Yearly Archives

2022

ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଗୁପ୍ତେଶ୍ୱର ମାଝୀ

ଭବାନୀପାଟଣା, (ପି.କେ.ସାହୁ) : ଭବାନୀପାଟଣା ବ୍ଲକ ଗଣ୍ଡବାରାଝୋଲା ଗାଁର ଭଗବାନ ମାଝୀ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସ୍ୱାବଳମ୍ବି ହୋଇ ନିଜର ସ୍ତ୍ରୀ ଉଲ୍ଲାସ ମାଝୀ ଓ ଦୁଇ ପୁଅଙ୍କ ସହ ବେଶ ହସ ଖୁସିରେ ପରିବାର ସହ ରହୁଥିଲେ । ସେ ନିଜେ ନିଜ ଚାଷ ଜମିରେ ଚାଷ କରି ପରିବାର ପ୍ରତିପୋଷଣ
Read More...

ଲଖମରାରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲଖମରା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ନଲିନୀ ବେହେରା ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଜନାର୍ଦ୍ଦନ ସାହା ସ୍ୱାଗତ ଏବଂ ପରିଚୟ ପ୍ରଦାନ କରିଥିଲେ । ଏଥିରେ
Read More...

କସ୍ତୁରୀର ସାଂସ୍କୃତିକ ମହୋତ୍ସବ- ୨୦୨୨ ପାଇଁ ପ୍ରସ୍ତୁତି

ସମ୍ମାନିତ ହେବେ ଲାଲା ବିରେନ ରାୟ ଓ ଅଶୋକ କର ରାଉରକେଲା, (ସସ୍ମିତା ପ୍ରଧାନ) : ଆଗାମୀ ଦିନରେ ରାଉରକେଲାରେ ହେବାକୁ ଥିବା ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ଦୁଇ ରାଜ୍ୟସ୍ତରୀୟ ନାଟ୍ୟ ପ୍ରତିଭା ଲାଲା ବିରେନ ପ୍ରସାଦ ରାୟ ଓ ଅଶୋକ କୁମାର କର । ସାଂସ୍କୃତିକ ମହୋତ୍ସବ ପାଇଁ
Read More...

ଉତ୍ତରପ୍ରଦେଶର ବାରଣାସୀ ଠାରେ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

• “ସମଗ୍ର ଭାରତକୁ ଆଲିଙ୍ଗନ କରି କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହୋଇଥିବା ବେଳେ ତାମିଲନାଡୁ ଏବଂ ତାମିଲ ସଂସ୍କୃତି ହେଉଛି ଭାରତର ପ୍ରାଚୀନତା ଏବଂ ଗୌରବର କେନ୍ଦ୍ର”• “କାଶୀ ଏବଂ ତାମିଲନାଡୁ ଆମର ସଂସ୍କୃତି ଏବଂ ସଭ୍ୟତାର କାଳଜୟୀ କେନ୍ଦ୍ର”• “ଅମୃତ କାଳରେ ଆମର ସଂକଳ୍ପ ସମଗ୍ର ଦେଶର
Read More...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କଟକ ଶାଖା ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

• ଶିବିରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କଲେ ୧୦୦ରୁ ଅଧିକ ପେନସନଭୋଗୀ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ
Read More...

କାଏଁଯେ ବକ୍ ବକ୍ ତୁଇ

ଦିଲିପ କୁମାର ମିଶ୍ର କାଏଁଯେ ବକ୍ ବକ୍ ହଉଛୁ ତୁଇତୁଇ କେନ୍‌ ଖେତର୍‌ ଢେଲ୍ପବନ୍ ଟିକ୍‌କ' ଅଟ୍‌କି ଗଲେସବୁ ଗଣିତ୍‌ ଫେଲ୍ । କାଏଁଯେ ବକ୍ ବକ୍ ହଉଛୁ ତୁଇକେତେ ରଖିଛୁ ଯେ ଧନ୍‌ଯାହା ବି ରଖିଛୁ ସର୍‌ବା ଦିନେତେହେଁରୁ ଜାନ୍‌ବା ମନ୍ । କାଏଁଯେ ବକ୍ ବକ୍ ହଉଛୁ ତୁଇପଢ଼ିଛେଁ ବଲି ଗା'
Read More...

ପ୍ରକଳ୍ପ ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକଟରେ ପ୍ରବାହିତ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ପ୍ରକଳ୍ପ ଶୁକ୍ରବାର ଦିନ ବିଭାଗୀୟ ଅଧିକାରୀମାନେ ପରିଦର୍ଶନ କରିଛନ୍ତି । କ୍ୱାଲିଟି ଇନ୍‌ସୁରେନସ୍‌ ଚିଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା,
Read More...

କୋଚିଂ ପ୍ରତିଷ୍ଠାନ ଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାର ଆଣିବେ ଅଂବ୍ରେଲା ଆକ୍ଟ

ଜୟପୁର : ରାଜସ୍ଥାନରେ ଚାଲିଥିବା କୋଚିଂ ପ୍ରତିଷ୍ଠାନଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ସରକାର ଖୁବ୍ ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି । କୋଚିଂ ପ୍ରତିଷ୍ଠାନଗୁଡ଼ିକ ଉପରେ ଲଗାତାର ଅଭିଯୋଗ ଏବଂ ଫି' ଆଦାୟ ଉପରେ ଅଭିଯୋଗ ପରେ ସରକାର ଏହି ଆକ୍ଟ ଆଣିବାକୁ କାର୍ଯ୍ୟ କରୁଛନ୍ତି
Read More...

ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ : ତଦନ୍ତ ଆରମ୍ଭ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି । ଫଟୋ ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକରେ ଅପଲୋଡ କରିଛନ୍ତି ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି । ଏହି ପୋଷ୍ଟରେ
Read More...

ଠିକାଦାରପଡା ତୁଳସୀ ରାମାୟଣ ପାରାୟଣରେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠିକାଦାରପଡା ଠାରେ ଗତ ୯ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ତୁଳସୀ ରାମାୟଣ ପାରାୟଣରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଗତକାଲି ଅଷ୍ଟମ ଦିନରେ ଯୋଗ ଦେଇଛନ୍ତି । ସେ ଏଠାରେ ପୂଜା ପାଉଥିବା ପ୍ରଭୁଙ୍କ
Read More...