Daily Archives

ଗଣ୍ତାବାହାଲିରେ ନୂଆଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ

ଗଣ୍ଡାବାହାଲି, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ଗଣ୍ତାବାହାଲିଠାରେ ନୂଆଖାଇ ଭେଟ୍‌ଘାଟ୍‌ ବହୁ ଆଡମ୍ବର ସହକାରେ ମହାସମାରୋହରେ ପାଳିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ୟାବିନେଟ ମନ୍ତ୍ରୀ ଯୋଜନା ଓ ସମନ୍ୱୟ ବିଭାଗ ଓଡ଼ିଶା
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ଡ଼. ବାଞ୍ଛାନିଧି ପଣ୍ଡା (ବିଦ୍ୱତ ପରିଷଦ ପ୍ରାନ୍ତ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ଆରମ୍ଭ ହୋଇଯାଇଛି । ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ଚାଲିଛି ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ
Read More...

ଆଜି ପବିତ୍ର ଗୁରୁଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଗୁରୁ ଦିବସ । ଗୁରୁ ଅର୍ଥ ଅନ୍ଧକାରମୟ ଜୀବନରେ ଆଲୋକ । ଗୁରୁ ବିନା ସମସ୍ତ ସଂସାର ଅର୍ଥ ହୀନ । ଶିଶୁଟିଏ ଜନ୍ମ ନେବା ପରେ ହିଁ ତାର ଶିକ୍ଷା ଆରମ୍ଭ ହୋଇଯାଏ । ଆମ ପ୍ରଥମ ଗୁରୁ ଆମ ମା’ ଓ ବାପା ଅଟନ୍ତି । ପରେ ଆମେ ଆମ ଗୁରୁଜନ ତଥା ଆମ ଶିକ୍ଷକ
Read More...

ଛତାପିପଲ ଗ୍ରାମରେ ଯୁବକର ଆତଙ୍କରାଜ : ଏଫ୍ଆଇଆର୍ ରଖିଲାନି ପୁଇଁତଲା ଥାନା, ଗ୍ରାମବାସୀ ଉତ୍ତେଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଛତା ପିପଲ ଗ୍ରାମରେ ବିଗତ କିଛ ଦିନ ହେଲା ରାକେଶ ମହାକୁର ନାମକ ଜଣେ ଯୁବକ ଆତଙ୍କରାଜ ଚଳାଇଛି । ଟାଙ୍ଗି ଓ ଭୁଜାଲି ଧରି ଗାଁ ସାରା ବୁଲି ସମସ୍ତଙ୍କୁ ମରିଦେବ ବୋଲି ଧମକ ଦେଉଛି । ତା'ଛଡା ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଉକ୍ତ
Read More...

କାନାଡାରେ ନୂଆଁଖାଇ ପାଳିତ

ସମ୍ବଲପୁର : କାନାଡାର ଟୋରୋଣ୍ଟୋ ସହରରେ ପାଳିତ ହୋଇଛି ନୂଆଁଖାଇ ପର୍ବ । ଟୋରୋଣ୍ଟୋରେ ରହୁଥିବା ଓଡିଆ ପରିବାର ମାନେ ପ୍ରତି ବର୍ଷ ନୂଆଁଖାଇ ପର୍ବ ଖୁବ ଧୁମାଧାମରେ ପାଳନ କରୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଅଧିଷ୍ଠାତ୍ରୀ ଦେବୀ ମା'
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦେବଗଡ଼ : ଦେବଗଡ଼ ଥାନା ଓ ବାରକୋଟ ବ୍ଲକ କାଲକାଠ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ରୁ ହୋଇଥିବା ଖବର ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଫଟାଟାଙ୍ଗର୍ ଗାଁର ଯସ୍ମିନ୍ କୁଜୁର୍(୬୨) । ସୂଚନାନୁଯାୟୀ, ଫଟାଟାଙ୍ଗର୍ ଗାଁର ଯସ୍ମିନ୍ କୁଜୁର୍ ସୋମବାର ସକାଳେ ଜମିକୁ ଘାସ
Read More...

ତୈଳିକ ବୈଶ୍ୟ ସମାଜ ତାଲୁକାର ବନ୍ଧୁ ମିଳନ

ମୋହନା : ସ୍ଥାନୀୟ ତୈଳିକ ବୈଶ୍ୟ ସମାଜ(ଖାଡି ତେଲି)ବାଇଶି ତାଲୁକାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବାଇଶି ତାଲୁକା ଖାଡୀ ତେଲି ସମାଜର ବନ୍ଧୁ ମିଳନ ମହାସଭାର ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ
Read More...

ବ୍ରିଜ ଡିଭାଇଡରରେ ପିଟି ହୋଇ ୧ ମୃତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ କୋଇଡା ଥାନା ବେଲକୁଦର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ମୃତ । ସୂଚନା ଥାଉକି, ବ୍ରିଜ ଡିଭାଇଡରରେ ପିଟି ହୋଇ ଜୀବନ ଚାଲିଯାଇଛି । ସୁନ୍ଦରଗଡ଼ କୋଇଡା ଥାନା ବେଲ କୁଦର ଠାରେ ଘଟିଛି ଦୁର୍ଘଟଣା । ନିଜ ପରିଜନଙ୍କୁ ଛାଡି
Read More...

ଆଜି ୪୬ ଶିକ୍ଷକଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି, ଶିକ୍ଷକମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପବିତ୍ର ଗୁରୁ ଦିବସ । ଏହାର ଅବ୍ୟବହତି ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ଚଳିତବର୍ଷ (୨୦୨୨)ର ଜାତୀୟ ପୁରସ୍କାର ପ୍ରଦାନ କରିବେ । ଏହି ଶିକ୍ଷକମାନଙ୍କ ମଧ୍ୟରେ ଅଛନ୍ତି
Read More...