Yearly Archives

2022

ପୁଟିନଙ୍କ ବଡ ଚେତାବନୀ : ଯଦି ଆମେ ବିପଦରେ ପଡ଼ୁ, ତେବେ ଆମେ ଆଗୁଆ ଆକ୍ରମଣ କରିବୁ, ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଚେତାବନୀ ଦେଇଛନ୍ତି ଯେ, ଯଦି ଆମେ ବିପଦରେ ପଡ଼ୁ, ତେବେ ଆମେ ଆଗୁଆ ଆକ୍ରମଣ କରିବୁ, ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ । ଶତ୍ରୁ ଆକ୍ରମଣର ଧମକକୁ ଦୃଷ୍ଟିରେ ରଖି ପ୍ରଥମେ ଆମେରିକାର ରଣନୀତି ଆପଣେଇ ପାରିବୁ ଏବଂ ଏଥିପାଇଁ ଯଥେଷ୍ଟ
Read More...

ଗୁଜୁରାଟରେ ବିଜେପି ବିଧାନସଭା ପାର୍ଟି ବୈଠକ, ଭୁପେନ୍ଦ୍ର ପଟେଲ ଡିସେମ୍ବର ୧୨ ରେ ଶପଥ ଗ୍ରହଣ କରିବେ

ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପୁନର୍ବାର ବିଜୟ ପରେ ଏବେ ବିଜେପି ଭିତରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ସରକାର ଗଠନ ପ୍ରକ୍ରିୟା ଜୋରଦାର ହୋଇଛି । ଏହି ସଂପର୍କରେ ଆଜି ବିଧାନସଭା ପାର୍ଟିର ଏକ ବୈଠକ ଡକାଯାଇଛି । ଏହି ବୈଠକରେ ଭୁପେନ୍ଦ୍ର ପଟେଲଙ୍କୁ ବିଧାନସଭା
Read More...

ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ଭାଲୁମୁଣ୍ଡା ବରଗଛପଡା ମେହେର କ୍ଲବ ପକ୍ଷରୁ ଚାଲିଥିବା ୨୨ତମ ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଏଥିରେ ମହୀନ୍ଦ୍ର ମେହେର ମୁଖ୍ୟ ଅତିଥି, ପୂର୍ବ ସରପଞ୍ଚ ଉପେନ୍ଦ୍ର ମେହେର, ବସନ୍ତ ମେହେର, ଶ୍ୟାମ
Read More...

ଓଏସଆରଟି ଏସି ବସ ଦୁର୍ଘଟଣାଗ୍ରସ୍ତ : ୨୦ ଆହତ, ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର

ମାଲକାନଗିରି : ମାଲକାନଗିରିରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓଏସଆରଟି ଏସି ବସ ଶୁକ୍ରବାର ରାତି ୧୨ ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ବସରେ ମୋଟ ୨୩ଜଣ ଯାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଥିବା ସୂଚନା । ଡ୍ରାଇଭର ଓ
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ବସ୍‌ଷ୍ଟାଣ୍ଡ ଠାରେ ଶୁକ୍ରବାର ରାଇଟ୍‌ ଟୁ ଫାଇଟ ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୩୮ ଜଣଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ୫୨ ଜଣଙ୍କୁ ଟିଟିଲାଗଡ ପଠାଯାଇଥିଲା ।
Read More...

ବିଧବା ଆଦିବାସୀ ମହିଳାଙ୍କ ଜମି ହଡପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋବଡା ଗାଁରେ ଜଣେ ବିଧବା ଆଦିବାସୀ ମହିଳା ମଡା ଭୋଇଙ୍କ ଜମି ହଡପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
Read More...

ପୁରୀରେ ଖୋ ଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ

ପୁରୀ : ଆସନ୍ତା ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଯାଏ ମଧ୍ୟପ୍ରଦେଶ ଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପୁରୀରେ ପ୍ରଥମଥର ପାଇଁ ରାଜ୍ୟ ଖୋ ଖୋ ଦଳର କ୍ୟାମ୍ପ ଆୟୋଜନ କରାଯାଇଛି । ଏହି କ୍ୟାମ୍ପ ପୁରୀ ଜିଲ୍ଲା ସ୍କୁଲ ପଡିଆ ଠାରେ
Read More...

ଏସ୍‌ପିଙ୍କୁ ଦାବୀ ଜଣାଇବା ପରେ ସାଲେଭଟା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଲେଭଟାର ସମାଜସେବୀ ଏସ୍‌ପି ଅଫିସ ଆସି ଏସ୍‌ପିଙ୍କୁ ସାଲେଭଟା ଫାଣ୍ଡିରେ ଫାଣ୍ଡି ଅଧିକାରୀ ନ ଥିବା ସମ୍ୱନ୍ଧରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଏସ୍‌ପି ନୀତିନ
Read More...

ପୁରୀଠାରେ ମିସ୍‌ ଇଣ୍ଡିଆ ଗ୍ଲୋବାଲ ମୁକୁଟ ପିନ୍ଧିଲେ ବଲାଙ୍ଗିରର ବିୟୁଟି କୁଇନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀଠାରେ ଅନୁଷ୍ଠିତ ଜାତୀୟ ସୌଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ଗ୍ଲୋବାଲ ମିସ ଇଣ୍ଡିଆର ଟାଇଟେଲ ଜିତିଛନ୍ତି ବଲାଙ୍ଗିର ସତ୍ୟନାରାୟଣପଡାର ସାଗରିକା ପାଣିଗ୍ରାହୀ । ସାଗରିକାଙ୍କୁ ବଲାଙ୍ଗିର ବୁଦ୍ଧିଜୀବୀ ମହଲାୁ ଶୁଭେଚ୍ଛା ଜଣାଯିବା ସହ ସ୍ୱାଗତ କରାଯାଇ
Read More...

ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟରିୟମ ଠାରେ ରାଗିଂକୁ ନେଇ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟରିୟମ ଠାରେ ରାଗିଂକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଡିନ୍, ସୁପରିଟେଣ୍ଡେଣ୍ଟ, ଟାଉନ ଥାନା ଆଇଆଇସି, ସମାଜ ସେବୀ ଓ କଲେଜର ସମସ୍ଥ ବିଭାଗର ଏଚ୍‌ଓଡି ମାନେ ଉପସ୍ଥିତ ଥିବା ବେଳେ କଲେଜ
Read More...