପ୍ରଶାସନିକ
Read More...

ଶିଶୁ ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି

ରାଷ୍ଟ୍ରପତି ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ପରାମର୍ଶ ଦେଇଛନ୍ତି; ଆଜିର ସ୍ୱପ୍ନ ଆସନ୍ତାକାଲି ବାସ୍ତବତାରେ ପରିଣତ ହେବ ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତକାଲି ରାଷ୍ଟ୍ରପତି ଭବନ କଲ୍ଚରାଲ୍ ସେଣ୍ଟର (ଆରବସିସି)ରେ ରାଷ୍ଟ୍ରପତି ଶ୍ରୀମତୀ
Read More...