Daily Archives

ବାବାସାହେବ ଡ଼. ବି.ଆର. ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନ ପ୍ରଣେତା ବାବାସାହେବ ଡ଼. ଭୀମ ରାଓ ଆମ୍ବେଦକରଙ୍କ ମହାପ୍ରଣାୟ ଦିବସ ମଙ୍ଗଳବାର ବ୍ରହ୍ମପୁରରେ ପାଳିତ ହୋଇଯାଇଛି । ପ୍ରଭାତଫେରି ସାରି ଲାଞ୍ଜିପଲ୍ଲୀ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି
Read More...

ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ : ଡ୍ରାଇଭର୍ ଫେରାର୍

ବାସୁଦେବପୁର : ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରୁ ବେଧଡ଼କ ଭାବେ ଚାଲିଛି କୋଇଲା ଚୋରା ଚାଲାଣ । ବୁଧବାର ଭୋର୍ ସମୟରେ ବାସୁଦେବପୁର ଜାମୁଝାଡି ରାସ୍ତାର ସୁଲପାଟ ନିକଟରେ ଏକ ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ତେବେ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପିକଅପ୍
Read More...

ଦିବ୍ୟାଙ୍ଗଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧଶନ) : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରାଉରକେଲା ସ୍ଥିତ ଛେଣ୍ଡ ଠାରେ ପାଳିତ ହୋଇଯାଇଛି । ଆରଆରଆରସି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବସ ନ୍ୟାସନାଲ ଆଣ୍ଟି କରପସନ ଆଣ୍ଡ ହ୍ୟୁମାନ୍ ରାଇଟ କମିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଆଇନଜୀବୀ ସନ୍ତୋଷ ଭୂୟାଁ ଅତିଥି
Read More...

ହଷ୍ଟେଲ ମରାମତି ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଡିଡି କଲେଜ ଛାତ୍ର

କେନ୍ଦୁଝର : ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ବାଳକ ହଷ୍ଟେଲ ଛାତ୍ର । ବର୍ଷ ବର୍ଷ ଧରି ହଷ୍ଟେଲ ମରାମତି ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ପ୍ରତିକାର କରାଯାଉ ନଥିବା ଅଭିଯୋଗରେ ଶତାଧିକ ଛାତ୍ରମାନେ ବୁଧବାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରାଉ
Read More...

ମାନସିକତା ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଏସଆରଡ଼ି, ବ୍ରହ୍ମପୁର ଠାରେ ଅନୁଷ୍ଠିତ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଆୟୋଜନ କାର୍ଯ୍ୟକ୍ରମ ଉପରେ ଏକ ବିଶଦ ଆଲୋଚନା ରେଲୱେ ଇନ୍ସଟିଚ୍ୟୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମତୀ
Read More...

କବିତା : ଈର୍ଷା

ଦେବେନ୍ଦ୍ର ଲାଲ ଗୋଲାପ ଗଛରେ ଫୁଟି ଥିଲେଗୋଲାପି ରଙ୍ଗରଅନେକ ଗୋଲାପ ଫୁଲ ତା'ର ଅତି ନିକଟକୁଫୁଟି ଥିଲେକିଛି ଲାଲ୍ ମନ୍ଦାର ତା' ଠୁ କିଛି ହାତ ଦୂରେଫୁଟି ଖୁସି ଥିଲେହଳଦୀ ରଙ୍ଗରକିଛି ଗେଣ୍ଡୁ ଫୁଲ ପୁଣି, ସେଇ ଗେଣ୍ଡୁ ଗଛ ମୂଳେଫୁଟି ଥିଲେକିଛି ଈଷତ୍ ନୀଳ ରଙ୍ଗରଛୋଟ ଛୋଟ
Read More...

ଫିଫା ବିଶ୍ୱକପ୍‌ରେ ଟ୍ରଫି ଉନ୍ମୋଚନ ପାଇଁ ମନୋନୀତ ହେଲେ ଦୀପିକା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ । ଏସବୁ ନେଇ ଲାଇମଲାଇଟ୍‌ରେ ଥିବା ଦୀପିକାଙ୍କୁ
Read More...

ଇସିଆର୍‌ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳିତ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହ ଅନ୍ୟ
Read More...

ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ମୀରାବାଇ ଚାନୁ

କଲମ୍ବିଆ : ବିଶ୍ୱ ଚାମ୍ପିଅନସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ । କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପ୍‌ରେ ଭାରତ୍ତୋଳନରେ ଦେଶ ପାଇଁ ସେ ରୌପ୍ୟ ପଦକ ଜିତିଛନ୍ତି । ସେ ୨୦୦ କିଲୋଗ୍ରାମ ମିଶ୍ରିତ ଭାର ଉଠାଇ ଏହି ସଫଳତା ହାସଲ
Read More...

ବାବା ସାହେବଙ୍କ ମହାପ୍ରୟାଣ ଦିବସ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ସଦର ଗ୍ରାମ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ‘ସାବାସ’ ଅନୁଷ୍ଠାନ ପକ୍ଷରୁ ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବାବା ସାହେବଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ
Read More...