ସଇଁତଲାରେ ଜିଲ୍ଲାସ୍ତରୀୟ ଦୁଷ୍ଟିହୀନ ମହିଳାଙ୍କ କ୍ରିକେଟ ଖେଳ ଓ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ (କ୍ୟାଭି) ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୃଷ୍ଟିହୀନ ମହିଳାଙ୍କ ପାଇଁ ଗତ ୫ ଦିନ ଧରି କ୍ରିକେଟ ଖେଳ ଓ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ଯାପିତ!-->…
Read More...
Read More...