Yearly Archives

2022

ଡାକ୍ତରଖାନାରେ ପରିବେଶ ସ୍ୱଚ୍ଛତା ନେଇ ସଚେତନତା

ବୀରମହାରାଜପୁର : ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା କର୍ମଚାରୀମାନଙ୍କ ସହ କିଛି ସ୍ୱେଛାସେବୀ ଅନୁଷ୍ଠାନ ମିଳିତ ଭାବେ ଡାକ୍ତରଖାନା ପରିବେଶ ସଫାସୁତୁରା କରିଛନ୍ତି । ଡାକ୍ତରଖାନା ପରିସରରେ ଭାର ପ୍ରାପ୍ତ
Read More...

ନୂଆ ପଲିସି ଆଣିଲା ୟୁଜିସି : ଏଣିକି ସ୍ନାତକ ଡ଼ିଗ୍ରୀ ହାସଲ ପାଇଁ ୪ ବର୍ଷ ପଢ଼ିବାକୁ ହେବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନି ବର୍ଷ ନୁହେଁ ଏଣିକି ଚାରି ବର୍ଷ କଲେଜ ଅବା ବିଶ୍ୱବିଦ୍ୟାଳୟରେ ପଢିବେ ସ୍ନାତକ ଶ୍ରେଣୀ ଛାତ୍ରଛାତ୍ରୀ । ୟୁଜିସି ନୂଆ ଶିକ୍ଷାନୀତି ଅନୁଯାୟୀ ପଲିସି ପ୍ରସ୍ତୁତ କରି ନୂତନ ପାଠ୍ୟଖସଡା ପ୍ରସ୍ତୁତ କରିଛି । ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ
Read More...

ବ୍ରହ୍ମପୁରର ବିଭିନ୍ନ ନର୍ସିଂହୋମରେ ଚଢ଼ାଉ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହରରେ ଥିବା ନର୍ସିଂହୋମରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଉପଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ ମିଳିତ ଭାବେ ଚଢ଼ାଉ କରିଥିବା ଜଣାପଡିଛି । ନର୍ସିଂହୋମରେ ବିଭିନ୍ନ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଆଜି ବ୍ରହ୍ମପୁର
Read More...

ଜଙ୍ଗଲରୁ ୧୯,୨୦୦ ଗଞ୍ଜେଇ ଗଛ ନଷ୍ଟ

ସାନଖେମୁଣ୍ଡି : ସାନଖେମୁଣ୍ଡି ପଟିଗୁଡା ରଘୁନାଥପୁର ପାହାଡ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ । ଏହି ଜଙ୍ଗଲ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବିଭାଗ । ଏନେଇ ଅବକାରୀ କମିଶନର ଆଶିଷ
Read More...

ବ୍ରହ୍ମାନନ୍ଦ ସଙ୍ଗୀତ ଶିକ୍ଷା କେନ୍ଦ୍ର ଉଦ୍‌ଘାଟିତ

ଭୋଗରାଇ : ଦୁଡପଳ ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମ ସ୍ଥିତ ବାସୁଦେବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠିତ 'ବ୍ରହ୍ମାନନ୍ଦ ସଙ୍ଗୀତ ଶିକ୍ଷା କେନ୍ଦ୍ର' ଉଦ୍‌ଘାଟିତ ହୋଇଯାଇଛି ଏହି ସଭାରେ ସତ୍ୟବାଦୀ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା
Read More...

ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରମ୍ୟାନ ବରିୟାମ ସିଂ ସାଲୁଜାଙ୍କ…

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରସ୍ଵତୀ ଶିଶୁ ମନ୍ଦିର ଦୁଇ ଦିବସୀୟ ବାର୍ଷିକ କ୍ରୀଡା ସମାରୋହ ସଫଳତା ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦ୍‌ଯାପନୀ ଉତ୍ସବରେ କଣ୍ଟାବାଞ୍ଜି ଏନ୍‌ଏସି ଚେୟାରରମ୍ୟାନ ବରିୟାମ
Read More...

ଚୋରା କାଠ ଚାଲାଣ ବେଳେ ବନବିଭାଗର ଚଢ଼ାଉ

ସାନଖେମୁଣ୍ଡି : ମେକ୍ସ ପିକଅପ୍ ଭ୍ୟାନ୍‌ରେ ଚୋରା କାଠ ଚାଲାଣ ବେଳେ ବନବିଭାଗର ଚଢ଼ାଉ । ଗଂଜାମ ଜିଲ୍ଲା ଭଂଜନଗର ଦକ୍ଷିଣ ଘୁମୁସର ବନଖଣ୍ଡର ମୋବାଇଲ୍ ଟିମ୍, ଆସିକା ବନାଞ୍ଚଳ ଅନ୍ତର୍ଗତ କଇଁଫୁଲିଆ ଛକ ଠାରେ ଏହି ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ପିକଅପ୍ ଭ୍ୟାନ୍ ସହ ପ୍ରାୟ ୬୦ ହଜାର
Read More...

୧୨ ଜଣ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ : ୧୬ ଲକ୍ଷ ଟଙ୍କା ଓ ମୋବାଇଲ୍‌ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ରୋଡ଼ରେ ଥିବା ହୋଟେଲ ରାଉରକଲୋ ପେଲେସ୍‌ରେ ଶନିବାର ସଂଧ୍ୟାରେ ରଘୁନାଥପାଲୀ ଥାନା ପୁଲିସ୍‌ ଚଢାଉ କରି ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ହୋଟେଲରେ ଜୁଆ ଖେଳ ଚଲାଉଥିବା ମାଷ୍ଟରମାଇଣ୍ଡ ତଥା ହୋଟେଲର ଜଣେ କର୍ମଚାରୀଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି
Read More...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର- ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ
Read More...

୧ ଲକ୍ଷ ଟଙ୍କା ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା : ସଦର ଥାନା ପୁଲିସ କୁରାଢ଼ମଲ ଗାଁ ବାଉତି ମନ୍ଦିର ନିକଟରୁ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ କୁରାଢମଲ ଗ୍ରାମରେ ଫକିର ଓରଫ ପ୍ରଦୀପ୍ତ ବଲିୟାରସିଂହ ହୋଇଥିବା ବେଳେ ତା ନିକଟରୁ ସଦର ପୁଲିସ୍ ୧୧.୫୭ ଗ୍ରାମ ବ୍ରାଉନ ସୁଗାର, ଦୁଇ ବାଇକ୍, ମୋବାଇଲ୍,
Read More...