Yearly Archives

2022

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ

ବାରଙ୍ଗ : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ବିଗତ ୬୨ବର୍ଷରେ ପ୍ରାଣୀ ଉଦ୍ୟାନରେ ବହୁ ପରିବର୍ତ୍ତନ ହୋଇଛି । କିଛି ପୁରୁଣା ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ନୂଆ
Read More...

ଚୋରା ଚାଲାଣ ବେଳେ ୯୨ ବସ୍ତା ଧାନ ଜବତ

ତୁଷୁରା, (କେପିିଏନ୍‌ଏସ୍‌) : ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଚଢାଉ କରି ଯୋଗାଣ ବିଭାଗ ୯୨ ବସ୍ତା ଧାନ ଜବତ କରିଛି । ବୁଧବାର ବଲାଙ୍ଗିର ସଦର ଏସିଏସ୍‌ଓ ଶରତ ରାଉତଙ୍କ ନେତୃତ୍ୱରେ ଯୋଗାଣ ବିଭାଗର ସ୍କ୍ୱାର୍ଡ ତୁଷୁରା-ରୁଷୁଡା ରାସ୍ତାରେ ବେଆଇନ ଧାନ ଚାଲାଣ ଗାଡି ଯାଞ୍ଚ କରୁଥିଲେ । ଏହି
Read More...

ଆଜି ଅନୁଗୁଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ୧୮୦୫ କୋଟି ଟଙ୍କାର ମୋଟ ୨୩ଟି ପ୍ରକଳ୍ପର ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ
Read More...

ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଶାଢ଼ୀ ନଷ୍ଟ

ଭଦ୍ରକ : ଭଦ୍ରକ ଥାନା ଛକ ନିକଟରେ ଥିବା ସୁଭଦ୍ରା ଲୁଗା ଦୋକାନରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ହୁ ହୁ ହୋଇ ଜଳିଲା ଲକ୍ଷାଧିକ ଟଙ୍କାର ଲୁଗା । ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନରେ ଗଚ୍ଛିତ ଥିବା କିଛି ଲୁଗା ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ
Read More...

ଟିଟିଲାଗଡର ନୂଆ ଉପଜିଲ୍ଲାପାଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡର ନୂଆ ଉପଜିଲ୍ଲାପାଳ ଭାବେ ବୁଧବାର ଦୟାମୟ ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଝାରସୁଗୁଡା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ନେବା ପରେ ଶ୍ରୀ ପାଢୀ ଟିଟିଲାଗଡ ଅଞ୍ଚଳର ସମସ୍ୟାଗୁଡିକର ସମାଧାନ କରିବା, ଚାଷୀ,
Read More...

ଚାଷୀଙ୍କୁ ନିର୍ଯାତନା ଓ ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ମାମଲା

ବେଲପଡା, (କେପିଏନ୍‌ଏସ୍‌) : ଧାନ ବିକ୍ରି ପାଇଁ ପ୍ୟାକ୍ସର ସମ୍ପାଦକ ଜଣେ ଚାଷୀଙ୍କୁ ମାଡ଼ ମାରିଥିବା ନେଇ ଚାଷୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ଏବେ ହରଡ଼ ଘଣାରେ ପ୍ୟାକ୍ସ ସମ୍ପାଦକ ମହେଶ ପ୍ରତାପ ପାଣିଗ୍ରାହୀ । ଏମିତି ଘଟଣା ଘଟିଛି ବେଲପଡା ଥାନା ଘଗୁର୍ଲି ପ୍ରାଥମିକ ସମବାୟ ସମିତିରେ ।
Read More...

ସଡ଼କ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ନିକଟରେ ସଡ଼କ ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପହିଛି । ଗୁରୁତର ସ୍ଵାମୀ ସ୍ତ୍ରୀ ଦ୍ୱୟ ହେଲେ ଟିଟିଲାଗଡ଼ର ସାର୍ଥକ ମିଶ୍ର ଓ ତାଙ୍କ ସ୍ତ୍ରୀ ସୀମା ମିଶ୍ର ।
Read More...

ମହାମହିମ ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ

ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହାମହିମ ରାଜ୍ୟପାଳ ଓଡିଶା ପ୍ରଫେସର ଗଣେଶୀ ଲାଲ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲାର ବୀରମହାରାଜପୁର ଠାରେ ଆୟୋଜିତ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ମୁଖ୍ୟ
Read More...

ବୀର ଯବାନଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମର ପୁଣେରେ ଆର୍‌ମିରେ ହାବିଲଦାର ଭାବେ କାର୍ଯ୍ୟରତ ପି. ସନ୍ତୋଷ ରେଡି(୩୪)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ଯାହାକୁ ନେଇ ନିଜ ଗ୍ରାମ ସହ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି
Read More...

ଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରାଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାତ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ଶିବିରର ପଞ୍ଚମ ଦିବସରେ ଡ଼. ସୁଶାନ୍ତ କୁମାର ସେଠିଙ୍କ ତତ୍ଵାବଧାନରେ ବୋରିଗାଁରେ ଶିଶୁକନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
Read More...