Monthly Archives

August 2022

ନଦୀରେ ବୁଡ ପକାଇବା ବେଳେ ବୁଡିଗଲେ କାଉଡିଆ, ଉଦ୍ଧାର ହେଲା ମୃତଦେହ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲାରେ ବୁଡ଼ ପକାଇବା ବେଳେ ଘଟିଛି ଏକ ଅଘଟଣ । ସୂଚନା ଅନୁସାରେ ପ୍ରସିଦ୍ଧ ଶୈବପୀଠ କପିଳାଶରେ ଜଳଲାଗି ପାଇଁ ବ୍ରାହ୍ମଣୀ ନଦୀର କମାଗରା ଘାଟରେ ବୁଡ଼ ପକାଇବା ବେଳେ ଜଣେ କାଉଡ଼ିଆ ବୁଡି ଯାଇଥିଲେ । ତାଙ୍କ ମୃତଦେହ ସଦର ଥାନା ଅନ୍ତର୍ଗତ ରଣପଶି
Read More...

ପୁଣି ବିଧାନସଭାରେ ରାଣୀପୁର ଝରିଆଲ ବିକାଶ କଥା ଉଠାଇଲେ ସାଲୁଜା

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବିଧାନସଭାରେ ପୁଣି ରାଣୀପୁର ଝରିଆଲର ବିକାଶ କଥା ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ବିଧାନସଭାରେ ରାଣୀପୁର ଝରିଆଲ ପୀଠକୁ ଅନୁଦାନ ଯୋଗାଇ ଦେଇ ଏହାର ବିକାଶ କରିବା ପାଇଁ ବାରମ୍ବାର ଦାବୀ ଉପସ୍ଥାପନ କରାଯାଇଥିଲେ ହେଁ ପର୍ଯ୍ୟଟନ
Read More...

ଆଜିଠୁ ଦ୍ୱିତୀୟ ଓଜେଇଇ ପଞ୍ଜିକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରିଚାଳିତ ବି.ଟେକ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଏଥିନିମନ୍ତେ ଆସନ୍ତାକାଲି(ସୋମବାର)ଠାରୁ ଅନଲାଇନରେ
Read More...

ସୁନ୍ଦରଗଡ଼ ମାଟିର ପୁଅ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳର ଡିଆଇଜି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାର ସବଡେଗାରେ ଜନ୍ମିତ ଓଡ଼ିଆ ପୁଅ ଦୟାନିଧି ତନ୍ତୀ ଆଜି କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ)ର ଡିଆଇଜି ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି । ଏହା ସୁନ୍ଦରଗଡ଼ ଏବଂ ଓଡିଶା ପ୍ରତି ଗର୍ବ ଓ ଗୌରବର ବିଷୟ ହୋଇପାରିଛି । କେନ୍ଦ୍ରୀୟ ସୁରକ୍ଷା
Read More...

ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ : ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ଆସିବାକୁ ନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି । ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନୂତନ ଲୁଣା ନର୍ସରୀ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବ୍ୟାଟେରୀ ବୋଟ୍ ସାଙ୍ଗକୁ ବୋଟ୍‌ରେ
Read More...

ରୋଟାରି କ୍ଲବ ଅଫ୍‌ ଏଲିଟ୍‌ର ଅଧିଷ୍ଠାନ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୋଟାରି କ୍ଲବ ଅଫ୍‌ ଏଲିଟ୍‌ର ଅଧିଷ୍ଠାନ ଦିବସ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ବରିଷ୍ଠ ସଦସ୍ୟ ଧର୍ମେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ମନଜିତ ସିଂ ଅରୋରା ଅତିଥି ଭାବରେ ଯୋଗ
Read More...

୨ ଜଣ କୁଖ୍ୟାତ ଚେନ୍‌ ଲୁଟେରାଙ୍କୁ ଗିରଫ କଲା ଚୌଦ୍ୱାର ପୁଲିସ

ଚୌଦ୍ୱାର : ୨ ଜଣ କୁଖ୍ୟାତ ଚେନ୍‌ ଲୁଟେରାଙ୍କୁ ଗିରଫ କରିଛି ଚୌଦ୍ୱାର ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ମ୍ବା ଥାନା ଭାଲୁବାରେଣୀ ଗ୍ରାମର ଜଗନ୍ନାଥ ବେହେରା(୨୭) ଓ ସେହିଥାନା ଅଧିନ ହରଡ଼ମହୁଲମଦ ଗ୍ରାମର ନାରଦ ବେହେରା(୩୪) । ପୁଲିସ ସେମାନଙ୍କଠାରୁ ୨ଟି ଚୋରି ସୁନାଚେନ୍‌ ଓ ଗୋଟିଏ ମଟର
Read More...

୧୦ ଦିନିଆ ବ୍ଲକସ୍ତରୀୟ ଏସିଏମ୍‌ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍‌ ଓ ପମ୍ପ ଡ୍ରାଇଭରମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌ । ସୂଚନା ମୁତାବକ, ଆଜି ଭୋରରୁ ଶୁଆକାଟି ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା । ଏହି ସମୟରେ
Read More...

ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଗଲା ଆସବାବପତ୍ର ସମେତ ୧୦ ବଖରା ଘର

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ପୋଡି ପାଉଁଶ ହୋଇଗଲା ଆସବାବପତ୍ର ସମେତ ୧୦ ବଖରା ଘର । ସୂଚନା ଯୋଗ୍ୟ ଯେ, ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସରସ୍ୱତୀ ପୁର ଗାଁରେ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ
Read More...