ସାଗରପାଲି କେଜିବିଭିରେ ଶିଶୁ ଦିବସ ପାଳିତ
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ସାଗରପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ମମତାରାଣୀ ମିଶ୍ର ଉଦ୍ବୋଧନ ଦେଇ ସ୍କୁଲର ୧୦୬ ଜଣ ଛାତ୍ର ଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ପାଣି ବୋତଲ!-->…
Read More...
Read More...