Daily Archives

ବ୍ରିସ୍କା ଅନୁଷ୍ଠାନର ୧୬ତମ ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଯୁବ କଳାକାର ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରିସ୍କା ଅନୁଷ୍ଠାନର ୧୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଶୀନୁସୁନ୍ଦର ପାଢୀ, ପ୍ରଭାକର ମିଶ୍ର,
Read More...

ବିଡିସିସି ବ୍ୟାଙ୍କ କଣ୍ଟାବାଞ୍ଜି ଶାଖାଦ୍ୱାରା ଆର୍ଥିକ ସାକ୍ଷରତା ସଚେତନତା ଶିବିର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ସମବାୟ ସମିତି ଲିଃ ତୁରେକେଲା ଶାଖା ପରିସରରେ ନାବାର୍ଡ ସହାୟତାରେ ଆର୍ଥିକ ସ୍ୱାକ୍ଷରତା ସଚେତନତା ଶିବିର ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହା ନାବାର୍ଡ ସହାୟାତରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା
Read More...

ମେଣ୍ଡାରେ ବାରପାହାଡ ମହୋତ୍ସବ ଓ କଂସ ଦରବାର

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ତ୍ରୀବେଣୀ ଛକରେ ବାରପାହାଡ ମହୋତ୍ସବ ଓ କଂସ ଦରବାର ଅନୁଷ୍ଠିତ ହୋଇଯାଇଛି । ମେଣ୍ଡା, ଦେଉଳପଦର, ପାଇକବାହାଲ ପଞ୍ଚାୟତର ଉତ୍ସାହି ଯୁବକମାନଙ୍କ ଦ୍ୱାରା ଏହା ଆୟୋଜିତ ହେଉଛି । ମହୋତ୍ସବ ଅବସରରେ ମୀନାବଜାର ଲାଗିଛି । ଫଳରେ ହଜାର
Read More...

ଭୀମଡୁଙ୍ଗୁରୀ ପାର୍କରେ ସ୍ଥାପିତ ହେବ ଉନ୍ନୟନ କାମର ମୋଡେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଭୀମଡୁଙ୍ଗୁରୀରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ କାମ ଚାଲୁରହିଛି । ଏପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ ବିଭାଗ ତରଫରୁ ଏଠାରେ ପ୍ରାୟ ୪କୋଟି ଟଙ୍କାର ଅନୁଦାନରେ ବିଭିନ୍ନ ଭିତ୍ତିଭୂମୀ ନିର୍ମାଣ କରାଯାଇଛି ।
Read More...

ଦୁର୍ଗମ ଅଞ୍ଚଳରେ ପାରମ୍ପରିକ ଲୋକ ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ପାରମ୍ପରିକ ଲୋକ ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ଉପରେ ସେଚତନତା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବ୍ଲକ ତଥା ସର୍ବାଧିକ ଗ୍ରାମକୁ ରାସ୍ତା ନଥିବା
Read More...

କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମସଭା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୱାର୍ଡ ସଭ୍ୟ ସଞ୍ଜୟ ହଂସଙ୍କ ସଭାପତିତ୍ୱରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେର, ସମିତି ସଭ୍ୟ
Read More...

ତାଳଚେର ଉପଖଣ୍ଡରେ ଦଶ ଟଙ୍କିଆ ଇଣ୍ଡିଆନ୍ ପୋଷ୍ଟାଲ୍ ଅର୍ଡରର ଅକାଳ ଅଭିଯୋଗ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଉପଖଣ୍ଡରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍‌ରେ ଆର୍.ଟି.ଆଇ. ନିମନ୍ତେ ବ୍ୟବହୃତ ହେଉଥିବା ଦଶ ଟଙ୍କିଆ ଇଣ୍ଡିଆନ୍ ପୋଷ୍ଟାଲ ଅର୍ଡର ଗୁଡିକ ଉପଲବ୍ଧ ହେଉ ନଥିବା ଅନେକ ଆର୍.ଟି.ଆଇ କର୍ମକର୍ତ୍ତାଙ୍କ ଠାରୁ ଶୁଣିବାକୁ ମିଳୁଛି । ତାଳଚେର ହାତତୋଟା,
Read More...

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନି ଅଧ୍ୟକ୍ଷତା କରି
Read More...

୭୫ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଅବସରରେ ସମୀକ୍ଷା ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଚଳିତ ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି । ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବରଗଡ ଧନୁଯାତ୍ରା ସମିତି ସଭାପତି ତଥା ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ
Read More...

ପୁରେନା ଗ୍ରାମରେ ଡାଲି ଜାତୀୟ ଫସଲକୁ ନେଇ ଚାଷୀ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡିଭିଜନ ପାଇକମାଲ ବ୍ଲକ୍ ପୁରେନା (ଖପୁରିଡିହୀ) କଲ୍ୟାଣ ମଣ୍ଡପ ଠାରେ ଚାଷୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଓପିକିରା ଓ ଆଇକାର୍ଡଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚାଷୀ ତାଲିମ ଶିବିରରେ ପୁରେନା, ବାଦିବାହାଲ ଓ ଭୂଇଁଖାର
Read More...