Yearly Archives

2022

ପୁରୁଷୋତ୍ତମ ଖଡ଼ିରତ୍ନ ପଂଜିକା ଉନ୍ମୋଚିତ

ମ.ରାମପୁର, (ହେମନ୍ତ ସାହୁ) : ପୁରୁଷୋତ୍ତମ ଜ୍ୟୋର୍ତିବିଜ୍ଞାନ ମହାସଂଘ ତରଫରୁ ଆଜି ମ.ରାମପୁର ବିଜୁ କଲ୍ୟାଣ ମଣ୍ଡପଠାରେ ପୁରୁଷୋତ୍ତମ ଖଡ଼ିରତ୍ନ ପଂଜିକା ଉନ୍ମୋଚିତ ହୋଇଯାଇଛି । ମହାସଂଘର ସଭାପତି ଅଧ୍ୟାପକ ସୁବୋଧ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି
Read More...

ରାଜ୍ୟପାଳଙ୍କ ବଲାଙ୍ଗିର ଗସ୍ତ : ଆକାଂକ୍ଷୀ ଜିଲ୍ଲାକୁ ପ୍ରେରଣାଦାୟୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ଉଦ୍ୟମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୁଇ ଦିନିଆ କଳାହାଣ୍ଡି, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କ୍ରମରେ ଟ୍ରେନ୍‌ ଯୋଗେ ସକାଳେ ଭବାନୀପାଟଣାରେ ପହଞ୍ଚିଥିଲେ । ସେଠାରୁ ବଲାଙ୍ଗିର ଗସ୍ତରେ ଆସି ସର୍କିଟ ହାଉସରେ ପହଞ୍ଚିବା ପରେ ଜିଲ୍ଲା
Read More...

ଉଦ୍‌ଘାଟନୀ ସମାରୋହରେ ଭବ୍ୟ ଶୋଭାଯାତ୍ରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ସମାରୋହରେ ଆଜି ପ୍ରଚାର ପ୍ରସାର କମିଟି ପକ୍ଷରୁ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଗାନ୍ଧୀ ଛକ ଠାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଏହାକୁ ପତାକା
Read More...

ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଓ ହେଲୋ କିଡ଼ସ୍‌ ସ୍କୁଲର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗିର ସହରରେ ଅବସ୍ଥିତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ସହରର
Read More...

ଜାଗୃତି ମହିଳା ମଣ୍ଡଳ ପକ୍ଷରୁ “ଜାଗୃତି” ପତ୍ରିକା ପ୍ରକାଶିତ

ବୁର୍ଲା : ଏମ୍‌ସିଏଲ୍‌ ସହିତ ତାଳରେ ତାଳ ମିଶାଇ ଜାଗୃତି ମହିଳା ମଣ୍ଡଳ କ୍ରମାଗତ ଭାବରେ "ବସୁଧୈବ କୁଟୁମ୍ବକମ୍"ର ପ୍ରେରଣା ସହିତ ନିଜ ନାମରେ ସମାଜରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । "ଜାଗୃତି" ପତ୍ରିକାର ପ୍ରକାଶନ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ । ଏହି ପତ୍ରିକା ଜାଗୃତି
Read More...

ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଥିଲା ଅସମ୍ଭାଳ ଭିଡ଼

ପରିସ୍ଥିତି ଅଣାୟତ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୧ଲକ୍ଷ ୨୦ହଜାର ଦର୍ଶକଙ୍କ ସାମାଗମ ହୋଇଥିବା ବେ-ସରକାରୀ ଭାବେ କୁହାଯାଏ । ମଙ୍ଗଳବାର ସନ୍ଧ୍ୟା ଥିଲା ୪ର୍ଥ ସନ୍ଧ୍ୟା ।
Read More...

ରାଧାରାଣୀପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମହାମହିମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ତେବେ ଏହି ଅବସରରେ ରାଧାରାଣୀ ପଡା ଠାରେ ମାରୱାଡି ପଞ୍ଚାୟତ ସଦନର ଦ୍ୱିତୀୟ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ଏହି ସମୟରେ ପୌରାଧ୍ୟକ୍ଷା
Read More...

ବ୍ରିଜେଶ ଦମାନି ଜାତୀୟ ବିଲିୟାଡର୍‌ସ ଚାମ୍ପିୟନ

ନୂଆଦିଲ୍ଲୀ : ଇନ୍ଦୋରରେ ପିଏସ୍‌ପିବି (ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋସନ ବୋର୍ଡ)ର ଧ୍ରୁବ ସିଟ୍‌ୱାଲଙ୍କୁ ୫-୩ରେ ହରାଇ ଏସିଆନ ଗେମ୍ସ ରୌପ୍ୟ ବିଜେତା ବ୍ରିଜେଶ ଦମାନି ପ୍ରଥମ ଥର ଜାତୀୟ ବିଲିୟାଡର୍‌ସ ଚାମ୍ପିୟନସିପ୍‌ ଜିତିଛନ୍ତି । ଇଣ୍ଡିଆନ ଅଏଲ୍ସର ବ୍ରିଜେଶ କ୍ୱାର୍ଟରଫାଇନାଲ ଓ
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିପୋଡ଼ି ପାଉଁଶ ହୋଇଗଲା ୫୦ ବସ୍ତାରୁ ଅଧିକ ଧାନ

ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମଣ୍ଡିଆ ପଞ୍ଚାୟତର ଟୁବୁକା ଗାଁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ୧୧ କେ.ଭି ତାର ଛିଣ୍ଡିଯିବାରୁ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟି ଧାନ କଳେଇ ଗଦାରେ ନିଆଁ ଲାଗି ଯାଇଛି, ଫଳରେ ୫୦ ବସ୍ତାରୁ ଅଧିକ ଧାନ ଜଳିପୋଡ଼ି
Read More...