Daily Archives

ବିଶ୍ୱ ହୃତପିଣ୍ଡ ପୁନଃ-ସଞ୍ଚାଳନ ଦିବସ ପାଳିତ

• ୨୦୩୦ ମସିହା ସୁଦ୍ଧା ଭାରତରେ ହୃତପିଣ୍ଡଜନିତ ମୃତ୍ୟୁ ବିଶ୍ୱରେ ସର୍ବାଧିକ ହେବ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏ.ଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ କେୟାର ହସ୍ପିଟାଲ ଏବଂ ଭୁବନେଶ୍ୱର ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରମସନ
Read More...

ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ପାଣିଟାଙ୍କି କୁଣ୍ଡ ଏବଂ ପାଣି ରହୁଥିବା
Read More...

ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସରେ ପରିବେଶ ସଚେତନତା ବାର୍ତ୍ତା ସହ ବୃକ୍ଷ ରୋପଣ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଶିକ୍ଷାର୍ଥୀ ଓ ବିଶ୍ୱ ହାତଧୁଆ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ତଥା 'ଗଛ ହସିଲେ ଜଗତ ହସେ' ପୁସ୍ତକର ସ୍ରଷ୍ଟା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ସରକାରୀ ପ୍ରୋଜେକ୍ଟ ଉଚ୍ଚ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ
Read More...

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ କୋଶଲ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲରେ ବନ୍ଦ ପାଳନ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବୀରେ ସୋମବାର କୋଶଳ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲରେ ବନ୍ଦ ପାଳନ କରାଯାଇଛି । ଏହି
Read More...

୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ କଳାକାର ଚୟନ ହେବ । ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ଗ୍ରହଣ କରଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇ ଉକ୍ତ
Read More...

ମହାସମାରୋହରେ ଅନୁଷ୍ଠିତ ହେଲା ପଞ୍ଚଦଶ ହେମନ୍ତ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାର ପ୍ରଖ୍ୟାତ କଳା ସଂସ୍କୃତି ଅନୁଷ୍ଠାନ 'ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ 'ର ପଞ୍ଚଦଶ ହେମନ୍ତ ମହୋତ୍ସବ ମହାସମାରୋହରେ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଉପଲକ୍ଷେ ପୂର୍ବରୁ ସେକ୍ଟର ୧ ସ୍ଥିତ ଏକାଡେମୀ
Read More...

ଦ୍ଵିତୀୟ ପର୍ଯ୍ୟାୟ ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର ଦ୍ଵିତୀୟ ପର୍ଯ୍ୟାୟ ସୋମବାର ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ଅଜିତ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ଚକ୍ଷୁ ବିଶେଷଜ୍ଞ ଡାକ୍ତର
Read More...

ଛତ୍ରପୁରଠାରେ ଦୁଇଦିନିଆ ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନିଷ୍ଟାଡିୟମରେ ସଂଗଠିତ ଦୁଇଦିନିଆ ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଯାହାକି ଶନିବାର ଦିନ ଅନୁଷ୍ଠିତ ଏହି ଦୁଇଦିନିଆ ମ୍ୟାଚକୁ ଛତ୍ରପୁର
Read More...