Yearly Archives

2022

ପୋଲ ତଳକୁ ବାଇକ ଖସି ଦୁଇ ଯୁବକ ଗୁରୁତର

ନୀଳଗିରି : ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ରାଜ୍ୟପଥ ଗୋହିରା ନିକଟ କମଳାନଦୀ ପୋଲ ତଳକୁ ବାଇକ ଖସି ଦୁଇ ଯୁବକ ଗୁରୁତର ହୋଇଥିବା ଖବର ମିଳିଛି । ଯୁବକମାନେ ବାଲେଶ୍ଵର ସାରଗାଁ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁସାରେ କପ୍ତିପଦା ଆଡୁ ଦୁଇ ଜଣ ଯୁବକ ନୀଳଗିରି ଆଡକୁ ଦୃତ ଗତିରେ ଆସୁଥିଲେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର, ଭୁବନେଶ୍ୱର ଶାଖା ଉଦ୍‍ଘାଟିତ

ଏକ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ କ୍ଷମତାସମ୍ପର୍ଣ୍ଣ ଏହି ଡେଭେଲପମେଣ୍ଟ ସେଣ୍ଟର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ସମଗ୍ର ଭାରତବର୍ଷରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‍ କରିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଇ.ଟି. ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ
Read More...

ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ଘରୋଇ ବସ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ, ଫୁଲବାଣୀ, ଦଶପଲ୍ଲା ଓ ଆଠମଲ୍ଲିକର ଘରୋଇ ବସ ମାଲିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଫୁଲବାଣୀର ସଭାପତି ଟୁଲୁ ପଟ୍ଟନାୟକ, ବୌଦ୍ଧର ସେକ ସମିମୁଲ୍ଲାଙ୍କ ସମେତ ପ୍ରାୟ ତିରିଶ
Read More...

ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଅଞ୍ଚଳ ମହାବିଦ୍ୟାଳୟ କନ୍ଫରେନ୍ସ କୋଠରିରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ଼. ଲଲାତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡ଼. ନାୟକ ଛାତ୍ରଛାତ୍ରୀଙ୍କୁ
Read More...

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ କ୍ୟାମ୍ପରେ ଫିଟ୍ କାଫେ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତ୍ୟେକ ନାଗରିକଙ୍କ ପାଇଁ ଆମ ଦେଶ ଭାରତ ସବୁଠାରୁ ପ୍ରିୟ ଏବଂ ଏହାର ରକ୍ଷକ ଆମର ସୈନିକ । ନିଜ ଦେଶର ଗର୍ବ ଏବଂ ସୁରକ୍ଷା ପାଇଁ ସୈନିକ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ଦିଅନ୍ତି । ଯିଏ ଦେଶର ସୀମାରେ ମୁଣ୍ଡ କାଟି ନିଜର ସମସ୍ତ ଇଚ୍ଛା ଏବଂ ସୁଖକୁ ବିପଦରେ
Read More...

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ସୂଚନା
Read More...

ବାଲିଗୁଡ଼ା ସହରରେ ତିନି ଦିନ ହେଲା ବନ୍ଦ ରହିଛି ଜଳ ଯୋଗାଣ : ବିଭାଗୀୟ ଅଧିକାରୀଙ୍କ ନିଘା ନାହିଁ, ଲୋକେ ହନ୍ତସନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି । ସହର ପାଇଁ ଏ ସମସ୍ୟା ନୂଆ ନୁହେଁ । ଖରା, ବର୍ଷା, ଶୀତ ସବୁବେଳେ ସମାନ ପରିସ୍ଥିତି । ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା
Read More...

ଜିଲ୍ଲା ଦାବୀରେ ଆଜି କଂଟାବାଂଜିରେ ସଂପୂର୍ଣ୍ଣ ବନ୍ଦ ପାଳନ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନଏକ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ ନ କଲେ ଆନ୍ଦୋଳନକୁ ତିବ୍ରତର କରାଯିବ : ଜିଲ୍ଲା ସଂଘର୍ଷ ସମିତି କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନ୍‌ଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ
Read More...

ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଜଲିଆ ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତର ଜଲିଆ ଗ୍ରାମର ଜଣେ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ମହିଳାଙ୍କ ନାମ ହେମଲତା ବିଶି(୧୯) ବୋଲି ଜଣାପଡିଛି । ମହିଳାଙ୍କ ଅଭିଯୋଗ ଅନୁସାରେ, ସେ ଗତ ୧୨. ୧୧.
Read More...

ସଂକୀର୍ତ୍ତନରେ ଘଣ୍ଟ ପିଟୁଥିବା ବେଳେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭଗବାନଙ୍କୁ ସ୍ମରଣ କରି ହରିନାମ ଜପ କରୁ କରୁ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଟୁକୁରା ଗାଁରେ । ସୂଚନା ଅନୁସାରେ ଟୁକୁରା ଗାଁରେ ସିନ୍ଦୂରପୂର ଗୋପାଳଜି ମନ୍ଦିରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ନାମ ସଙ୍କୀର୍ତ୍ତନ କରୁଥିବା ସମୟରେ ତାଙ୍କ
Read More...