Yearly Archives

2022

ଗୋପାଳ ରତ୍ନ ପୁରସ୍କାର ପାଇବେ ଗୋପାଳ ରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଈ ଗୋରୁଙ୍କ ସେବା କରି ଗୋପାଳ ରଣା ପାଇବେ ସମ୍ମାନଜନକ ଗୋପାଳ ରତ୍ନ ପୁରସ୍କାର । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବଡବନ୍ଧ ଗାଁର ଗୋପାଳ ରଣା ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଗୋପାଳ ରତ୍ନ ପାଇବେ ବୋଲି ଜଣାପଡିବା ପରେ ଜିଲ୍ଲାପାଳ ଚଞ୍ଚଳ
Read More...

କେବିସି ହଟ୍‌ସିଟ୍‌ରେ ବଲାଙ୍ଗିରର ସମ୍ବିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିିତ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡପତି (କେବିସି)ର ସୋ’ରେ ଏଥର ବଲାଙ୍ଗିରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ । ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ୫ଟି ସ୍କୁଲ ପରିଦର୍ଶନ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତରେ ୫ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଥିବା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସ୍କୁଲରେ ନିର୍ମାଣାଧୀନ ସ୍ମାର୍ଟ କ୍ଳାସ୍‌ ରୁମ୍‌, ଇ-ଲାଇବ୍ରେରୀ,
Read More...

ଲୁର୍କୀ ଧନୁଯାତ୍ରା କମିଟି ଗଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଲୁର୍କୀ ଗ୍ରାମରେ ୧୪୭ତମ ଧନୁଯାତ୍ରା ମହୋତ୍ସବ ପାଇଁ ଗୁରୁବାର ଚୈତନ୍ୟ ମନ୍ଦିର ପ୍ରାଙ୍ଗଣରେ ଚେଳାନନ୍ଦ ଭୋଇଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ କମିଟି ଗଠନ କରାଯାଇଛି । ସରୋଜ ପ୍ରଧାନ ସଭାପତି, ଭବାନୀଶଙ୍କର
Read More...

ସାଇ ବାବା ଜୟନ୍ତୀ ପାଳିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସାଇ ମନ୍ଦିରଠାରେ ବୁଧବାର ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଧଣ୍ଡାମୁଣ୍ଡା ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତପସ୍ୱିନୀ ପାଢୀ, ପରକ୍ଷିତ ସାହୁ,
Read More...

ନିହତ ମହିଳା ମାଓବାଦୀଙ୍କ ପୋଷ୍ଟମର୍ଟମ ହେଲା ଶବ ବ୍ୟବଚ୍ଛେଦ କେନ୍ଦ୍ରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ପାହାଡରେ ଗତକାଲି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ମହିଳା ମାଓବାଦୀ ନିହତ ହୋଇଥିବା ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ସୂଚନା ଦେଇଥିଲେ । ତେବେ ଆଜି ଏହି ୨ ମହିଳା ମାଓବାଦୀଙ୍କ ଶବକୁ ବଲାଙ୍ଗିର ଭୀମ
Read More...

ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ପୁନର୍ଗଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ପୁନର୍ଗଠିତ ହୋଇଯାଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,
Read More...

୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତେଲେଙ୍ଗାନାକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସାରଳା ବସ୍‌ରୁ ୪୪ ଜଣ ଦାଦନ ଶମ୍ରିକଙ୍କୁ ଉଦ୍ଧାର କରିଛି ଟାଉନ ପୋଲିସ । ସୂଚନା ଅନୁସାରେ ରେଙ୍ଗାଲି ଗ୍ରାମରୁ ଦାଦନ ଶମିକମାନେ ଇଟା ଗଢିବା ପାଇଁ ସାରଳା ବସ୍‌ ଯୋଗେ
Read More...

୧୫ ଦିନିଆ ଆନ୍ତର୍ଜାତୀୟ ମହିଳା ହିଂସା ମୁକ୍ତ ସମାଜ ଗଠନ ଦିବସ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମହିଳା ନିଜେ ସଶକ୍ତିକରଣ ହୋଇଛି, ଏହା ସତ୍ୱେ ଘରେ ଘରେ ମହିଳା ହିଂସାର ଶିକାର ହେଉଛି । ବିଭିନ୍ନ ପ୍ରକାର ଜଘନ୍ୟ କାଣ୍ଡ ମଧ୍ୟ ମହିଳାଙ୍କ ଉପରେ ଘଟି ଆସୁଛି ।
Read More...

ଛାତ୍ର ବୃତ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବିଏଡ୍‌ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସେଲ୍‌ଫ ଫାଇନାନ୍ସ ବିଏଡ୍‌ ଛାତ୍ରଛାତ୍ରୀ ଠିକ୍‌ ଭାବରେ ଛାତ୍ରବୃତ୍ତି ପାଉନଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ରାଜ୍ୟରେ ୧୨ଟି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଯେତିକି
Read More...