Yearly Archives

2022

ବିଧାୟକଙ୍କ ଦ୍ୱାରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧିନସ୍ଥ ପତ୍ରାପାଲି ଠାରୁ ଟେଙ୍ଗରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣ ନେଇ ଶନିବାର ଦିନ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହା ପତ୍ରାପାଲି ଛକରୁ ଟେଙ୍ଗରା ୭ କି.ମି.
Read More...

ଖଲିଆପାଲି ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ଖଲିଆପଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିର
Read More...

ଭୟାବହ ଅଗ୍ନିକାଣ୍ଡ : ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୂଳି ପଞ୍ଚାୟତ ଭୁଲୁଦା ମଝି ସାହି ଖଳାରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଚାଷୀ ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ତେବେ ଖଳାରେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଜଣାପଡ଼ିନାହିଁ ।
Read More...

ସହର ଭିତରେ ୧୧ ଟିକିଆ ହାତୀ ପଲ : ଲୋକେ ଆତଙ୍କିତ

ଢେଙ୍କାନାଳ : ଜିଲ୍ଲା ବନଖଣ୍ଡ କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ । ସକାଳୁ ପ୍ରାୟ ୧୧ ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ । ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ
Read More...

ପିତା ମାତାଙ୍କ ଦେହାନ୍ତ ପରେ ସହାୟକ ହେଲା ଆଶୀର୍ବାଦ ଯୋଜନା

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ କଲମ ପଞ୍ଚାୟତ ଠେମରା ଗାଁରେ ରହୁଥିଲେ ନରେଶ ମାଝୀଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ବନୁଆ ମାଝୀ ଓ ଦୁଇ ଝିଅ ବୈଷ୍ଣବୀ ମାଝୀ ଏବଂ ନବ୍ୟା ମାଝୀ । ହେଲେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବାନୁଆଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ନରେଶ ମଧ୍ୟ
Read More...

ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

କଟକ : ପହଁରା ଶିଖୁଥିବା ବେଳେ ଯୋବ୍ରା ବ୍ୟାରେଜ ନିକଟରେ ବୁଡିଗଲେ ଯୁବକ । ଏ ସମ୍ପର୍କରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିଛି । ସୂଚନା ମୁତାବକ, ସକାଳେ ଯୁବକ ଜଣ ମହାନଦୀର ଯୋବ୍ରା
Read More...

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ୫୪୦ ଜଣ ଶିକ୍ଷିତ ଯୁବକଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୨୫୬ଜଣଙ୍କୁ ଚାକିରି
Read More...

ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ସହିତ ଅନ୍ତେବାସୀ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସବ୍‌ ଜେଲ୍ କଣ୍ଟାବାଞ୍ଜି ପରିସରରେ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ସହିତ ଓଡିଶା ଅନ୍ତେବାସୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜି ସବ୍‌ ଜେଲ୍‌ର ଅଧିକାରୀ ବିକାଶ ଲତା ବାରୁଙ୍କ ସଭାପତିତ୍ୱରେ ଏହି
Read More...

ରାଷ୍ଟ୍ରୀୟ ସଦ୍‌ଭାବନା ମଞ୍ଚ ପକ୍ଷରୁ କାରାଗାର ପ୍ରତିଷ୍ଠା ଦିବସ ପାଳିତ

କୋଣାର୍କ : ଶନିବାର ରାଷ୍ଟ୍ରୀୟ ସଦଭାବନା ମଞ୍ଚ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ନିକଟରେ ଅବସ୍ଥିତ ଜିଲ୍ଲା କାରାଗାର ପରିସରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନ୍ତେବାସୀମାନଙ୍କ ନିମନ୍ତେ କଳିଙ୍ଗ କଳା ନିକେତନ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
Read More...

ଖରିଫ୍ ମଣ୍ଡି ଉଦ୍‌ଘାଟିତ : ୪୧୧୭ ଜଣ ଚାଷୀ ପଞ୍ଜିକୃତ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସମବାୟ ସମିତି ପରିସରରେ ଚଳିତ ୨୦୨୩ ଖରିଫ୍ ମଣ୍ଡିରେ ପଞ୍ଜିକୃତ କରିଥିବା ଚାଷୀମାନଙ୍କ ଠାରୁ ଧାନ କିଣିବା ସକାଶେ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର
Read More...