Monthly Archives

August 2022

ବୃତ୍ତି ଚୟନ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ବୁଲିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଅଗଷ୍ଟ ୧୫ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କ୍ରମରେ ଆଜି ଜିଲ୍ଲାରେ ଚାଲୁଥିବା ଶିଶୁ ଯତ୍ନ ଅନୁଷ୍ଠାନ ପାର୍ବତୀଗିରି ବାଳ ନିକେତନ, ପଥରଚେପା, ଗ୍ରାମ ମଙ୍ଗଳ ପାଠାଗାର, ସାଲେପାଲି,
Read More...

ଚଚରାଭଟାରେ ଦାଦନ ଶ୍ରମିକ ଅଧିକାର ଓ ଶ୍ରମ କାର୍ଡ ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକର ଚଚରାଭଟା ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଏକ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ ଡ଼. ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି ଦାଦନ ଶ୍ରମିକମାନଙ୍କୁ ସରକାରୀ
Read More...

୧୧ ଦଫା ଦାବୀ ପୂରଣ ନହେଲେ ସୁନ୍ଦରଗଡ ବନ୍ଦ ଡାକରା ଦିଆଯିବ : ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଅଗଷ୍ଟ ୨୫ ତାରିଖ ଦିନ ସଚେତନ ନାଗରିକ ମଞ୍ଚ ନେତୃତ୍ୱରେ ରାଉରକେଲାର ୩୨ଟି ସାମାଜିକ ଅନୁଷ୍ଠାନର ମିଳିତ ଉଦ୍ୟମରେ ତାଳଚେର ବିମଳାଗଡ ରେଳପଥକୁ ପୂର୍ଣ୍ଣାଙ୍ଗ କରିବା ଦାବୀ ନେଇ ଉଚ୍ଚ ନ୍ୟାୟାଳୟ ଠାରେ ଜନସ୍ୱାର୍ଥ ମାମଲା ରୁଜୁ କରଯାଇଥିଲା । ଏହି
Read More...

ସୁବର୍ଣ୍ଣପୁରରେ କ୍ରୀଡ଼ା ସପ୍ତାହ ଉଦ୍‌ଯାପିତ : ପଦ୍ମଶ୍ରୀ ଦିଲ୍ଲୀପ୍ ତିର୍କୀ ଛାତ୍ରଛାତ୍ରୀମାନଙ୍କୁ ଦେଲେ ସଫଳତାର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ଉତ୍ସାହ ସହିତ କ୍ରୀଡା ସପ୍ତାହ ପାଳିତ ହୋଇଯାଇଛି । ଏହାକୁ ସ୍ମରଣୀୟ କରିବା ପାଇଁ ଶେଷ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ବନାମ୍ ସୁନ୍ଦରଗଡ଼ ଜିଲ୍ଲାର ପୁରୁଷ ଏବଂ ମହିଳା ଦଳ ମାନଙ୍କ ମଧ୍ୟରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ
Read More...

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍‌ର ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ରାଉରକେଲା ସ୍ପୋର୍ଟସ ଆସୋସିଏସନ୍‌ ଆନୁକୂଲ୍ୟରେ ଭଞ୍ଜ ଭବନ ପ୍ରେକ୍ଷାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ପରାଗ ହର୍ଷଦ ଗବାଲି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ
Read More...

ଆସନ୍ତା ୪ରେ ‘ପରବାସୀ କୁଟୁମ୍‌ ଓ ଉତାଲଗଡର’ର ନୂଆଁଖାଇ ଭେଟ୍‌

ଶୋଭାଯାତ୍ରା, ସଭା, ସମ୍ମାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲିକିବ ତାଳପଦରର ଖଗେଶ୍ୱର ମଣ୍ଡପ ପଦ୍ମପୁର, (ନିରୋଜ କୁମାର ପାଣୀ) : ପରବାସୀ କୁଟୁମ୍‌ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ଆଗାମୀ ୪ ସେପ୍ଟେମ୍ବର ରବିବାର ଦିନ ନୂଆଁଖାଇ ଭେଟ୍‌ଘାଟ୍‌ ବିଜେପୁର ବ୍ଲକର ତାଳପଦର
Read More...

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

ଖେଳ ଓ ଖେଳାଳିଙ୍କ ସମସ୍ତ ପ୍ରକାର ସୁବିଧା କରାଯିବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ବ୍ୟଡମିଣ୍ଟନ ସଂଘ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ସ୍ଥିତ ବ୍ୟାଡମିଣ୍ଟନ ଇନ୍‌ଡୋର
Read More...

ଜଲିଆରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ସ୍ଥାନୀୟ କ୍ଲବ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବରେ ପିଣ୍ଟୁ ପଟେଲ, ସମ୍ପାଦକ ଭାବେ
Read More...

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲାଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ପଞ୍ଚାୟତ ସମିତି ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲାଠାରେ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା କାର୍ଯ୍ୟକ୍ରମ
Read More...

ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ

ସେପ୍ଟେମ୍ବର ୧୧ ଭୁବନେଶ୍ୱର ଆନ୍ଦୋଳନରେ ଯୋଗଦେବା ପାଇଁ ସଂଘର ନିଷ୍ପତ୍ତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ସୁଧାଂଶୁ ଶେଖର ବାରିକଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ
Read More...