Daily Archives

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁରରେ ଇକୋ ରିଟ୍ରିଟ ଉଦ୍‌ଘାଟିତ

ସମ୍ବଲପୁର : ସ୍ଥାନୀୟ ଜମାଦାରପାଲିଠାରେ ଲଗାତାର ତୃତୀୟ ବର୍ଷ ପାଇଁ ଇକୋ ରିଟ୍ରିଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ ଏହାର ଉଦ୍‌ଘାଟନ କରିଥିଲେ । ସମ୍ବଲପୁରରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଅନନ୍ୟା ଦାସ ଓ
Read More...

ପୁରୀରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ଆଧାରରେ ଚଳିତ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟର ବିଭିନ୍ନ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାତକୋଶିଆରେ ଇକୋ ରିଟ୍ରିଟ ଉଦ୍‌ଘାଟିତ

କଟକ : କଟକ ଜିଲ୍ଲା ବାଲିପୁଟ ନିକଟସ୍ଥ ସାତକୋଶିଆ ଠାରେ ଇକୋ ରିଟ୍ରିଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ବ୍ୟବସ୍ଥାରେ ଏହାର ଶୁଭାରମ୍ଭ କରିଛନ୍ତି । ଫେବୃଆରୀ ୧୫ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଇକୋ ରିଟ୍ରିଟରେ ଏଥର ୨୭ଟି କଟେଜ ବ୍ୟବସ୍ଥା
Read More...

୯ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରାରେ ୯ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ ସରପଂଚ ସଂଘ ଉପସଭାନେତ୍ରୀ କମିରା ସରପଞ୍ଚ ଅନୁଶୟା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ ।
Read More...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ : ପ୍ରଥମ ଦିନରେ ୨୧ଟି ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ - ୨୦୨୨କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଗୁରୁବାର ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ
Read More...

ମୁଇଁ ଆର୍ ସମିଆଁ

ସୁଜିତ କୁମାର ସତପଥି ଯିମି ଯିମି ସେ କହେଲାରହ ରହ ମୁଇଁ କହେଲିଁଯିମି ଯିମି ମୁଇଁ କହେଲିଁରହ ରହ ସେ କହେଲା । ଦୁହେକେ ଦୁହେ ଜାନି ନାଇଁ ପାର୍‌ଲୁଁକିଏ ଯିବା କିଏ ଥିବା ଯେକିଏ କାହାକେ ପଚ୍‌ରାବା ଆର୍କିଏ କାହାକେ ଜବାବ୍‌ ଦେବା ଯେ । ମୁଇଁ ଆର୍ ସମିଆଁ ହେନ୍‌ତା ନକେଭେ ଏକ୍
Read More...

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ
Read More...

ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଯୁକ୍ତ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପରିବାର ମଙ୍ଗଳ ଯୋଜନା, ବ୍ଲକ ଅଞ୍ଚଳର ବିଭିନ୍ନ ଗାଁର ଉନ୍ନତି କାର୍ଯ୍ୟ ଗୁଡ଼ିକ ଉପରେ ତଦନ୍ତ
Read More...

ବିଦ୍ୟାଳୟର ଅନ୍ତେବାସୀଙ୍କୁ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳର ମିଶନ ଶକ୍ତି ପକ୍ଷରୁ ସ୍ୱୀକୃତିପ୍ରାପ୍ତ ୧୦ଟି ମହିଳା ଗୋଷ୍ଠୀର ମହିଳାମାନେ ବିଭିନ୍ନ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ଗାଡ଼ିରେ ପନିପରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଖାଦ୍ୟ ସାମଗ୍ରୀ ମଧ୍ୟ୍ୟରେ
Read More...

ଧର୍ମ ପରାୟଣା ଦୁଲାରୀ ଦେବୀ କେଜ୍ରିୱାଲଙ୍କ ଦେହାନ୍ତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ହିନ୍ଦୁସ୍ଥାନ ସିଡ୍‌ସ ଗୃପ ଅଫ୍‌ କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବାର୍‌ ଏସୋସିଏସନ୍‌ର ସାଧାରଣ ସମ୍ପାଦକ ଜଣାଶୁଣା ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର କେଜ୍ରିୱାଲଙ୍କ ଧର୍ମପତ୍ନୀ ଧର୍ମ ପରାୟଣା ଦୁଲାରୀ ଦେବୀ(୭୪)ଙ୍କ ଆଜି ଦେହାନ୍ତ ହୋଇଯାଇଛି ।
Read More...