Monthly Archives

September 2022

କୋଶଳ ରାଜ୍ୟ ଗଠନ ପାଇଁ ବନ୍ଦ ଡାକରା : ଅତାବିରା କୋଶଳସେନା ଦ୍ୱାରା ଜାତୀୟ ରାଜପଥ ଅଚଳ

ରେଙ୍ଗାଲିକ୍ୟାମ୍ପ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବୀରେ ଆଜି କୋଶଳ ସେନା ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଅତାବିରା କୋଶଳ ସେନାର ଜିଲ୍ଲା ସମ୍ପାଦକ ବିରବଲ୍ ମହାକୁରଙ୍କ ଆହ୍ୱାନ କ୍ରମେ ହୋଇଥିବା ଏହି ବନ୍ଦ ଡାକରାକୁ ଅତାବିରା କୋଶଳ ସେନା ସଂଗଠନର ସଂଯୋଜକ ରମଣୀ ଦନ୍ତାଙ୍କ
Read More...

ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ଭେଟି ପର୍ବ ପାଳିତ

ସୁଆଣ୍ଡୋ : ପୁରୀ ଜିଲ୍ଲାର ବୈଷ୍ଣବ କ୍ଷେତ୍ର ଭାବେ ଜଣାଶୁଣା ସାକ୍ଷୀଗୋପଳ ମନ୍ଦିରରେ ଶ୍ରୀ ସାକ୍ଷୀ ଗୋପୀନାଥଙ୍କ ସୁନିଆଁ ପର୍ବ ବୁଧବାର ପାଳିତ ହୋଇଯାଇଛି । ଦୈନନ୍ଦିନ ଦେବନୀତି କରାଯିବା ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦରେ
Read More...

ରୋଗୀ କଲ୍ୟାଣ ସମିତିର ସାଧାରଣ ପରିଷଦ ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ବୁଧବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାର୍ଷିକ ବଜେଟ୍‍, ରୋଗୀଙ୍କ ସମସ୍ୟା ସହିତ ଷ୍ଟାଫ
Read More...

ବିନିକାରେ କୋଶଳ ମହାବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମର୍ଥନ

ବିନିକା : ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ନେଇ କୋଶଳ ସେନା ଓ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଦିଆଯାଇଥିବା କୋଶଳାଞ୍ଚଳରେ ମହାବନ୍ଦ ଡାକରାକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ବିପୁଳ ଜନ ସମର୍ଥନ ମିଳିଛି । ଏହି ୧୨ ଘଣ୍ଟିଆ ମହାବନ୍ଦକୁ ସବୁଠି ବିପୁଳ ସମର୍ଥନ ମିଳିଥିବା
Read More...

ସାନଫ୍ରାନ୍ସିସ୍କୋ ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ୍

ଭାରତୀୟ ଷ୍ଟାର୍ଟଅପ୍, ଆମେରିକୀୟ ନିବେଶକ ଏବଂ ଅଗ୍ରଣୀ ଷ୍ଟାର୍ଟଅପ୍ ଅଂଶୀଦାରଙ୍କୁ ସଂଯୁକ୍ତ କରିବ ଏହି ସେତୁସେତୁ ପାଣ୍ଠି ସଂଗ୍ରହ, ବଜାର ପହଂଚ ଏବଂ ବ୍ୟବସାୟୀକରଣ ଭଳି ବିଭିନ୍ନ କ୍ଷେତ୍ର ଗୁଡିକରେ ଷ୍ଟାର୍ଟଅପ୍ ଗୁଡିକୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବଆମେରିକୀୟ ଷ୍ଟାର୍ଟଅପ୍ ଏବଂ
Read More...

ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ୍ ଫର ରାଇଜିଂ ଇଣ୍ଡିଆ)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

● ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ; ଏଥିରେ ପ୍ରଦର୍ଶିତ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ● ଉନ୍ନତ ଭିତ୍ତିଭୂମି, ଅଭିନବ ଶିକ୍ଷାଦାନ ବ୍ୟବସ୍ଥା ଏବଂ ପ୍ରଯୁକ୍ତି ମାଧ୍ୟମରେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ଆଦର୍ଶ
Read More...

ଓଡିଆ ଭାଷା ବିକାଶ ମଞ୍ଚର କବି ବିନୋଦଚନ୍ଦ୍ର ନାୟକ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ସ୍ଥିତ ଡିଭାଇନ ଲାଇଫର ମିଳିତ ଆନୁକୂଲ୍ୟରେ ଗ୍ରାମପଥର କବି ବିନୋଦଚନ୍ଦ୍ର ନାୟକଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା
Read More...

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ୟରଂଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲାର ବାର୍ଷିକୋତ୍ସବ ୨୦୨୨ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ଦିନ ଦିବା ୧୦ଘଟିକା ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସାହିତ୍ୟ ଘର
Read More...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀରେ ପଦ୍ମପୁର ଉପଖଣ୍ଡ ବନ୍ଦ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳ ସେବା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ ଆଦି ଅଞ୍ଚଳର ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାର ଅଫିସ
Read More...

କୋଶଲ ରାଜ୍ୟ ଦାବୀ ନେଇ ମହାବନ୍ଦ ଡାକରା : ଶାନ୍ତି ଶୃଙ୍ଖଳାର ସହ କଂଟାବାଂଜି ଓ ତୁରେକେଲାରେ ବନ୍ଦ ସଫଳ

କଂଟାବାଂଜି, (ଗୁରୁଦୟାଲ ହଂସ) : କୋଶଲ ମୁକ୍ତି ମୋର୍ଚ୍ଚା ଏବଂ କୋଶଲ ସେନାର ଆହ୍ୱାନକ୍ରମେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ପରିପ୍ରେକ୍ଷୀରେ କଂଟାବାଂଜି ସହର ଏବଂ ତୁରେକେଲା ବ୍ଲକ ସଦର ମହକୁମାରେ ବୁଧବାର ଦିନ ବନ୍ଦ ପାଳିତ ହୋଇଯାଇଛି । କଂଟାବାଂଜି ସହରରେ ସକାଳ ପ୍ରାୟ ୬ ଘଂଟାରୁ ବନ୍ଦ ପାଳନ
Read More...