Monthly Archives

September 2022

ଆଜି ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି
Read More...

ଗାଡି ସାର୍ଭିସିଂ କରିବାକୁ ଆସି ବିଜାଖମନ ନିକଟସ୍ଥ ବନଦୁର୍ଗା ଢାବା ନିକଟରେ ଦୁର୍ଘଟଣା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରକୁ ଗାଡି ସାର୍ଭିସିଂ କରିବାକୁ ଆସି ସ୍ଥାନୀୟ ବିଜାଖମନ ନିକଟସ୍ଥ ବନଦୁର୍ଗା ଢାବା ନିକଟରେ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ୨ ଜଣ ବ୍ୟକ୍ତି ହେଲେ ତୁଷୁରା ଅଂଚଳର
Read More...

ବିଜାଖମନ ନିକଟରୁ ପୌର ସଫେଇ କର୍ମଚାରୀ କିନ୍ନର ଅଷ୍ଟମୀ ବକୁଳଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜାଖମନ ସ୍ଥିତ ଡମ୍ପିଂ ୟାର୍ଡ ନିକଟରେ ପୌର ସଫେଇ କର୍ମଚାରୀ କିନ୍ନର ଅଷ୍ଟମୀ ବକୁଳଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ହତ୍ୟାର ଶିକାର ହୋଇଥିବା କିନ୍ନର ଅଷ୍ଟମୀ ବକୁଳ ସହରର
Read More...

ବଡ଼ଖେମୁଣ୍ଡି ମହାରାଜା ଗଜପତି କୃପାମୟ ଅନଙ୍ଗଭୀମ ଦେବଙ୍କ ୧୦୦ତମ ତିରୋଧାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରରେ ଅବସ୍ଥିତ ଉତ୍କଳ ଆଶ୍ରମ ଠାରେ 'ନ୍ୟାସ' ତରଫରୁ ଶନିବାର ଉତ୍କଳ ଆଶ୍ରମର ପ୍ରତିଷ୍ଠାତା ତତ୍କାଳୀନ ବଡ଼ଖେମୁଣ୍ଡି ମହାରାଜା ଗଜପତି କୃପାମୟ ଅନଙ୍ଗଭୀମ ଦେବଙ୍କ ଶହେତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏଠାରେ ସ୍ମରଣଯୋଗ୍ୟ
Read More...

ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଅଜୁ ନାଏକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ଅଜୁ ନାଏକ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହାରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରରେ ଟ୍ରେନିଂ କରି କୃଷି ବିଭାଗ
Read More...

ସୋନପୁର ମହାବିଦ୍ୟାଳୟରେ ପ୍ରବେଶ ଉତ୍ସବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟ ପରିସରରେ ନବାଗତ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ନୀତି
Read More...

ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଦଳାଠାରେ ଶନିବାର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ଦିବ୍ୟଜୀବନ ସଂଘ ଶାଖା ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରାତଃକାଳୀନ ନଗର ସଂକୀର୍ତ୍ତନ, ଗୀତାପାଠ,
Read More...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ଵାରା ଜାମୁଣ୍ଡା ଜଙ୍ଗଲ ଗ୍ରାମର ରାହାସବାଡି ଉଦ୍‌ଘାଟିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା, ଅନୁଗୋଳ ଜିଲ୍ଲାର ଜାମୁଣ୍ଡା ଜଙ୍ଗଲ ଗ୍ରାମର ରାହାସବାଡି କେନ୍ଦ୍ର ଉଦ୍‌ଘାଟନ ଅବସରରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଜାମୁଣ୍ଡା ଜଙ୍ଗଲ ଗ୍ରାମ୍ୟ କମିଟି ସଭାପତି ନରୋତ୍ତମ
Read More...

ସ୍ୱୀକୁ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱୀକୁ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ । ତେବେ ସ୍ୱାମୀଙ୍କୁ ଆନ୍ଧ୍ରପ୍ରଦେଶ କାକିନାଡା ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫
Read More...

ମୃତକଙ୍କ ପରିବାରକୁ ସହାୟତା କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ଗଞ୍ଜାବାହାଲ ଗାଁରେ ଗତ କିଛି ଦିନ ତଳେ ସାପ କାମୁଡାରେ ଜଣେ ୩ ବର୍ଷର ଶିଶୁ କନ୍ୟା ରୂପାଲି ସଗରିଆର ଜୀବନ ଯାଇଥିଲା । ମୃତକଙ୍କ ପରିବାର ଦୁଃଖରେ
Read More...