Daily Archives

ଠାକୁରାଣୀ ମନ୍ଦିର କାନ୍ଥ କଣା କରି ହୁଣ୍ଡି ଲୁଟି ନେଲେ ଦୁର୍ବୃତ୍ତ

ସାନଖେମୁଣ୍ଡି : ପୁଣି ଥରେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡିପେଣ୍ଠ ଠାକୁରାଣୀ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହେବା ଘଟଣା ସାମ୍ନାକୁ ଆସିଛି । ମନ୍ଦିରର କାନ୍ଥ ଭାଙ୍ଗି ଦାନ ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ଚୋରି କରି ନେଇଛନ୍ତି
Read More...

ଟିପିସିଓଡିଏଲ୍‌ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ 'ଟିପିସିଓଡିଏଲ୍‌-ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ସ୍ଥାପନ କରାଯାଇଛି । ଏପରିକି ସ୍ଥାନୀୟ ଗଜପତିନଗର ନିକଟସ୍ଥ ସୈନିକ
Read More...

ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ବଜାରରୁ ଘରକୁ ଫେରିବା ବେଳେ ଅଘଟଣ

ସୋର : ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ବାଲେଶ୍ୱର ଔପଦା ବ୍ଲକ ଫତେପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଶାଖାର କିରାଣୀ ଅନିରୁଦ୍ଧ ମହାନ୍ତିଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଖବର ଅନୁଯାୟୀ, ରବିବାର ସନ୍ଧ୍ୟାରେ ସେ ସ୍ଥାନୀୟ ବଜାରୁ ଫତେପୁର ଡିମିରଚୁଆରେ ରହୁଥିବା ଭଡ଼ାଘରକୁ
Read More...

ଦୟାନନ୍ଦ ପ୍ଲେ ସ୍କୁଲରେ ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗୁରୁଦିବସ । ଏହି ଅବସରରେ ସ୍ଥାନୀୟ ପେଲେସ ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲର ପ୍ରିନ୍ସିପଲ୍‌ଙ୍କ ଉପସ୍ଥିତିରେ ସ୍କୁଲର ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଗୁରୁଦିବସ ପାଳିତ ହୋଇଥିବା ବେଳେ ସମସ୍ତ
Read More...

ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ସୋର : ବାଲେଶ୍ବର ବାହାନଗା ବ୍ଲକ ନୂଆପୁର ସରପଞ୍ଚ ଅଟଳ ବିହାରୀ ରାଉତଙ୍କ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାତିରେ ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଅଟଳ ବିହାରୀ ରାଉତଙ୍କ ମୁଣ୍ଡ ଏବଂ କାନ୍ଧରେ
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଯାଜପୁର : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତରଜଣଙ୍କ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ରାଇଛନ୍ଦା (ତୋଟାସାହି) ଗ୍ରାମର ବଟକୃଷ୍ଣ ସାହୁ (୭୦) । ସୂଚନା ଅନୁସାରେ ସେ ଶୌଚ ପାଇଁ ଯାଇଥିବା ବେଳେ ବଳରାମପୁର ଜୁନିଅର କଲେଜ ଆଗରେ ତାଙ୍କୁ ଭାଲୁ ଆକ୍ରମଣ
Read More...

ଓଡ଼ିଶା ଜଗରନଟ୍ସ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ୧ କୋଟି ଟଙ୍କା ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଦ୍‌ଘାଟନୀ ଅଲ୍ଟିମେଟ୍‌ ଖୋ ଖୋ ଲିଗ୍‌ ଜିତି ଇତିହାସ ସୃଷ୍ଟି କରିଥିବା ଓଡ଼ିଶା ଜଗରନଟ୍ସ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ସଫଳତା ହାସଲ କରିଥିବାରୁ ବିଜୟୀ ଦଳ ପାଇଁ ସେ ୧ କୋଟି ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା
Read More...

ସ୍ମାର୍ଟ ୱାଚ୍‌ କିଣିବାକୁ ଯାଇ ସାଇବର ଠକଙ୍କ ଜାଲରେ ପଡିଲେ ଛାତ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ରହି ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ସ୍ମାର୍ଟ ଓ୍ବାଚ୍‌ କିଣିବାକୁ ଯାଇ ସାଇବର ଠକଙ୍କ ଜାଲରେ ପଡିଥିବା ଜଣାପଡିଛି । ସାଇବର ଠକମାନେ ତାଙ୍କଠାରୁ ୭୮ ହଜାର ଟଙ୍କା ଚଳୁ କରିଦେଇଛନ୍ତି । ଠକେଇର ଶିକାର ଛାତ୍ର ଜଣକ ହେଲେ
Read More...

ଗଣେଶ ଭସାଣିକୁ ନେଇ ଗଣ୍ଡଗୋଳ : ୮ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଣେଶ ଭସାଣିକୁ ନେଇ ରାଜଧାନୀର ଦୁଇଟି ସ୍ଥାନରେ ଗଣ୍ଡଗୋଳ ହୋଇଛି । ଏହି ଘଟଣାରେ କମିସନରେଟ୍ ପୁଲିସ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ, ବେଗୁନିଆର ବଟକୃଷ୍ଣ ପାଣି, ଅଜିତ ରଂଜନ ପାତ୍ର ଓ ରମାକାନ୍ତ ପାତ୍ର, ପୁରୀ ସତ୍ୟବାଦୀର ଚିତ୍ତରଂଜନ
Read More...

ରେଳ ଉପୋଭକ୍ତା ସଂଘର ପ୍ରେସ ବିଜ୍ଞପ୍ତି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଓ ବଲାଙ୍ଗିର ରେଳ ଷ୍ଟେସନର ସମାନ ସମସ୍ୟାର ସମାଧାନ କରାଯିବା ପାଇଁ ଉଭୟ ରେଳ ଉପଭୋକ୍ତା ସଂଘର ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଗତ ରବିବାର ଦିନ ଏହି କମିଟିର ସଦସ୍ୟମାନେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ
Read More...