ଅଜଣା ଗାଡି ଧକ୍କାରେ ୬ ଗୋରୁ ମୃତ
ଖୋର୍ଦ୍ଧା : ଅଜଣା ଗାଡି ଧକ୍କାରେ ୬ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ସହର ନିକଟ ଶରଧାପୁର ଗ୍ରାମ ଦେଇ ଯାଇଥିବା ୫୭ ନମ୍ଵର ଜାତୀୟ ରାଜପଥ ଉପରେ ଆଜି ସକାଳୁ ପ୍ରାୟ ୬ଟି ଗୋରୁ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଗୋରୁ!-->…
Read More...
Read More...