ନଟରାଜ କଳାପରିଷଦର ରଜତ ଜୟନ୍ତୀ ସମାରୋହ ନଭେମ୍ବର ୧୮,୧୯ ଓ ୨୦ରେ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳାପରିଷଦ ସବୁବେଳେ କୋଶଳାଞ୍ଚଳ (ପଶ୍ଚିମ ଓଡିଶା)ର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଧାନ୍ୟ ଦେଇଆସିଛି ଓ ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରିବାର ଅଦମ୍ୟ ପ୍ରୟାସ ଜାରି!-->…
Read More...
Read More...