Daily Archives

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ କ୍ରୀଡା ପୁରସ୍କାର ୨୦୨୨ ପାଇଁ ଆବେଦନ ଆମନ୍ତ୍ରିତ କରିଛି

ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ dbtyas-sports.gov.in ମାଧ୍ୟମରେ ଆବେଦନ ଗୁଡିକ କେବଳ ଅନ୍ ଲାଇନ୍ ମୋଡ୍‌ରେ ଆମନ୍ତ୍ରିତ କରା ଯାଇଛି : ଆବେଦନ ଗୁଡିକ ୨୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ରାତି ୧୧.୫୯ ସୁଦ୍ଧା ଗ୍ରହଣ କରା ଯିବ ଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ
Read More...

ରାସ୍ତା ଅବସ୍ଥା ଶୋଚନୀୟ, ସାଧାରଣରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଳସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଜୁରି ଗାଁରୁ ରେଙ୍ଗାଲି ଗାଁ ପର୍ଯ୍ୟନ୍ତ ଓ ଜାମୁଟଜୁରି ଗାଁରୁ ବୁରୋମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁମୁଷୁ ଗାଁ ଏବଂ ଜାମୁଟଜୁରି ଗାଁରୁ ଘନାମହୁଲ ଗାଁ ପର୍ଯ୍ୟନ୍ତ ରାସ୍ତା
Read More...

ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ଅନୁଷ୍ଠିତ ଖଦି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

“୭୫୦୦ ଭଉଣୀ ଏକତ୍ର ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି”“ତୁମର ହାତ, ଚରଖା ଉପରେ ସୂତା କାଟିବାବେଳେ ଭାରତର କପଡା ବୁଣୁଛି”“ସ୍ୱାଧୀନତା ସଂଗ୍ରାମ ପରି ଖଦି ଏକ ବିକଶିତ ଭାରତ ଏବଂ ଆତ୍ମର୍ନିଭରଶୀଳ ଭାରତର ପ୍ରତିଶ୍ରୁତି ପୂରଣ କରିବାରେ ପ୍ରେରଣା ଯୋଗାଇପାରେ”“ଜାତି ପାଇଁ ଖଦି ଏବଂ
Read More...

ନିର୍ଯ୍ୟାତନା ଅଭିଯୋଗ : ଶାଶୁଘର ଆଗରେ ଧାରଣା ଦେଲେ ବୋହୂ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୨ ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡା ଓ ପରିବାର ତାଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ବୋହୂ ତନ୍ମୟୀ ପଣ୍ଡା ନିଜ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି । ଧାରଣାରେ
Read More...

ନୂଆଦିଲ୍ଲୀରେ ଦକ୍ଷତା ତାଲିମ ପ୍ରମାଣପତ୍ର ବିତରଣ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଶ୍ରମବଳର ସମ୍ପୂର୍ଣ୍ଣ ଉପଯୋଗ ଦ୍ୱାରା ଭାରତ ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ- ଧର୍ମେନ୍ଦ୍ର ପ୍ରଧାନ• ଆରପିଏଲ ଦକ୍ଷତା ତାଲିମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ• ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ ଦିଗରେ ଦକ୍ଷତା ବିକାଶର ମହତ୍ୱପୂର୍ଣ୍ଣ ଭୂମିକା
Read More...

ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠ, ସମ୍ବର୍ଦ୍ଧନା ଏବଂ ଆଲୋଚନା ଚକ୍ର

କଟକ, (ସସ୍ମିତା ପ୍ରଧାନ) : ଗାନ୍ଧୀ ଭବନଠାରେ ଗତକାଲି ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ଏବଂ ଆଲୋଚନା ଚକ୍ର କୈବଲ୍ୟ ସାହିତ୍ୟ ସଂସଦ ଏବଂ ସର୍ବୋଦୟ ମଣ୍ଡଳ, କଟକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଆଜିର ଆହ୍ଵାନ ଏବଂ ସର୍ବୋଦୟ ଶୀର୍ଷକ
Read More...

ଗଣପର୍ବ ନୂଆଁଖାଇ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଜାବର ଆରଡିସିଙ୍କଠାରେ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସମୟରେ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ୍‌ ବରଗଡ (ଜାବ) ପକ୍ଷରୁ ଗତକାଲି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ପାଖରେ ଦାବୀ କରାଯାଇଛି । ଜିଲ୍ଲା ସଭାପତି ରବି ପଣ୍ଡା ଓ ସାଧାରଣ ସମ୍ପାଦକ
Read More...

ସୁବର୍ଣ୍ଣପୁରର ନିଆରା ଲଂକାପୋଡି ପର୍ବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାଦ୍ରବ ସପ୍ତପୁରୀ ଅମାବାସ୍ୟା ତିଥିରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ଲୋକ ସଂସ୍କୃତିର ନିଆରା ଲୋକପର୍ବ 'ପୁରା ଉଆଁସ' ପର୍ବ ସହ 'ଲଂକାପୋଡି ମହୋତ୍ସବ' ଗତକାଲି ପାଳିତ ହୋଇଯାଇଛି । ଜିଲ୍ଲାର ଗାଁ ଗାଁରେ କୁଆଁରୀ ଝିଅମାନେ ଗାଁମୁଣ୍ଡ
Read More...

ଗୋଡଭଗାଠାରେ ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଅହିଂସା ରଥ ସାରା ରାଜ୍ୟରେ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଗୋଡଭଗାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତ ସମର୍ଦ୍ଧନା ଜ୍ଞାପନ
Read More...

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ ପଂଚାୟତର କୁଶପଲ୍ଲୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛାତ୍ର ନେତା ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ପଂଚମ ଥର ପାଇଁ ଛାତ୍ର ବିଜେଡିର
Read More...