Daily Archives

ପରମେଶ୍ୱର ସିପ୍‌କାଙ୍କ ଦ୍ୱାରା ସରିଆ ଧାନ ବଣ୍ଟନ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁର ପରମେଶ୍ୱର ସିପ୍‌କା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗାଁକୁ ସରିଆ ଧାନ ଦାନ କରିଛନ୍ତି । ସରିଆ ଧାନ ପାଇ ପ୍ରତ୍ୟେକ ଗାଁର ଲୋକେ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ
Read More...

ବହଲିରେ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ବହଲି ଗାଁରେ ସ୍ଥାନୀୟ ଗଣେଶ ପୂଜା କମିଟି ପକ୍ଷରୁ ୨୫ତମ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ସଭ୍ୟ ହୃଦାନନ୍ଦ ଗଡତ୍ୟା ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ନେହେରୁ ଆଦିବାସୀ କ୍ଲବ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଚଟୁଅନକା ଗ୍ରାମ ପଂଚାୟତର ଚଟୁଅନକା ଗ୍ରାମରେ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବ ଦ୍ଵାରା ଚତୁର୍ଥ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚଟୁଅନକା ପଂଚାୟତର
Read More...

ନୂଆଁଖାଇ ପର୍ବ ତିଆରିଛି ଏକତା

ଦେଓଗାଁ ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ କଛାରପାଲି ସାହୁପଡ଼ାର ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି । ୨୦୦୭ ମସିହାରେ କଛାରପାଲି ଗୌନ୍ତିଏନ ଶ୍ରୀମତୀ କିଶୋରୀ ଦେବୀଙ୍କ ଦେହାନ୍ତ ପରେ ସେଲମା
Read More...

ରାମଚନ୍ଦ୍ରପୁରରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ରାମଚନ୍ଦ୍ରପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବେଶ ଉତ୍ସାହର ସହିତ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗ୍ରାମରେ ସମସ୍ତେ ପ୍ରଥମେ ନିଜ ନିଜ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଚଢାଇବା ପରେ ନୂଆଁ ଖାଇ ଥିଲେ ଓ ସାନ
Read More...

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଦାନ) : ରାଉରକେଲା ସ୍ପୋର୍ଟସ ଆସୋସିଏସନ୍‌ର ଉପ ସଭାପତି ଭାସ୍କର ନନ୍ଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଁଖାଇ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେେ । ମନ୍ତ୍ରୀ ଶ୍ରୀ ପୂଜାରୀ ଖେଳ
Read More...

ରୋଟାରୀ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ

ରାଉରକେଲା, (ସସ୍ମିତା ପ୍ରଦାନ) : ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ରୋଟାରୀ କ୍ଲବ ଷ୍ଟିଲ ସିଟି ପରିଚାଳିତ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର
Read More...

ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠୀ ଗ୍ରାମ ପଞ୍ଚାୟତର ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଙ୍ଗରାଜ ପାଣ୍ଡେଙ୍କ ସଂଯୋଜନାରେ ହନୁମାନପଡାର ସମସ୍ତ ଅଧିବାସୀ ଯୋଗଦାନ କରିଥିଲେ । ଅତିଥି ଭାବେ
Read More...

ଯୁବକଙ୍କୁ ହାଣି ଲୁଟ୍‌ପାଟ୍‌ ଅଭିଯୋଗ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ରାସ୍ତାର ଡଙ୍ଗାପଥର ପାଖରେ ଦୀନେଶ ଅଗ୍ରୱାଲ ନାମକ ଜଣେ ଯୁବକଙ୍କୁ ଦୁବୃର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ କରିଛନ୍ତି । ସୂଚନା ଅନୁସାରେ, ବଲାଙ୍ଗିରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିବା ଦୀନେଶ ପ୍ରତିଦିନ ଭଳି ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିରରୁ
Read More...

ସୁଦୂର ବାହାରିନରେ ମଧ୍ୟ ଗଣେଶ ପୂଜା ପାଳିତ

ବାହାରିନ୍‌ : ସୁଦୂର ବାହାରିନରେ ମଧ୍ୟ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି । ବାହାରିନ ଓଡିଆ ସମାଜ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ବସବାସ କରୁଥିବା ବହୁ ପ୍ରବାସୀ ଭାରତୀୟ ଯୋଗ ଦେଇ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା କରିଥିଲେ । ଅନୁଷ୍ଠାନର ସଭାପତି ଅରୁଣ କୁମାର
Read More...