Daily Archives

ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଏଥିରେ ଦିବ୍ୟାଙ୍ଗଙ୍କ ଅଧିକାର
Read More...

ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବିଡିଓ ସୁଚରିତା ମୁଗ୍ରୀ, ବିଇଓ ତପିମଣି ଜାନୀ,
Read More...

ତୁରେକେଲାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପ୍ରତିବର୍ଷ ପରି ଚଳିତ ବର୍ଷ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀରଚରଣ ବିଶିଙ୍କ ସଭାପତିତ୍ୱରେ ଜଳନ୍ଧର ମହାକୁଡ, ସରପଞ୍ଚ
Read More...

ହାଇକୋର୍ଟ ବିଚାରପତିଙ୍କ ବ୍ରହ୍ମପୁର ଗସ୍ତ : କୋର୍ଟର ସୁରକ୍ଷା ଅନୁଧ୍ୟାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ହାଇକୋର୍ଟ ବିଚାରପତି ତଥା ଗଞ୍ଜାମ ପ୍ରୋଟକଲ ଜଜ ଡ.ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଶନିବାର ବ୍ରହ୍ମପୁର ଗସ୍ତରେ ଆସିଛନ୍ତି । ସେ ଏହି ଅବସରରେ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ସ୍ଥାପନ ହୋଇଥିବା ବ୍ୟାଙ୍କ ଏଟିଏମ୍‌ ଏବଂ ଚଲାପଥ କରିଡରକୁ ଉଦ୍‌ଘାଟନ୍‌
Read More...

ଗଞ୍ଜାମ ଜିଲ୍ଲାର ୩୮୬୦ ଜଣ ପାଇବେ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ହୋଇଥିବା ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲ୍ଲାର କଳାକାର ମାନେ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥି ସକାଶେ ସରକାରୀ ଭାବେ ତାଲିକା ପ୍ରସ୍ତୁତ ହୋଇସାରିଛି । ଗଞ୍ଜାମ
Read More...

ଚାଷୀ ଶୋଷଣ ନୀତିକୁ ନେଇ ଉଭୟ ସରକାର ସହ ଜିଲ୍ଲା ପ୍ରଶାସନକୁ ତାଗିଦ କଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଗତ କାହିଁ କେତେ ବର୍ଷରୁ ଚାଷ ଓ ଚାଷୀ ମଧ୍ୟରେ ଅନେକ ପ୍ରଶ୍ନ ଛିଡା ହେଉଥିବା ବେଳେ ପ୍ରାୟତଃ ସମୟରେ ଚାଷୀକୁଳ ହରଡ଼ଘଣାରେ ପଡି ଦୁର୍ଦ୍ଦିନରେ କାଳାତିପାତ କରିଆସୁଛି । କେତେବେଳେ ଚାଷ ସମ୍ବନ୍ଧୀୟ ସମସ୍ୟା ତ କେତେବେଳେ ଚାଷବାସର ଉଚିତ ପ୍ରାପ୍ୟ
Read More...

ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ଦେହାନ୍ତ

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଭୀର ଶୋକ ପ୍ରକାଶରାଜ୍ୟର ପୁରପଲ୍ଲୀର ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ବିୟୋଗରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଭୀର ଶୋକ
Read More...

ମେକ୍ ଇନ୍ ଓଡିଶା ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତି ଜିଲ୍ଲା ଫେଡେରେସନ ପାଇଁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠିବ୍ଲକ ଫେଡେରେସନକୁ ପଚାଶ ଲକ୍ଷ ପାଣ୍ଠିପଞ୍ଚାୟତ ସ୍ତରରେ ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ଓ ଅଫିସ ଘରସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଚାଲିଥିବା
Read More...

ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଇନ୍ଦିରା ନଗରର ଗିରଫ ଅଭିଯୁକ୍ତକୁ ନେଇ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଇନ୍ଦିରା ନଗରର ଗିରଫ ଅଭିଯୁକ୍ତକୁ ନେଇ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଛନ୍ତି ଏସ୍‌ଡ଼ିପିଓ ।
Read More...

ତୁରେକେଲା ହତ୍ୟାକାଣ୍ଡକୁ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ହତ୍ୟାକାଣ୍ଡକୁ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ଦେଇଛନ୍ତି ଏସ୍‌ପି ।
Read More...