Daily Archives

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯଶିପୁର ତହସିଲ କର୍ମଚାରୀ

ଯଶିପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯଶିପୁର ତହସିଲ କର୍ମଚାରୀ । ଜମିଜମା କାମରେ ତହସିଲ ଅଫିସର କିରାଣୀ ଭାର୍ଗବ ମହାକୁଡ଼ ଜଣେ ଲୋକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟରେ ଥିବା ଖଡ଼ିଆ ମାଙ୍କଡିଆ ଅଫିସ ପାଖରେ
Read More...

୪୫ ଲକ୍ଷ ଟଙ୍କାର ସିରପ୍‌ ଜବତ, ଦୁଇ ଗିରଫ

ଚୌଦ୍ୱାର : ଟାଙ୍ଗୀ ଥାନା ସାନସର୍ଦ୍ଦୋଳା ନିକଟସ୍ଥ ବ୍ରାହ୍ମଣଭୋଗ ଗ୍ରାମରେ ଚଢଉ କରି ପୁଲିସ ୨୬୨ ପେଟିରେ ଥିବା ଲାବରେଟ୍‌ କମ୍ପାନୀର ୨୫ ହଜାର ୯୨୦ ଏସ୍‌କଫ୍‌ (କୋଡାଇନ୍‌) ସିରପ୍‌ ସହ ୮ ଶହ ନାଇଟ୍ରୋସେନ୍‌ (୧୦ ଏମ.ଜି) ଟାବଲେଟ୍‌ ଜବତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ମୁଖ୍ୟ
Read More...

ଘୋଡାଗାଡି ଜଙ୍ଗଲରୁ ଦନ୍ତାହାତୀ ମୃତଦେହ ଠାବ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ୍ ରାମିଆଗୁଡା ଖେସରା ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ଖବର ମିଳିଛି । ହାତୀଟିକୁ କେହି ଗୁଳି କରି ମାରିଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ
Read More...

ବିଶ୍ୱ ଏଡ୍‌ସ ଦିବସରେ ବ୍ରହ୍ମପୁର ଆଇଟିଆଇ ପରିସରରେ ବିଶାଳ ରେଡ୍‌ ରିବନ୍‌ ଆକୃତିର ମାନବଶୃଙ୍ଖଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟ ନେଇ ବିଶ୍ୱ ଏଡ୍‌ସ ଦିବସରେ ବ୍ରହ୍ମପୁର ଆଇଟିଆଇ ପରିସରରେ ବିଶାଳ ରେଡ୍‌ ରିବନ୍‌ ଆକୃତିର ମାନବଶୃଙ୍ଖଳ କରାଯାଇଛି । ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ମାନବଶୃଙ୍ଖଳ ହୋଇଥିଲା ।
Read More...

କଳାହାଣ୍ଡି ବଞ୍ଜରା ସମାଜ ତରଫରୁ ଭୋଲେଶ୍ୱର୍ ନାଏକଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ

କୋକସରା : କଳାହାଣ୍ଡି ବଞ୍ଜରା ସମାଜ ତରଫରୁ ଭୋଲେଶ୍ୱର ନାଏକଙ୍କ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ସହ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପି.ଏଚ.ଡି ପାଇଥିବାରୁ ସାମାଜିକ କର୍ମକର୍ତ୍ତାଙ୍କ ପକ୍ଷରୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି । ଭୋଲେଶ୍ୱର ବଡ ପୁଝାରିଗୁଡା ଉଚ୍ଚ ବିଦ୍ୟାଳୟରେ ୨୦୧୫
Read More...

ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା : ୮ ଦଫା ଦାବୀ ପ୍ରଦାନ

ରାଇରଙ୍ଗପୁର : ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାରକର୍ସ ଆସୋସିଏସନ ସଂଲଗ୍ନ ଭାରତୀୟ ମଜଦୂର ସଙ୍ଘ ତରଫରୁ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆଠ ଦଫା ଦାବୀ ନେଇ ରାଇରଙ୍ଗପୁର ଏକଜୁଟ ହେଲେ ବାମାନଘାଟି ଉପଖଣ୍ଡ ଓ ପାଞ୍ଚପିଢ଼ ଉପଖଣ୍ଡର ତେର ଶହ ଅଙ୍ଗନବାଡି
Read More...

ବଲାଙ୍ଗିର ଜିଲ୍ଲାରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସଚେତନତା ରଥ ମାଧ୍ୟମରେ ଆଇନ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କରେ
Read More...

ପୁରୀ ଜିଲ୍ଲାରେ ବିଶ୍ୱ ଏଡ୍‌ସ ଦିବସ ଉପଲକ୍ଷେ ରାଲି, କୁଇଜ୍ ଓ ରକ୍ତଦାନ ଶିବିର

ପୁରୀ : ଜିଲ୍ଲା ପ୍ରଶାସନ, ଶ୍ରୀଜଗନ୍ନାଥ ମେଡିକାଲ କଲେଜ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମିଳିତ ସହଯୋଗରେ ବାଲିଗୁଆଳିସ୍ଥ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ବିଶ୍ଵ ଏଡ୍‌ସ ଦିବସ ପାଳନ ଉତ୍ସବକୁ କଲେଜର ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ମାୟା ପାଢ଼ୀ, ସୁପରିଟେଣ୍ଡେଣ୍ଟ ପ୍ରଫେସର କୌଶିକ
Read More...

ଗମ୍ଭାରୀଗୁଡାରେ ଧାନ ମଣ୍ଡି ଉଦ୍‌ଘାଟନ କଲେ ବ୍ଲକ ଉପାଧ୍ୟକ୍ଷ

କୋକସରା : କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ୨୫ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲା । ଶୁକ୍ରବାର କୋକସରା ବ୍ଲକ ଲଡୁଗାଁ ପେକ୍ସ ଅଧୀନରେ ଥିବା ଗମ୍ଭାରୀଗୁଡା ସବ୍ ମଣ୍ଡିକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉଦ୍‌ଘାଟନ କରିଛନ୍ତି ।
Read More...

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍‌ରେ ପୁଣି ଆରମ୍ଭ ହୋଇଥିବା 'ମୋ ବସ୍‌' ସେବାକୁ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି
Read More...