Monthly Archives

August 2022

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟର ଶେଷ ବର୍ଷର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁରଠାରେ ଅବସ୍ଥାପିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଆନୁକୂଲ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟ ଅଧ୍ୟୟନରତ ରାଜନୀତି
Read More...

ଗଞ୍ଜାମରେ ବଢୁଛି ଅଧିକାରୀଙ୍କ ଉପରେ ଆକ୍ରମଣ : ଆକ୍ରମଣର ଶିକାର ହେଲେ ତହସିଲଦାର, ସାକ୍ଷାତ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରଶାସନିକ ସେବା ଅବା ଓଏଏସ ପଦବୀରେ କାର୍ଯ୍ୟରତ ଗଞ୍ଜାମ ଅଧିକାରୀଙ୍କ ଉପରେ ଆକ୍ରମଣ ବଢୁଛି । ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏମିତି କେତେଥର ହେଲା ଅଭିଯୋଗ ଆଣି ଓଏଏସ ସଂଘ ପକ୍ଷରୁ ଦାବୀପତ୍ର ଦିଆଯାଇଥିଲେ ସୁଦ୍ଧା
Read More...

ଆତ୍ମହତ୍ୟା କରିଦେଲେ ନବବଧୂ, ନିର୍ଯାତନା ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ କଲେ ତାଙ୍କ ଭାଇ

ଭୁବନେଶ୍ୱର : ଶଶୁର ଘର ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଦେଲେ ନବବଧୂ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କାଲୋନୀରେ । ମୃତକ ଜଣକ ହେଲେ ନିଆଳିର ପ୍ରଜ୍ଞା ପାରିମିତା ସ୍ୱାଇଁ । ଖବର
Read More...

ରାୟପୁରରୁ ସୋନପୁର ଆସୁଥିବା ବେଳେ ବିପୁଳ ପରିମାଣର କୀଟନାଶକ ଜବତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆବଜାରଠାରେ ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ ହୋଇଥିବା ଜଣାପଡିଛି । ଏସବୁ ରାୟପୁରରୁ ଆସୁଥିବା ସମୟରେ ଧରାପଡିଥିଲା । ସୂଚନା ଅନୁସାରେ, ରବିବାର ଏକ ଟ୍ରକରେ କିଛି କୀଟନାଶକ ସୋନପୁର ଆସୁଥିଲା । ତେବେ ଏଫମଶି
Read More...

ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମ୍ବଲପୁର ସିନ୍ଦୁରପଙ୍କ କୁଦୋପାଲି ବ୍ରିଜରେ ଏହି ଅଘଟଣା ଘଟିଛି । ତେବେ ମିଳିଥିବା ଖବର ଅନୁଯାୟୀ, ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...

ଓରେଞ୍ଜ ୱାର୍ଣ୍ଣିଙ୍ଗରେ ବଲାଙ୍ଗିର ଜିଲ୍ଲା, ସୂଚନା ଦେଲେ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ

ବଲାଙ୍ଗିର, (କେପିଏନ୍ଏସ୍‌) : ଗତକାଲି ଠୁ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହଉଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେତୁ ଓରେଞ୍ଜ ୱାର୍ଣ୍ଣିଙ୍ଗରେ ବଲାଙ୍ଗିର ଜିଲ୍ଲା ରହିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ
Read More...

ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଚାରା ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ପାରିବେ ସେ
Read More...

ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ନିର୍ଦ୍ଦେଶ କ୍ରମେ ଆମ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି
Read More...

ବରିଷ୍ଠ ନାଗରିକଙ୍କୁ ପରିଚୟ ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ର ଓ ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ଅନ୍ୟଜ୍ଞାନୀ ଗୁଣୀମାନଙ୍କୁ ନେଇ
Read More...

ଗୋପାଳପୁର ବନ୍ଦର ପକ୍ଷରୁ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଛତ୍ରପୁର ବ୍ଲକ କାଳୀପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଶନିବାର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ
Read More...