ବଲାଙ୍ଗିର କରକଚିଆ ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା : ୧ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଗ୍ରାମର ଗୌର ବାଗ(୫୫) ନିଜ ଘର ସରଗାଡରୁ ବାହାରି ଲୋଇସିଂହା ଯାଉଥିବା ବେଳେ କରକଚିଆ ଛକ ଠାରେ ସାମ୍ନା ପଟରୁ ଆସୁଥିବା ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୌର ବାଗଙ୍କ ଗୋଡ!-->…
Read More...
Read More...