Yearly Archives

2022

ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ ମାହେଶ୍ୱରୀ ସଙ୍ଗଠନ ତରଫରୁ ସାମ୍ବାଦିକମାନଙ୍କୁ କଲମ ଓ ପୁଷ୍ପ ଦେଇ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଷମ ପରିସ୍ଥିତିରେ ଅନବରତ ସମାଜ ପାଇଁ କାମ କରୁଥିବା ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ଭାଇ ଭଉଣୀମାନଙ୍କ ପାଇଁ ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ ମାହେଶ୍ୱରୀ ସଙ୍ଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ସାମ୍ବାଦିକ ଭାଇ ଭଉଣୀମାନଙ୍କୁ କଲମ ଓ ପୁଷ୍ପ ଦେଇ ସମ୍ବର୍ଦ୍ଧିତ
Read More...

ଡିସେମ୍ବର ୧ରେ ଆନୁଷ୍ଠାନିକ ଭାବରେ ଭାରତ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ : ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜି -୨୦…

ଇଣ୍ଡୋନେସିଆ : ଡିସେମ୍ବର ୧ରୁ ଭାରତ ଆନୁଷ୍ଠାନିକ ଭାବରେ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ବାଲି ଶିଖର ସମ୍ମିଳନୀ ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ ଅଧ୍ୟକ୍ଷତାକୁ ଭାରତକୁ ହସ୍ତାନ୍ତର କରିଥିଲେ । ଜି -୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ,
Read More...

ବଲାଙ୍ଗିର ଷ୍ଟେଟ ୟୁନିୟନ ଅଫ୍‌ ଜର୍ନାଲିଷ୍ଟ ପକ୍ଷରୁ ପ୍ରେସ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସାମ୍ବାଦିକ ୟୁନିୟନ (ଏସ୍‌ୟୁଜେ) ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଆଜି ସକାଳେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦେଶ ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ହୋଇଥିଲା । ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର
Read More...

ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକାଛିଡା ଗ୍ରାମ ପଞ୍ଚାୟତ ସ୍ଥିତ ଖଲ୍ଲିକାନୀ ଗ୍ରାମର ପ୍ରସ୍ତାବିତ ବିର୍ସାମୁଣ୍ଡା କ୍ଲବ ପ୍ରାଙ୍ଗଣରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ବୀର ବିର୍ସାମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା
Read More...

ଜୟଦେବ କଳା ସଂସଦ ବଲାଙ୍ଗିର ତରଫରୁ ଭଜନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତ ଅନ୍ତର୍ଗତ ଖପରା ଡୁଙ୍ଗୁରୀ ସ୍ଥିତ ସପ୍ତଋଷି ସାଧନ ପୀଠରେ ଜୟଦେବ କଳା ସଂସଦ ବଲାଙ୍ଗିର ତରଫରୁ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ପର୍ବତ ଗହ୍ୱରରେ ସପ୍ତଋଷିଙ୍କର ତପସ୍ୟା ସମୟର ମୂର୍ତ୍ତି ପଥର ଚଟାଣରେ ଖୋଦି ହୋଇ ରହିଛି
Read More...

ରାଜ୍ୟସଭା ସାଂସଦଙ୍କ ବିଭିନ୍ନ ବିଭାଗର ପ୍ରତିନିଧି ନିଯୁକ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରତିନିଧିଙ୍କୁ ଆଜି ନିଯୁକ୍ତ କରାଯାଇଛି । ପରେ ବିଭିନ୍ନ ବିଭାଗର ପ୍ରତିନିଧି ମାନେ ଆଜି ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ
Read More...

ସାମ୍ବାଦିକ ସଂଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସାମ୍ବାଦିକ ସଂଘ ଦ୍ୱାରା ବୁଧବାର ଦିନ ସ୍ଥାନୀୟ ପୂର୍ତ ବିଭାଗ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ବିମଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ
Read More...

ବେଲପଡ଼ାର ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡ଼ା ନଷ୍ଟ

ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ପାଟଣାଗଡ଼, (କେପିଏନ୍‌ଏସ୍‌) : ବେଲପଡା ସ୍ଥାନୀୟ ଆଇଆଇଟି ନିକଟରେ ଥିବା ସମ୍ବଲପୁରୀ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ କପଡା ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ଚନ୍ଦ୍ରଶେଖର ମେହେରଙ୍କ ଷ୍ଟଲରେ ଦୀର୍ଘ ୪ ବର୍ଷ ଧରି
Read More...

ନାସାର ‘ନ୍ୟୁ ମୁନ୍‌ ରକେଟ୍’ ଚନ୍ଦ୍ରପୃଷ୍ଠ ପାଇଁ ଉଡ଼ାଣ ଭରିଲା, ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରରେ ଅବତରଣ…

ନ୍ୟୁୟର୍କ : ଆମେରିକାର ସ୍ପେସ୍ ଏଜେନ୍ସି ନାସା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଚନ୍ଦ୍ରକୁ ପ୍ରଥମ ମିଶନ ସଫଳତାର ସହ ଆରମ୍ଭ କରିଛି । ମିଶନ ଆରମ୍ଭ ହେବା ପୂର୍ବରୁ ଯଦିଓ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କିନ୍ତୁ ଶେଷରେ ସବୁକିଛି ଠିକ୍ଠାକ୍‌ରେ ସଂପନ୍ନ ହୋଇଛି ବୋଲି କୁହାଯାଇଛି ।
Read More...

ବଲାଙ୍ଗିରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ : ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ମତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ ମତ ରଖିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାଂବାଦିକ
Read More...