Yearly Archives

2022

ଦେବଦୀପାବଳି ନୀତି ଆରମ୍ଭ : ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି
Read More...

ମହତାବ ଜୟନ୍ତୀ ଅବସରରେ ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର

ଡ. ମହତାବ ଥିଲେ ଓଡିଶାର ଉଜ୍ୱଳ ଜ୍ୟୋତି ସ୍ୱରୂପ ମାଗଦର୍ଶକ ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଥିଲେ ଓଡିଶାର ଉଜ୍ୱଳ ଜ୍ୟୋତି ସ୍ୱରୂପ ମାଗଦର୍ଶକ । ସେ ଥିଲେ ଭୂମି ଓ ଭୂମାପୁତ୍ର । ଆଧୁନିକ ଓଡିଶାର ନବନିର୍ମାତା ବୋଲି ଆଲୋଚକମାନେ ମତ ପ୍ରକାଶ
Read More...

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

କୋରାପୁଟ : କୋରାପୁଟ ମାଟିରୁ ଭାରତ ଛାଡ ଆନ୍ଦୋଳନର ନେତୃତ୍ଵ ନେଇଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅବଦୁଲ ଏମ୍‌ ଅଖତର, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ, ପିଏ ଆଇଟିଡିଏ କାରୁ ସୋରେନ, ଜିଲ୍ଲା ସଂସ୍କୃତି ଅଧିକାରି ପ୍ରିତିଶୁଧା
Read More...

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା

ନାଟ ମଣ୍ଡପରେ ହୋଇଥିଲା ଫାଟ ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା । ଶ୍ରୀଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ୪ଟି ବିମ୍‌ରୁ ଗୋଟିଏ ବିମ୍ ଓ ୩ଟି କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ତାହାକୁ ୨ ମାସ ମଧ୍ୟରେ ସାରିବା ପାଇଁ
Read More...

ସିପିଆଇ (ଏମଏଲ)ର ମଣ୍ଡଳସ୍ତରୀୟ ସାଙ୍ଗଠନିକ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ବିଜୟ ମଣ୍ଡପ ଠାରେ ସିପିଆଇ(ଏମଏଲ)ର ଡେଲାଙ୍ଗ ବ୍ଲକସ୍ତରୀୟ ସାଙ୍ଗଠନିକ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଲଢୁଆ ନେତା କିଷାନ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି
Read More...

ଡିସେମ୍ବର ୧୨ରୁ ୧୬ ରଘୁନାଥ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଦେଉଳା ପଞ୍ଚାୟତ ଅନ୍ତର୍ଗତ ସରସ୍ଵତୀପୁର ରଘୁନାଥ ନୋଡାଲ ଏକାଡେମୀକୁ ୫୦ ବର୍ଷ ପୁରିଛି । ଏହି ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବିଶେଷ ପ୍ରସ୍ତୁତି ନିଆଯାଇଛି । ଆସନ୍ତା ଡିସେମ୍ବର ୧୨ ତାରିଖ ଠାରୁ ଏହି ସୂବର୍ଣ୍ଣ
Read More...

ଫେବୃଆରୀରେ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା, ୩୪ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଫେବୃଆରୀରେ ହୋଇପାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା । ଏନେଇ ସିବିଏସ୍‌ଇ ପକ୍ଷରୁ ପ୍ରସ୍ତୁତ କରାଯାଉଛି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଖୁବ୍‌ଶୀଘ୍ର ସିବିଏସ୍‌ଇ ପକ୍ଷରୁ ପରୀକ୍ଷା
Read More...

୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ନୀଳଗିରି : ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ନିକଟରେ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପଞ୍ଚଲିଙ୍ଗେଶ୍ୱର ବସଷ୍ଟାଣ୍ଡ ନିକଟ ସନାତନ ସିଂଙ୍କ ରୋଷେଇ ଘରେ ଅହିରାଜଟି ଶୋଇଥିଲା । ତାଙ୍କ ସ୍ତ୍ରୀ ରୋଷେଇ କରିବାକୁ ଗଲା ବେଳେ ଦେଖିବାକୁ ପାଇଥିଲେ । ଏନେଇ
Read More...

୧୯ତମ ବରଗଡ ପୁସ୍ତକ ମେଳା : ଜନବାଦୀ ସାହିତ୍ୟ ଆଲୋଚନାରେ କମ୍ପିଲା ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ

ବରଗଡ, (କେପିଏନ୍‌ଏସ୍‌) : ୧୯ତମ ବରଗଡ ପୁସ୍ତକ ମେଳା ଗତ ୨୦ ତାରିଖରୁ ସ୍ଥାନୀୟ ଜଜ୍‌ ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଥିବା ବେଳେ ‘କୋଶଲୀ - ସମ୍ବଲପୁରୀ ଭାଷାରେ ଜନବାଦୀ ସାହିତ୍ୟ’ ଆଲୋଚନାରେ କମ୍ପିଛି ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ । ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ଏହି ସଭାରେ
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଂଚଳର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ନିମନ୍ତ୍ରିତ ଅତିଥି ଭାବରେ
Read More...