Yearly Archives

2022

ଗୃହପାଳିତ କୁକୁର ପାଇଁ ବିଏମ୍‌ସି ପକ୍ଷରୁ କଟକଣା ଜାରୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଷା କୁକୁରକୁ ନେଇ ରାଜଧାନୀରେ ତୁମୁଳକାଣ୍ଡ ହେବା ପରେ ଆକ୍ସନ ମୋଡରେ ବିଏମସି । ଏଣିକି ଗୃହପାଳିତ ପଶୁ ରଖିବାକୁ ହେଲେ ବିଏମସିରୁ ନେବାକୁ ପଡିବ ଅନୁମତି । ବିଏମସିରେ କରିବାକୁ ପଡିବ ପଞ୍ଜିକରଣ । ଆସନ୍ତା ସପ୍ତାହ ସୁଦ୍ଧା ଆସିବ ନୂଆ ଗାଇଡଲାଇନ ।
Read More...

ଦେଶରେ ରବି ଋତୁର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଏବଂ…

ନୂଆଦିଲ୍ଲୀ, (ପିଆଇବି) : କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ତାମିଲନାଡ଼ୁର ତ୍ରିଚି ଏବଂ ରାଜସ୍ଥାନରେ ସାର ଅଭାବ ଦେଖା ଦେଇଛି । ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହା ସ୍ପଷ୍ଟ କରାଯାଉଛି ଯେ ଦେଶରେ ରବି ଋତୁ ୨୦୨୨-୨୩ ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାର ପର୍ଯ୍ୟାପ୍ତ ମାତ୍ରାରେ
Read More...

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋ ଓ ଇନ-ସ୍ପେସକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ- ସବଓର୍ବିଟାଲର ସଫଳ ପ୍ରକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଇନ-ସ୍ପେସକୁ ଅଭିନନ୍ଦନ ଜଣାଇଛନ୍ତି ।ଏକାଧିକ ଟୁଇଟ୍ ଜରିଆରେ
Read More...

୫୩ତମ ଆଇଏଫଏଫଆଇ ସମସ୍ତ ପ୍ରତିନିଧିଙ୍କୁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ : ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି । ଏସିଆର ଅନ୍ୟତମ ପୁରାତନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜକ ତଥା ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
Read More...

ଭଙ୍ଗାହେଲା ବ୍ରହ୍ମପୁରର ଐତିହାସିକ ଗିରି ମାର୍କେଟ କୋଠା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗତକାଲି ଉଚ୍ଛେଦ ଆରମ୍ଭ ହୋଇ ଭଙ୍ଗାହେଲା ବ୍ରହ୍ମପୁରର ଐତିହାସିକ ଗିରି ମାର୍କେଟ କୋଠା । ମାଟିରେ ଲୀନ ହୋଇଗଲା ପୁରୁଣା ଇତିହାସ । ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ସହରର ଏକ ଜଣାଶୁଣା ନାମ ଭାବେ ପରିଚିତ ଥିବା ଗିରି
Read More...

ବହୁ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉପନିର୍ବାଚନ ପାଇଁ ଉୁଠୁଛି ପଡୁଛି ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଏହା ସହିତ ଦଳ ଦିଆଁ ଖେଳ ବି ଜାରି ରହିଛି । ତେବେ ଏହାରି ଭିତରେ ପଦ୍ମପୁର କଂଗ୍ରେସର ଟାଣୁଆ ନେତା ସଭାପତି ଚମ୍ପକ ପୁରୋହିତଙ୍କ ସହ କଂଗ୍ରେସର ଶତାଧିକ କର୍ମୀ ବିଧିବଦ୍ଧ ଭାବେ ରାଜ୍ୟ
Read More...

ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଫୋରମ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ରାଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଫୋରମ୍‌ କମିଟି ଭେଟିଛନ୍ତି । ରାଜ୍ୟ
Read More...

ମାନସିକ ରୋଗୀଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମିଶନ ଆଶ୍ରାରେ ଥାଇଥାନ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ସିଆଲବନ୍ଧ ଓ ଦମକିପାଲି ଗ୍ରାମର ଦୁଇ ଜଣ ମାନସିକ ରୋଗୀଙ୍କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଉଦ୍ୟମ ଦ୍ୱାରା ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ମିଶନ ଆଶ୍ରାରେ ଥାଇଥାନ ସହିତ ଉତ୍ତମ ଚିକିତ୍ସାର
Read More...

ଛତ୍ରପୁରର ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁସିଲିକାଣ୍ଟି ସାହିରେ ଚାଲୁଥିବା ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀ(୫୧)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି । ସେ ଜଣେ ସଫଳ କୋଚିଂ ସେଣ୍ଟର ସାର, ତାଙ୍କର ଏହି ଅଞ୍ଚଳରେ ଭଲ ସୁନାମ ରହିଛି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଟିଆଗୁଡାର ନିର୍ମାଣାଧିନ ବିଜୁଏକ୍ସପ୍ରେସ ରାସ୍ତାରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ଗୋର୍ଲା ଗ୍ରାମ
Read More...