Monthly Archives

August 2022

କାଦୁଅ ପଚ ପଚ ରାସ୍ତା ପାଲଟିଛି ଡିଆଡୁମ୍ବେର ଗ୍ରାମବାସୀଙ୍କ ପାଇଁ ସାହାରା

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାମୁଦୀ ଗ୍ରାମ ପଂଚାୟତର ଡିଆଡୁମ୍ବେର ଗାଁରେ ଏଯାଏଁ ନିର୍ମାଣ ହୋଇପାରିନି ରାସ୍ତା । ଏହି ଗାଁର ଲୋକମାନଙ୍କ ପାଇଁ ଏହି କାଦୁଅ ପଚ ପଚ ରାସ୍ତା ହିଁ ସାହାର ପାଲଟିଛି । ଏହି ଗାଁରୁ ଅନେକ
Read More...

ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ୬ ଜଣ ଗିରଫ : ୨ ମୋଟର ଉଦ୍ଧାର, ୨ ମୋଟର ସାଇକେଲ ଜବତ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଂଚଳରେ କିଛି ଦିନ ହେଲା ପାଣି ମୋଟର ପମ୍ପ ଚୋରି ଅଭିଯୋଗ ହୋଇ ଆସୁଥିବା ବେଳେ ଖପ୍ରାଖୋଲ ପୋଲିସକୁ ଶେଷରେ ମିଳିଛି ବଡ଼ ସଫଳତା । ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ୬ ଜଣକୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
Read More...

ନାନ୍ଦୁପଲା ଗାଁରୁ ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁର ଜଣଙ୍କ ବାଡ଼ିରୁ ଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବିରଳ ବହୁରୂପୀ ଏଣ୍ଡୁଅଟି ସଦାନନ୍ଦ ଖମାରୀଙ୍କ ବାଡ଼ିରେ ଏକ ଗଛରେ ଥିବା ଦେଖି ସଢାନନ୍ ବନ ବିଭାଗକୁ ଖବର
Read More...

ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରକ୍ତଦାନ ଏକ ମହତ ଦାନ । ଏହି ମହାନ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି ଜଣେ ଯୁବ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର । ଛତ୍ରପୁର ଅଞ୍ଚଳର ଲୋକଙ୍କୁ କିପରି ରକ୍ତ ଅଭାବ ନହେବ
Read More...

ଛିନ୍ଦେଇକେଲାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ ପାଇଁ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛିନ୍ଦେଇକେଲା ପଞ୍ଚାୟତର ସଭା ଗୃହଠାରେ ଆଜାଦି କା ତ୍ରିରଙ୍ଗା ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜାଦି କା ଅମୃତ ମହୋତ୍ସବ ପାଇଁ ଏକ ଶୋଭାଯାତ୍ରା କରିବାର ନିଷ୍ପତ୍ତି
Read More...

ଛତ୍ରପୁରର ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ବିଶ୍ଵ ଅଙ୍ଗଦାନ ଦିବସର ସଚେତନତା ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପ୍ରତିଭା ଆବାସିକ ମହାବିଦ୍ୟାଳୟ ଓ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ବିଶ୍ଵ ଅଙ୍ଗଦାନ ଦିବସ ପାଳନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାରୱାଡ଼ି ମହିଳା ସମ୍ମିଳନୀର
Read More...

ଦିବ୍ୟରଂଜନଙ୍କ ମୃତଦେହ ସହ ଧର୍ମପତ୍ନୀ ସୌମ୍ୟା ସେଫାଳିକାଙ୍କ ସ୍ୱପ୍ନ ଜଳିଗଲା ଜୁଇରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ନିବାସୀ ତଥା ବରଗଡ ଜିଲ୍ଲା ବରପାଲି ପିଏନ୍‌ବି ବ୍ୟାଙ୍କର କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ଗତକାଲି ଅପରାହ୍ନରେ ଲଛିପୁର ନିକଟସ୍ଥ ଅଙ୍ଗ ନଦୀ କୂଳରେ ଉଦ୍ଧାର ହୋଇଥିବା ବେଳେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ
Read More...

କପିଲାଭଟା ହାଇସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରିସରରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି
Read More...

ହାତ ତିଆରି ତ୍ରିରଙ୍ଗା ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମିଶନ୍ ଶକ୍ତି ମହିଳାମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହର ଘର୍ ତ୍ରିରଙ୍ଗା ଅଭିଯାନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବାର ଦାୟିତ୍ୱ ପ୍ରଦାନ କରିଥିଲେ ମିଶନ୍ ଶକ୍ତିକୁ । ଗତକାଲି ଏସ୍ଏଚ୍‌ଜିଙ୍କ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ତ୍ରିରଙ୍ଗା
Read More...

ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ବିଶ୍ୱ ହାତୀ ଦିବସ ପାଳିତ

ଜଙ୍ଗଲ ରହିଲେ ହାତୀ ରହିବେ : ଗାନ୍ଧୀ ସ୍ମୃତି କମିଟି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ ଭବନ ବଲାଙ୍ଗିରଠାରେ ଗତକାଲି ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ବିଶ୍ୱ ହାତୀ ଦିବସ ପାଳନ ହୋଇଯାଇଛି । ହାତୀ ଏକ ଐତିହାସିକ ପ୍ରାଣୀ । ଏହାର ସୁରକ୍ଷା ଜରୁରୀ, ନଚେତ ଯେଉଁ ଭଳି ଭାବରେ ହାତୀ
Read More...