tur
Daily Archives

ନବରଙ୍ଗପୁର ଜିଲ୍ଲାରେ ଅହିଂସା ରଥକୁ ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ, ବିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ନନ୍ଦାହାଣ୍ଡି ବ୍ଲକ୍‌ରେ ଛାତ୍ରଛାତ୍ରୀମାନେ ହାତରେ
Read More...

ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ । ଜିଲ୍ଲାର ଠାକୁରମୁଣ୍ଡା, କରଞ୍ଜିଆ ଓ କପ୍ତିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଓ ସାଧାରଣ ଜନତାଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି ଦୁଇଟି ଅହିଂସା ରଥକୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୫୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭ ଜଣ
Read More...

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌ ୮ର ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ କିଛି ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ପ୍ରଥମେ ଗୁରୁତର ହୋଇଥିବା ବେ​‌ଳେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Read More...

କ୍ରୀଡା ଦେଇଛି ଓଡିଶାକୁ ନୂଆ ପରିଚୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରଚେଷ୍ଟାରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ଗୌରବମୟ ପରିଚୟ ସୃଷ୍ଟି ହେଉଛି । ବହୁ ଅନ୍ତର୍ଜାତୀୟମାନର ପ୍ରତିଯୋଗିତାର ସଫଳ ଆୟୋଜନ ଏବଂ
Read More...

ଯବାନଙ୍କ ରଣ ହୁଙ୍କାର, ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ବୁଲୁଛନ୍ତି

ନୂଆପଡା, (ନିରାକାର ମେହେର) : ଯବାନ ଜଣକ ଟାଙ୍ଗିଆ ଧରି ରାସ୍ତାରେ ପଇଁନ୍ତରା ମାରୁଛନ୍ତି । କୌଣସି ସୀମାନ୍ତ ଅଞ୍ଚଳରେ ପହରା ଦେଉନାହାନ୍ତି ଏହି ଯବାନ ଜଣକ । ବରଂ ଛୁଟିରେ ନିଜ ଗାଁକୁ ଆସି ଗାଁ ଦାଣ୍ଡରେ ଏଭଳି ପଇଁତରା ମାରୁଛନ୍ତି । ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାହାକୁ
Read More...

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ,…

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଗୁରୁକୂଳ କଳ୍ପତରୁ ସେବାଶ୍ରମ ଠାରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ, ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ପୌରାହିତ୍ୟରେ
Read More...

ସତୀଶ ମିଶ୍ର ବରଗଡ ଆସୁଛନ୍ତି

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଜଣେ ସୁନାମଧନ୍ୟ ସାମ୍ବାଦିକ, ସ୍ତମ୍ଭକାର ଭାବରେ ସତୀଶ ମିଶ୍ରଙ୍କ ପରିଚୟ ରହିଛି । ଆଗାମୀ ସେପ୍ଟେମ୍ବର ୧୨ ତାରିଖ ସତୀଶ ମିଶ୍ର ବରଗଡ଼ ଆସୁଛନ୍ତି । ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଶାନ୍ତନୁ ବିଶ୍ଵାଳଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବରଗଡ଼
Read More...

ବିଦେଶକୁ ରପ୍ତାନୀ କରାଯିବ ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ଚାଲିଥିବା ପୁରୀ ଜିଲ୍ଲା ଗୋପବ୍ଲକ ଅର୍ନ୍ତଗତ ମହଲପଡାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ 'ସମ୍ପର୍କ' କାର୍ଯ୍ୟାଳୟର ସୁକ୍ଷ୍ମ କଳା କାରୁକାର୍ଯ୍ୟ ନିର୍ମିତ ପଥର ବିଦେଶକୁ ରପ୍ତାନୀ
Read More...

ରେଡକ୍ରସ୍‌ ପକ୍ଷରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରବର୍ତ୍ତୀ ସଂକ୍ରମଣ ଜନିତ ଓ କୋଭିଡର ଭୟାବହତାରୁ ରକ୍ଷା ପାଇବା ପାଇଁ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟଶାଖା ଦ୍ୱାରା ପ୍ରଦାନ କରାଯାଇଥିବା ଲାଇଫବୟ ସାବୁନ ଗତକାଲି ଗାଦିବ୍ରହ୍ମ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଦ୍ୱାରା ଡେଲାଙ୍ଗ
Read More...